Here's the recent articles submitted by abinash das
Articles By abinash das
ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ `କଳ୍କୀ ୨୮୯୮ ଏଡି'
Submitted as: Argus News
ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷୀତ ଫିଲ୍ମ `କଳକୀ ୨୮୯୮ AD'. ପ୍ରଥମ ଶୋ'ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି।(read
entire article)
View : 172 Times
Category : General
ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲ ଚେହେରା ପାଇଁ ବେଶ ଲାଭଦାୟକ
Submitted as: Argus News
ନଡ଼ିଆ ତେଲ ଏବଂ ଭିଟାମିନ ଉଭୟ ସ୍କିନ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଏହି ଦୁଇଟିକୁ ଏକାଠି ବ୍ୟବହାର କରନ୍ତି ତେବେ ସ୍କିନ ପୁରା ଉଜ୍ଜ୍ବଳ ଦିଶେ। ନଡ଼ିଆ ତେଲ ସ୍କିନକୁ ମଶ୍ଚରାଇଜ କରୁଥିବାବେଳେ ଭିଟାମିନ ଇ ବ୍ରଣ ଏବଂ ରିଙ୍କଲ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା। ନଡ଼ିଆ ତେଲ ସହ ଭିଟାମିନ ଇ କ୍ୟାପସୁଲ କିପରି ବ୍ୟବହାର କରିବେ।(read
entire article)
View : 152 Times
Category : General
ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ରାଜନୀତି ସରଗରମ
Submitted as: Argus News
ରାଷ୍ଟ୍ରପତି ନିର୍ବାଚନ ନେଇ ଆମେରିକା ରାଜନୀତି ସରଗରମ ରହିଛି। ଆଜି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ଚଳିତ ନିର୍ବାଚନର ପ୍ରଥମ ‘ରାଷ୍ଟ୍ରପତି ବିତର୍କ' ଅନୁଷ୍ଠିତ । ବହୁ ପ୍ରତିକ୍ଷିତ ଏହି ବିତର୍କ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ରହିଛି। ଏହା ସହ ପ୍ରଥମ ଥର ବିନା ଦର୍ଶକ, ବିନା କୌଣସି ଲେଖାରେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଅନୁଷ୍ଠିତ ହେବ। ବିଶ୍ବର ଅନ୍ୟତମ ଜଣାଶୁଣା ଟେଲିଭିଜନ୍ ଚାନେଲ୍ ସିଏନ୍ଏନ୍ ଦ୍ବାରା ଆୟୋଜିତ ଏହି ବିତର୍କ ଜର୍ଜିଆର ଆଟଲାଣ୍ଟା ଠାରେ ଅନୁଷ୍ଠିତ ହେବ।(read
entire article)
View : 133 Times
Category : General
ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି ବିକ୍ରି କରୁଥିଲା ବିଜେଡି
Submitted as: Argus News
ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ କରିଥିଲା ଅର୍ଗସ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ କେମିତି ପ୍ୟାକେଜିଂ କରି ବିକ୍ରି କରଯାଉଥିଲା ତାର ପ୍ରମାଣ ବି ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ କରିବ ବିଜେପି ସରକାର ।(read
entire article)
View : 143 Times
Category : General
ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ମାର୍ଗର ନାମ ପୂର୍ବ ସ୍ଥାନକୁ ଅଣାଯାଉ
Submitted as: Argus News
ରୀତିଯୁଗର କବି ତଥା ଓଡିଆ ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ପୂର୍ବରୁ ଭୁବନେଶ୍ୱରର ସତ୍ୟନଗର ରାସ୍ତାର ନାମକରଣ ହୋଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ପୂର୍ବ ସରକାର ଏହାକୁ ପରିବର୍ତ୍ତନ କରି ମଦର ଟେରେସା ମାର୍ଗ ରଖି ଓଡିଆ ଜାତି ଏବଂ ଏହାର ଭାଷା ସାହିତ୍ୟକୁ ଅପମାନିତ କରିଥିଲେ ଏବଂ କୂଠାରଘାତ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡିଶାର ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁହଁ ବନ୍ଦ ରଖିଥିବା ସମୟରେ ନୂଆଦିଲ୍ଲୀର ପୁରାତନ ଏବଂ ଏକମାତ୍ର ସାହିତ୍ୟ ଅନୁଷ୍ଠାନ ପଲ୍ଲୀବାଣି ମିଶନ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରିନଥିଲେ।(read
entire article)
View : 172 Times
Category : General
ଧନୀ ଗାଁ ; ପ୍ରତି ପରିବାରର ଆୟ ୧ କୋଟିରୁ ଅଧିକ
Submitted as: Argus News
ଧନୀ ଗାଁ । ଏହି ଗାଁରେ ପ୍ରତ୍ୟେକ ପରିବାରର ବାର୍ଷିକ ଆୟ ପ୍ରାୟ ୧ କୋଟିରୁ ଅଧିକ । ଏକଥା ଶୁଣିବା ପରେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସମୂର୍ଣ୍ଣ ସତ । କାରଣ ଆଶ୍ଚର୍ଯ୍ୟର କଥା, ଏହି ଗାଁର ଲୋକେ କୌଣସି ବିରାଟ ବଡ କମ୍ପାନୀର ମାଲିକ ନୁହନ୍ତି, କି କୌଣସି ଭଲ ଚାକିରି କରି ନାହାନ୍ତି । କେବଳ କ୍ଷେତରେ ଚାଷ କରି ନିଜ ପରିଶ୍ରମ ବଳରେ ସେମାନେ କୋଟିପତି ହୋଇଛନ୍ତି । ଏହି ଗାଁରେ ଅତ୍ୟନ୍ତ ଉନ୍ନତମାନର ସେଓ ଉତ୍ପାଦନ କରାଯାଏ । ପ୍ରତିବର୍ଷ ୧୭୫ କୋଟିର ସେଓ ବିଶ୍ବର ଅନେକ ଦେଶକୁ ବିକା ଯାଇଥାଏ । ଯାହାଦ୍ବାରା ସେଠାରେ ପ୍ରତ୍ୟେକ ଚାଷୀ କୋଟି କୋଟି ଟଙ୍କା ଆୟ କରିଥାନ୍ତି ।(read
entire article)
View : 150 Times
Category : General
After Jio, Airtel, Vodafone Idea Hikes Tariffs For All Prepaid And Post-paid Plans; Effective July 4
Submitted as: Argus News
After Reliance Jio and Bharti Airtel, Vodafone Idea too announced new plans for its prepaid and post-paid plans, effective from July 4.(read
entire article)
View : 341 Times
Category : General
Ahead Of Anant-radhika's Wedding, Mukesh, Nita To Organise Mass Wedding For Underprivileged
Submitted as: Argus News
Preparations are in full swing for the wedding of Anant Ambani, the youngest son of Reliance Industries Chairman Mukesh Ambani, and Radhika Merchant, daughter of industrialist Viren Merchant.(read
entire article)
View : 234 Times
Category : General
‘kalki 2898 Ad' Set To Breach Rs 150-crore Domestic Earnings Mark After 2nd Day
Submitted as: Argus News
The recently released sci-fi epic movie 'Kalki 2898 AD', featuring stars from across India's film industries, is all set to breach the Rs 150 crore mark in the country on its third day of release.(read
entire article)
View : 269 Times
Category : General
Hockey India Announces 33-member Group For National Women's Coaching Camp
Submitted as: Argus News
Hockey India, Saturday, announced the 33-member Indian women's hockey team that will return to train in the national women's coaching camp from July 1 to August 31, in SAI Bengaluru. The Indian women's team went on a short break after concluding their FIH Hockey Pro League 2023/24 season in London and Antwerp.(read
entire article)
View : 138 Times
Category : General

