Here's the recent articles submitted by abinash das
Articles By abinash das
4 Dead After Minivan Crashes Into Nail Salon In New York
Submitted as: Argus News
Four people were killed and nine others were injured when a minivan crashed into a nail salon in US state of New York, authorities said, citing media reports.(read
entire article)
View : 252 Times
Category : General
Sunita Williams Stuck In Space: Nasa Orders Astronauts To Take Shelter In Starliner Spacecraft
Submitted as: Argus News
Projected to last only days, the first crewed test flight of Boeing's Starliner spacecraft with two astronauts onboard is in limbo with no exact return to Earth announced.(read
entire article)
View : 471 Times
Category : General
Zakir Khan To Drop 'comedy Bombs On Broadcast Medium' With ‘aapka Apna Zakir'
Submitted as: Argus News
Comedian-actor Zakir Khan is coming up with a new television show ‘Aapka Apna Zakir'. The makers of the show unveiled the teaser Saturday.(read
entire article)
View : 278 Times
Category : General
କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଭିଡିଓ ଭାଇରାଲ..
Submitted as: Argus News
ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ତାଙ୍କୁ କିଏ ବା ନଜାଣେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ହେଉ ଅବା ତାଙ୍କର ସୁନ୍ଦରତା ପାଇଁ ହେଉ ସେ ଖୁବ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ବର୍ତ୍ତମାନ କର୍କଟ ଚିକିତ୍ସା ପାଇଁ କେମୋଥେରାପି ପୂର୍ବରୁ କେଶ କାଟୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯାହା ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖର ଛାଇ ଖେଳିଯାଇଛି। ହିନା ଖାନ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ଆପଣମାନେ ମୋ ମାଆର କାନ୍ଦିବା ଆୱାଜ୍ ଶୁଣିପାରୁଥିବେ । ସେ ମୋତେ ଏହି ରୂପରେ କେବେ ଦେଖିବେ ବୋଲି କଳ୍ପନା ବି କରିନଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ପାଇଁ ବିଶେଷ କରି କର୍କଟ ରୋଗ ସହ ସଂଘର୍ଷ କରୁଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ।(read
entire article)
View : 193 Times
Category : General
ପୁରୁଷଙ୍କର କେଉଁ ଗୁଣ ପ୍ରତି ମହିଳା ମାନେ ଆକର୍ଷିତ ହୁଅନ୍ତି ?
Submitted as: Argus News
ପୁରୁଷଙ୍କର କେଉଁ ଗୁଣ ପ୍ରତି ମହିଳା ମାନେ ଆକର୍ଷିତ ହୁଅନ୍ତି ? ଚେହେରା ,ବ୍ୟକ୍ତିତ୍ୱ ନା ପଇସା ? କ'ଣ ଲାଗୁଛି ଆପଣଙ୍କୁ ?(read
entire article)
View : 129 Times
Category : General
ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲା ବିଶ୍ବ ଚାମ୍ପିୟନ ଭାରତୀୟ ଟିମ
Submitted as: Argus News
ଗତ ମାସ ୨୯ ତାରିଖରେ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା। ତେବେ ଖରାପ ପାଗ ପାଇଁ ଟିମ୍ ଇଣ୍ଡିଆ ବାର୍ବାଡୋସରେ କିଛିଦିନ ଅଟକି ରହିଥିଲା।(read
entire article)
View : 145 Times
Category : General
ନୋଟ କେଉଁ କାଗଜରୁ ତିଆରି ?
Submitted as: Argus News
ଆପଣ ଯେଉଁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ବ୍ୟବହାର କରୁଛନ୍ତି ତାହା କେଉଁ ପ୍ରକାରର କାଗଜରୁ ବନିଛି କେବେ ଭାବିଛନ୍ତି ?(read
entire article)
View : 137 Times
Category : General
ହାଥରସ ଘଟଣା , ୧୨୧ ଜଣଙ୍କ ମୃତ୍ୟୁ, ଜାଣନ୍ତୁ ପୁରା ଘଟଣା
Submitted as: Argus News
ଗତକାଲିର ଅତ୍ୟନ୍ତ ହୃଦୟ ବିଦାରକ ହାଥରସ ଘଟଣା । ଯାହା ସାରା ଭାରତକୁ ସ୍ତବ୍ଧ କରିଦେଇଛି । ଚାହୁଁ ଚାହୁଁ ମୃତ୍ୟୁର କରାଳ ଆଁରେ ହଜିଗଲା ୧୨୧ ଜଣଙ୍କର ଜୀବନ ।(read
entire article)
View : 205 Times
Category : General
ଶ୍ରେୟା ଘୋଷାଲଙ୍କୁ ପସନ୍ଦ ଟ୍ରୁ-କଲର, ଜାଣନ୍ତୁ କାରଣ..
Submitted as: Argus News
ଶ୍ରେୟା ଘୋଷାଲ । ଚର୍ଚ୍ଚିତ ବଲିଉଡ ସିଙ୍ଗର । ନିଜ ମିଠା ଅନ୍ଦାଜରେ ସେ ଶତ୍ରୁକୁ ବି ମିତ୍ର ବନେଇପାରନ୍ତି । କେବଳ ରାଜ୍ୟ କି ଦେଶ ନୁହେଁ ବିଦେଶରେ ମଧ୍ୟ ସେ ନିଜ ସୁରିଲା ସ୍ବରକୁ ନେଇ ବେଶ ପରିଚିତ । କୁହାଯାଏ, ବଲିଉଡର ସିଙ୍ଗର ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଦରମା ପାଉଥିବା ଗୀତିକାର ଶ୍ରେୟା ଘୋଷାଲ । ହେଲେ ତାଙ୍କ ପରିବାରରେ ଆଉଜଣେ ମଧ୍ୟ ଏପରି ନାମୀଦାମୀ ବ୍ୟକ୍ତିତ୍ବ ଅଛନ୍ତି, ଯାହାଙ୍କୁ ଖୁବ କମ ଲୋକ ଜାଣିଛନ୍ତି । ସେ ହେଉଛନ୍ତି ଶ୍ରେୟାଙ୍କ ସ୍ବାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ।(read
entire article)
View : 209 Times
Category : General
ଦିନ ଯାକର ଖବର ପଢନ୍ତୁ ଚୁଟକିରେ..
Submitted as: Argus News
ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର...ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା...ଯେଉଁଦିନ ସରକାର ନିଷ୍ପତି ନେବେ ସେବେଠୁ କାମ ଆରମ୍ଭ ହେବ ବୋଲି କହିଲେ ଅରିଜିତ୍(read
entire article)
View : 161 Times
Category : General

