123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ ପ୍ୟାକେଜିଂ କରି ବିକ୍ରି କରୁଥିଲା ବିଜେଡି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ମିଲେଟ୍ ମିଶନ ନାଁରେ ବିଜେଡି ସରକାରଙ୍କ ମିଛ ପ୍ରଚାରର ପର୍ଦ୍ଦାଫାସ କରିଥିଲା ଅର୍ଗସ । ଅନ୍ୟ ରାଜ୍ୟରୁ ମିଲେଟ୍ ଆଣି ଓଡ଼ିଶାରେ କେମିତି ପ୍ୟାକେଜିଂ କରି ବିକ୍ରି କରଯାଉଥିଲା ତାର ପ୍ରମାଣ ବି ଅର୍ଗସ କ୍ୟାମେରାରେ କଏଦ ହୋଇଥିଲା । ଏବେ ଏହି ମାମଲାର ତଦନ୍ତ କରିବ ବିଜେପି ସରକାର । ଏ ହେଉଛି ଗତ ଏପ୍ରିଲ ମାସର ଦୃଶ୍ୟ । ରାୟଗଡ଼ା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ାର। ଟ୍ରକ୍ ନଂ KA34C4995 । ଏହି ନଂରୁ ହିଁ ଜଣାପଡ଼ିଥିଲା କର୍ଣ୍ଣାଟକରୁ ଆସିଥିଲା ଗାଡ଼ି। ଡ୍ରାଇଭର ପାଖରେ ଥିବା ଏ ବିଲରୁ ବି ସ୍ପଷ୍ଟ ହୋଇଥିଲା ଯେ 12 ଲକ୍ଷ 26 ହଜାର ଟଙ୍କା ମୂଲ୍ୟର ମାଣ୍ଡିଆ ଅଣାଯାଇଥିଲା।

ଖୋଦ୍ ଡ୍ରାଇଭର ବି ଏହା କହିଥିଲେ । ବିଜେଡି ସରକାରରେ ମିଛ କହି ବେଷ୍ଟ ମିଲେଟ୍ ପ୍ରୋମୋଟିଂ ଷ୍ଟେଟର ଆୱାର୍ଡ ସିନା ଓଡ଼ିଶା ପାଉଥିଲା । ହେଲେ ଏବେ ଏହି ମାମଲାର ତଦନ୍ତ ହେବା ପାଇଁ ଖୁବଶୀଘ୍ର କମିଟି ଗଠନ ହେବ । ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତକାଲି ରାୟଗଡ଼ା ଗସ୍ତରେ ଥିବା ବେଳେ ଏହି ସୂଚନା ଦେଇଛନ୍ତି । ତଦନ୍ତ ପାଇଁ କମିଟି ଗଢ଼ାଯିବ ଓ କମିଟି ରିପୋର୍ଟ ଆଧାରରେ ହିଁ ଆକ୍ସନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 161Word Count: 149See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: