ALL >> General >> View Article
ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ, ଆହୁରି ଛେଚିବ
ଭୁବନେଶ୍ୱର: ବର୍ଷାରେ ଭିଜିଲା ଭୁବନେଶ୍ୱର। ପ୍ରବଳ ବର୍ଷାରେ ବେହାଲ ହେଲା ରାଜଧାନୀ। ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଦେଖିବାକୁ ମିଳିଛି। ବର୍ଷା ପରେ ଗୁଳୁଗୁଳିରୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ସକ୍ରିୟ ଥିବା ବେଳେ ରାଜ୍ୟରେ ମୌସୁମୀ ବି ସକ୍ରିୟ ରହିଛି। ପ୍ରଭାବରେ ସାରା ରାଜ୍ୟରେ ୪ ଦିନ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ...
... ଆସନ୍ତା ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
ମାଲକାନଗିରି ,କୋରାପୁଟ ,ରାୟଗଡା ଗଜପତି, ଗଂଜାମ,କଳାହାଣ୍ଡି କନ୍ଧମାଳ, ନୂଆପଡା ଓ ବରଗଡରେ ପ୍ରବଳ ବର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା। ମାଲକାନଗିରି ଓ କୋରାପୁଟ ରେ ଅତିପ୍ରବଳ ସହ ଗଜପତି ରାୟଗଡା ନବରଙ୍ଗପୁର କଳାହାଣ୍ଡି ବଲାଙ୍ଗୀର ଓ ନୂଆପଡ଼ାରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୯ ତାରିଖ ଯାଏ ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ବିଜୁଳି ଘଡଘଡି ପ୍ରତି ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ସେପଟେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଏବେବି ରାଜ୍ୟରେ ନିଅଁଟିଆ ବର୍ଷା ରହିଛି ।
ଜୁନ ୧ ରୁ ଏଯାବତ ୯୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି।ଯାହା ସ୍ୱାଭାବିକ ବର୍ଷାର ଠାରୁ ୪୨ ପ୍ରତିଶତ କମ ରହିଛି।ରାଜ୍ୟର ୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର ବାଲେଶ୍ୱର ପୁରୀ ଓ ବଲାଙ୍ଗୀରିରେ ଅଧିକ ନିଅଁଟିଆ ବର୍ଷା ଅଧିକ ରେକର୍ଡ ହୋଇଛି। ସେପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ ହାଲୁକରୁ ମାଧ୍ୟମ ଧାରଣର ବର୍ଷା ହୋଇଥିବା ବେଳେ ୩ଟି ସହରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। କଟକରେ ସର୍ବାଧିକ ୭୪.8 ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଭବାନୀପାଟଣା ଓ ନୂଆପଡ଼ାରେ ସର୍ବାଧିକ ୩୮ .୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. How To Choose The Best Pest Control Service In Mahavir NagarAuthor: bdean
2. Grocery Data Compliance Scraping: What's Public And What's Not When Collecting Grocery Information?
Author: food data scrape
3. Natural Stone Driveways: Why They Are Becoming The Preferred Choice
Author: WorldWide Stone
4. Tinder Clone Script: Everything Entrepreneurs Need
Author: Migrateshop
5. Car Denting Painting Bhopal – Dent Removal, Scratch Repair And Repainting
Author: Vehicle Solution Bhopal
6. John Labunski Dallas Retirement Planning Strategies For Life
Author: John Labunski
7. How Staff Augmentation And Mobile App Development Help Businesses Build Scalable Digital Solutions
Author: Jessica Williams
8. Gmp Plant Setup And Upgradation Services Worldwide: A Complete Guide
Author: zenovel pharma
9. Instagram Profile Picture Size: The Complete Guide
Author: Best pva accounts
10. Ai In Children’s Education: Benefits, Challenges, And The Future Of Learning
Author: B.K Birla School
11. Fasteners Manufacturer And Supplier In India: Types, Uses & Buying Guide
Author: Vintex Steel
12. Grow Your Homestay Business Online With Staywithus
Author: saasAro
13. Experience Heritage And Culture With Hr Hotels & Resorts
Author: saasAro
14. How Material Handling Equipment Improves Workplace Safety
Author: Sima
15. Découvrir Le Rajasthan Et Le Taj Mahal Avec Une Agence De Voyage Spécialisée
Author: UTTAM






