Here's the recent articles submitted by abinash das
Articles By abinash das
ଖୁସି ଖବର ଦେଲେ କଙ୍ଗନା, ଦୁଇ ଥର ଘୁଞ୍ଚିବା ପରେ ଏବେ କନଫର୍ମ କଲେ
Submitted as: Argus News
ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଲୋକସଭା ସାଂସଦ କଙ୍ଗନା ରଣାଓ୍ୱତ। ନିକଟରେ ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଅଭିନେତ୍ରୀ ପ୍ରଶଂସକଙ୍କୁ ଏକ ବଡ ଖୁସି ଖବର ମଧ୍ୟ ଦେଇଛନ୍ତି।(read
entire article)
View : 201 Times
Category : General
ପିଲାମାନଙ୍କର ଏହି ଅଭ୍ୟାସ ସ୍ୱାସ୍ଥ୍ୟର ଶତ୍ରୁ ପାଲଟିଛି
Submitted as: Argus News
ଆଜିକାଲି ପିଲାମାନେ ଫୋନ୍ ଏବଂ ଟିଭି ସାମ୍ନାରେ ଘଣ୍ଟା ଘଣ୍ଟା ବିତାଉଛନ୍ତି । ଯଦି ଆପଣ ସେମାନଙ୍କୁ ବାହାରେ ଖେଳିବାକୁ କୁହନ୍ତି ସେମାନେ ଖରା ଗରମ ପରି ବାହାନା କରିବା ଆରମ୍ଭ କରନ୍ତି । ପିଲାମାନଙ୍କର ଅଭ୍ୟାସ ସ୍ୱାସ୍ଥ୍ୟର ଶତ୍ରୁ ହୋଇଯାଉଛି । ବସିବା କାରଣରୁ ପିଲାମାନଙ୍କଠାରେ ଯକୃତ ସମ୍ବନ୍ଧୀୟ ସମସ୍ୟା ବଢିବାରେ ଲାଗିଛି । ଯକୃତକୁ କିପରି ସୁସ୍ଥ ରଖିବେ ଜାଣନ୍ତି ।(read
entire article)
View : 159 Times
Category : General
ପିଏମ୍ ଙ୍କୁ ଭେଟିବେ ସିଏମ୍
Submitted as: Argus News
ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ...ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀର ସୌଜନ୍ୟମୂଳକ ସାକ୍ଷାତ କରିବାର ରହିଛି କାର୍ଯ୍ୟକ୍ରମ(read
entire article)
View : 170 Times
Category : General
ମାତ୍ର ୧ ସପ୍ତାହରେ କମିବ ଚୁଟି ଝଡିବା ସମସ୍ୟା , ଜାଣନ୍ତୁ ଟିପ୍ସ
Submitted as: Argus News
ଚୁଟି ଝଡିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଯାଇଛି । ପୁଅ ହେଉ କି ଝିଅ ସମସ୍ତଙ୍କର ଚୁଟି ଝଡିବା ଏକ ବିରାଟ ସମସ୍ୟା । ସମସ୍ତେ ନିଜର ଚୁଟି ଲମ୍ବା ଏବଂ ସୁନ୍ଦର ଚାହାନ୍ତି । କିନ୍ତୁ ନିଜର ପ୍ରତ୍ୟେକ ଦିନର ଜୀବନଶୈଳୀ ଏପରି ହୋଇଯାଇଛି ଯାହାଦ୍ବାରା ଚୁଟି ଝାଡିବା ସମସ୍ୟା ଏକ ସାଧାରଣ ସମସ୍ୟା ବୋଲି ମନେ କରାଯାଉଛି । ଯାହାଦ୍ବାରା ଖୁବ କମ ଦିନରେ ଚୁଟି ଟ୍ରାନସପ୍ଲାଣ୍ଟ ପାଇଁ ନିଷ୍ପତ୍ତି ନେଇଥାନ୍ତି ଯୁବପିଢୀ । ତେବେ ଆପଣ ଯଦି ଆପଣଙ୍କ ଚୁଟିକୁ ସଠିକ ପୋଷକତତ୍ତ୍ବ ଦେବାକୁ ଚାହୁଁଥାନ୍ତି , ଏବଂ ଭଲ ଘନ କେଶ ଚାହୁଁଥାନ୍ତି, ତେବେ ଏହି ଖାଦ୍ୟ ଆପଣଙ୍କ ଚୁଟିକୁ ସୁସ୍ଥ ରଖିବା ସହ ଆପଣଙ୍କ ଚୁଟି ଝଡିବା ସମସ୍ୟାକୁ କମ କରିବ ।(read
entire article)
View : 149 Times
Category : General
ପୁଟିନ୍ଙ୍କୁ କୁକୁର ଗିଫ୍ଟ କଲେ କିମ ଜଙ୍ଗ ଉନ୍
Submitted as: Argus News
ଲକଜରୀ କାରରେ କିମ ଜଙ୍ଗ ଉନଙ୍କୁ ବୁଲାଇଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। କାର୍ ଚଲାଉଥିଲେ ପୁଟିନ୍ ଆଉ ପାଖରେ ବସି ଥିଲେ କିମ ଜଙ୍ଗ ।(read
entire article)
View : 181 Times
Category : General
ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ ଧର୍ମେନ୍ଦ୍ର ପ୍ରଧାନ
Submitted as: Argus News
ମାନନୀୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବରେ ଚୟନ କରିଛନ୍ତି ।(read
entire article)
View : 153 Times
Category : General
ରାତିର ଖାଇବା ପରେ କେତେ ଶୋଇବା ଉଚିତ୍
Submitted as: Argus News
ଆଜି କାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଇଛନ୍ତି । ବିଶେଷକରି ରାତିରେ ରାତ୍ରୀ ଭୋଜନ ପରେ ଆପଣଙ୍କ ଦ୍ୱାରା କରାଯାଇଥିବା ଭୁଲ ଆପଣଙ୍କୁ ଅନେକ ରୋଗର ଶିକାର କରିପାରେ ।(read
entire article)
View : 232 Times
Category : General
ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ, ଆହୁରି ଛେଚିବ
Submitted as: Argus News
ବର୍ଷାରେ ଭିଜିଲା ଭୁବନେଶ୍ୱର। ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ। ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ ଅସ୍ବସ୍ତି ମିଳିଛି।(read
entire article)
View : 237 Times
Category : General
ଭି. କାର୍ତ୍ତିକଙ୍କକ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ
Submitted as: Argus News
ପୁଣି ଚର୍ଚ୍ଚାରେ ଭି. କାର୍ତ୍ତିକ । ଆସିଛି କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗ । ଏହି ଭି. କାର୍ତ୍ତିକ ହେଉଛନ୍ତି ଓଡ଼ିଶା କ୍ୟାଡରର IFS ବା ଭାରତୀୟ ବନ ସେବା ଅଧିକାରୀ ।(read
entire article)
View : 357 Times
Category : General
ବବିଙ୍କ ସରକାରୀ ବାସଭବନରେ ଚାଲିଥିଲା ଖଟିଆ ସେବା!
Submitted as: Argus News
ବବି ଦାସଙ୍କ କ୍ବାର୍ଟର୍ସ ପାଲଟିଥିଲା କି ସାରଥି ଆଶ୍ରମ ? ବ୍ୟୟବହୁଳ ନିର୍ମାଣ ସାଙ୍ଗକୁ ଦାମୀ ଆସବାବପତ୍ର, ସ୍ବିମିଂ ପୁଲ୍, ଆଲିସାନ ବଙ୍ଗଳା, ଉଡେନ୍ କଟେଜ୍, ଅଣ୍ଡର ଗ୍ରାଉଣ୍ଡ ପରି ରାଜକୀୟ ବ୍ୟବସ୍ଥା ।(read
entire article)
View : 207 Times
Category : General

