ALL >> General >> View Article
ଭି. କାର୍ତ୍ତିକଙ୍କକ ନାଁରେ ଯୌନ ଉତ୍ପୀଡ଼ନ ଅଭିଯୋଗ
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଭି. କାର୍ତ୍ତିକ । ଆସିଛି କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଅଭିଯୋଗ । ଏହି ଭି. କାର୍ତ୍ତିକ ହେଉଛନ୍ତି ଓଡ଼ିଶା କ୍ୟାଡରର IFS ବା ଭାରତୀୟ ବନ ସେବା ଅଧିକାରୀ । ଏବେ କୋଏମ୍ବାଟୋରସ୍ଥିତ ବନସେବା ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ- CASFOSରେ ଲେକ୍ଚରର ଭାବେ କାର୍ଯ୍ୟରତ IFS ଭି. କାର୍ତ୍ତିକ ପ୍ରଶିକ୍ଷଣ କେନ୍ଦ୍ରରେ ମହିଳା ଟ୍ରେନି ଅଫିସରଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ ମେସେଜ ପଠାଇବା ସହ ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ପରେ ପ୍ରତିଷ୍ଠାନ ପକ୍ଷରୁ ଏ ଘଟଣାର ତଦନ୍ତ କରାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହେବା ପରେ ତାଙ୍କୁ ଜୁନ ୩୦ ପରେ ତତ୍କାଳ ଓଡ଼ିଶା ଫେରାଇ ନେବାକୁ ସୁପାରିଶ କରିଛି CASFOS । ଏହାସହ ଭି. କାର୍ତ୍ତିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରତିଷ୍ଠାନ ସୁପାରିଶ କରିଛି । ଏମିତିକି ପ୍ରତିଷ୍ଠାନ ଏନେଇ ଓଡ଼ିଶାର ବନବିଭାଗ ମୁଖ୍ୟଙ୍କୁ ଅବଗତ କରାଇଛି। ତାଙ୍କୁ ଓଡ଼ିଶାରେ କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁସନ୍ କିମ୍ବା ମହିଳା ଭିତ୍ତିକ ସଂସ୍ଥାରେ ନିଯୁକ୍ତ ନ କରିବାକୁ ସୁପାରିଶ କରିଛି ପ୍ରତିଷ୍ଠାନ ।
ଆହୁରି ପଢନ୍ତୁ ଓଡିଶା ଖବର...
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. In7 App Download: A Complete Guide To In7 Games OnlineAuthor: neetu
2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma
3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys
4. Pm Surya Ghar Subsidy Amount For Residential Solar Installations
Author: Zrn Solar
5. 5 Powerful Health Benefits Of Including Fish In Your Diet
Author: meatgenie
6. Hotel Competitive Pricing Analysis Across Major Otas
Author: Travel Scrape
7. How Data Science Courses Help Learners Build A Strong Foundation
Author: Vaishnavi
8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik
9. Taobao Brand-store Data Collection For An Eu Client
Author: Actowiz Solution
10. Top Bpo Project Provider In India: Why Businesses Choose Zoetic Bpo Services
Author: kajal
11. 10 Essential Features To Look For In A Work Management App
Author: Rohit Yadav
12. Key Properties Of Monel 400 Flanges You Should Know
Author: Ashish
13. Why Digital Gold Is Changing The Way Indians Own Gold
Author: Gold Bites
14. Gold Sip For Beginners: A Simple Way To Start Saving In Gold
Author: Gold Bites
15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith






