123ArticleOnline Logo
Welcome to 123ArticleOnline.com!
ALL >> General >> View Article

ମାତ୍ର ୧ ସପ୍ତାହରେ କମିବ ଚୁଟି ଝଡିବା ସମସ୍ୟା , ଜାଣନ୍ତୁ ଟିପ୍ସ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଚୁଟି ଝଡିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଯାଇଛି । ପୁଅ ହେଉ କି ଝିଅ ସମସ୍ତଙ୍କର ଚୁଟି ଝଡିବା ଏକ ବିରାଟ ସମସ୍ୟା । ସମସ୍ତେ ନିଜର ଚୁଟି ଲମ୍ବା ଏବଂ ସୁନ୍ଦର ଚାହାନ୍ତି । କିନ୍ତୁ ନିଜର ପ୍ରତ୍ୟେକ ଦିନର ଜୀବନଶୈଳୀ ଏପରି ହୋଇଯାଇଛି ଯାହାଦ୍ବାରା ଚୁଟି ଝାଡିବା ସମସ୍ୟା ଏକ ସାଧାରଣ ସମସ୍ୟା ବୋଲି ମନେ କରାଯାଉଛି । ଯାହାଦ୍ବାରା ଖୁବ କମ ଦିନରେ ଚୁଟି ଟ୍ରାନସପ୍ଲାଣ୍ଟ ପାଇଁ ନିଷ୍ପତ୍ତି ନେଇଥାନ୍ତି ଯୁବପିଢୀ । ତେବେ ଆପଣ ଯଦି ଆପଣଙ୍କ ଚୁଟିକୁ ସଠିକ ପୋଷକତତ୍ତ୍ବ ଦେବାକୁ ଚାହୁଁଥାନ୍ତି , ଏବଂ ଭଲ ଘନ କେଶ ...
... ଚାହୁଁଥାନ୍ତି, ତେବେ ଏହି ଖାଦ୍ୟ ଆପଣଙ୍କ ଚୁଟିକୁ ସୁସ୍ଥ ରଖିବା ସହ ଆପଣଙ୍କ ଚୁଟି ଝଡିବା ସମସ୍ୟାକୁ କମ କରିବ ।
ଡ୍ରାଏ ଫ୍ରୁଟ୍ସ : ଡ୍ରାଏ ଫ୍ରୁଟ୍ସ ଦେହ , ତ୍ବଚା ଏବଂ କେଶ ଏସବୁ ପାଇଁ ଖୁବ ଲାଭଦାୟକ । ଏଥିରେ ଥିବା ମିନରାଲ, ଭିଟାମିନ, ପ୍ରୋଟିନ, ଶରୀରକୁ ସୁସ୍ଥ ରଖେ । ଏଥିରେ ଥିବା ଓମେଗା-୩ ଏସିଡ୍ସ ଚୁଟିକୁ ବଢାଇବାରେ ସାହାଯ୍ୟ କରେ । ଡ୍ରାଏଫ୍ରୁଟ୍ସ ଭିତରେ ଅଖରୋଟ, ବାଦାମ ଚୁଟି ପାଇଁ ଖୁବ ଲାଭଦାୟକ ।
ଖଟାଫଳ : ଭିଟାମିନ ସି ତ୍ବଚା ସହ ଚୁଟି ପାଇଁ ମଧ୍ୟ ଖୁବ ଲାଭଦାୟକ । ଏହା ଶରୀରରେ ଆଇରନ ସଞ୍ଚୟ କରି ରଖିବାରେ ସାହାଯ୍ୟ କରେ । କମଳା, ଲେମ୍ବୁ, କିୱି ପ୍ରତିଦିନ ଖାଇବା ନିହାତି ଦରକାର ।
ଗାଜର : ଗାଜର ମଧ୍ୟ ଶରୀରକୁ ପୋଷକତତ୍ତ୍ବ ଯୋଗାଇଥାଏ । ଏଥିରେ ଭିଟାମିନ ଏ ଏବଂ ଭିଟାମିନ ଇ ଭରମାତ୍ରାରେ ରହିଥାଏ । ଯାହା ଆପଣଙ୍କ ଖପୁରୀକୁ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରେ । ଏବଂ କମ ବୟସରେ ଚୁଟି ପାଚିଯାଉଥିବା ସମସ୍ୟାରୁ ମଧ୍ୟ ମୁକ୍ତିଦିଏ ଗାଜର ।
ଅଣ୍ଡା : ପର୍ଯ୍ୟାପ୍ତ ମାତ୍ରାରେ ପ୍ରୋଟିନ ଚୁଟି ପାଇଁ ନିହାତି ଦରକାର । କାରଣ ଚୁଟି ଝଡିବାର ମୁଖ୍ୟ କାରଣ ପ୍ରୋଟିନର ପରିମାଣ କମ । ତେଣୁ ଅଣ୍ଡାରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ ଥାଏ । ଯଦି ଆପଣ ଜଳଖିଆରେ ଅଣ୍ଡା ପ୍ରତିଦିନ ଖାଉଛନ୍ତି ତେବେ ଆପଣଙ୍କୁ ପ୍ରତିଦିନ ଖୁବ ପ୍ରୋଟିନ ମିଳିବ ।
ପାଳଙ୍ଗ : ପାଳଙ୍ଗରେ ଥିବା ଆଇରନ ଚୁଟି ପାଇଁ ନିହାତି ଆବଶ୍ୟକ । ସେଥିପାଇଁ ପାଳଙ୍ଗ ନିଜର ଖାଦ୍ୟ ତାଲିକାରେ ଯୋଡିବା ନିହାତି ଦରକାର ।

ଅଧିକ ପଢନ୍ତୁ : ଯୁବକମାନଙ୍କୁ ଭିଟାମିନ୍ ଡି ସପ୍ଲିମେଣ୍ଟ ଆବଶ୍ୟକ ନାହିଁ

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 137Word Count: 260See All articles From Author

Add Comment

General Articles

1. Mangal Dosh Puja Ujjain – Expert Vedic Rituals
Author: panditg

2. Top 10 Youtube Video Dubbing Studios In The World (2026 Edition)
Author: Pratham Singh

3. How To Choose The Best Channel Straightening Machines Manufacturer In India
Author: RUHI

4. Planning Your Journey From Vijayawada To Eluru: Everything You Need To Know
Author: Priya Patel

5. Why Jammu Is Emerging As A Strong Destination For Cyber Security Careers
Author: Sudeshna

6. Why Choosing The Right Digital Marketing Agency In Mumbai Can Transform Your Business
Author: bloom agency

7. Professional Cardiology Billing And Coding Services In Alabama
Author: Brain

8. Selah Clothing: A Perfect Blend Of Style, Comfort, And Purpose
Author: Selah Clothing: A Perfect Blend of Style, Comfort,

9. How To Select The Finest Saraswati Mata Marble Statue In Jaipur
Author: Ruhi

10. How To Maintain Your Audi 2026: The Ultimate Service Guide
Author: Aquatint Detailing

11. Xsmn La Gi
Author: az24

12. Kroger Grocery & Pharmacy Data Scraping Insights
Author: .ActowizMetrics

13. Website Speed Optimization For Better User Experience
Author: Devakey Digital Solutions

14. How Covid-19 Will Change The Canadian Grocery Industry Forever?
Author: brainbell10

15. Train Today, Lead Tomorrow With Pmp Certification
Author: certpasscenter

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: