123ArticleOnline Logo
Welcome to 123ArticleOnline.com!
ALL >> General >> View Article

ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲ ଚେହେରା ପାଇଁ ବେଶ ଲାଭଦାୟକ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ନଡ଼ିଆ ତେଲ ଏବଂ ଭିଟାମିନ ଉଭୟ ସ୍କିନ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ। ଏପରି ପରିସ୍ଥିତିରେ ଯଦି ଆପଣ ଏହି ଦୁଇଟିକୁ ଏକାଠି ବ୍ୟବହାର କରନ୍ତି ତେବେ ସ୍କିନ ପୁରା ଉଜ୍ଜ୍ବଳ ଦିଶେ। ନଡ଼ିଆ ତେଲ ସ୍କିନକୁ ମଶ୍ଚରାଇଜ କରୁଥିବାବେଳେ ଭିଟାମିନ ଇ ବ୍ରଣ ଏବଂ ରିଙ୍କଲ ସମସ୍ୟାକୁ କମ କରିବାରେ ସାହାଯ୍ୟ କରିଥାଏ। ତେବେ ଚାଲନ୍ତୁ ଜାଣିବା। ନଡ଼ିଆ ତେଲ ସହ ଭିଟାମିନ ଇ କ୍ୟାପସୁଲ କିପରି ବ୍ୟବହାର କରିବେ।

ନଡ଼ିଆ ତେଲ ଏବଂ ଭିଟାମିନ ଇ ବ୍ୟବହାର କରିବାର ଫାଇଦା:
ମୁହଁରେ ରିଙ୍କଲସକୁ କମାଇବା ପାଇଁ ଭିଟାମିନ ଇ ସହିତ ନଡ଼ିଆ ତେଲ ମିଶାଇ ଲଗାନ୍ତୁ। ଭିଟାମିନ ଇ ତେଲ ସ୍କିନକୁ ହାଇଡ୍ରେଟ ରଖେ। ଏବଂ ରିଙ୍କଲ୍ସ ହେବା ଲକ୍ଷଣକୁ କମ କରେ। ଏଥିପାଇଁ ଗୋଟିଏ ଚାମଚ ନଡ଼ିଆ ତେଲରେ ଗୋଟିଏ ଭିଟାମିନ E କ୍ୟାପସୁଲ ମିଶାନ୍ତୁ। ବର୍ତ୍ତମାନ ଆପଣଙ୍କ ପ୍ୟାକ ରେଡି। ଏହାକୁ ମୁହଁରେ ଧୀରେ ଧୀରେ ଆପ୍ଲାଏ କରନ୍ତୁ।

ଚେହେରାର ଚମକ ବଢ଼ାଇଥାଏ: ଚେହେରାର ଚମକ ବଢ଼ାଇବା ପାଇଁ ଆପଣ ନଡ଼ିଆ ତେଲ ,ବଂ ଭିଟାମିନ ଇ ବ୍ୟବହାର ପ୍ରତିଦିନ କରନ୍ତୁ। ଏହା ପ୍ରଥମତଃ ବିଷାକ୍ତ ପଦାର୍ଥ ବାହାର କରିବା ସହ ଚେହେରାର ଚମକ ବଢ଼ାଇଥାଏ।

ବ୍ରଣ ସମସ୍ୟା କମ କରିଥାଏ: ବ୍ରଣ ହେବାଯୋଗୁ ଆମ ସ୍କିନ ବହୁତ ଖରାପ ଦେଖାଯାଏ। ଏଭଳି ପରିସ୍ଥିତିରେ ନଡ଼ିଆ ତେଲ ଏବଂ ଭିଟାମିନ ଇ କ୍ୟାପସୁଲର ମିଶ୍ରଣକୁ ଲଗାନ୍ତୁ ଦେଖିବେ ଧୀରେ ଧୀରେ ବ୍ରଣ ସମସ୍ୟା ଦୂର ହୋଇଯିବ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 184Word Count: 160See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: