ALL >> General >> View Article
ଧନୀ ଗାଁ ; ପ୍ରତି ପରିବାରର ଆୟ ୧ କୋଟିରୁ ଅଧିକ
ଅର୍ଗସ ବ୍ୟୁରୋ : ଧନୀ ଗାଁ । ଏହି ଗାଁରେ ପ୍ରତ୍ୟେକ ପରିବାରର ବାର୍ଷିକ ଆୟ ପ୍ରାୟ ୧ କୋଟିରୁ ଅଧିକ । ଏକଥା ଶୁଣିବା ପରେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସମୂର୍ଣ୍ଣ ସତ । କାରଣ ଆଶ୍ଚର୍ଯ୍ୟର କଥା, ଏହି ଗାଁର ଲୋକେ କୌଣସି ବିରାଟ ବଡ କମ୍ପାନୀର ମାଲିକ ନୁହନ୍ତି, କି କୌଣସି ଭଲ ଚାକିରି କରି ନାହାନ୍ତି । କେବଳ କ୍ଷେତରେ ଚାଷ କରି ନିଜ ପରିଶ୍ରମ ବଳରେ ସେମାନେ କୋଟିପତି ହୋଇଛନ୍ତି । ଏହି ଗାଁରେ ଅତ୍ୟନ୍ତ ଉନ୍ନତମାନର ସେଓ ଉତ୍ପାଦନ କରାଯାଏ । ପ୍ରତିବର୍ଷ ୧୭୫ କୋଟିର ସେଓ ବିଶ୍ବର ଅନେକ ଦେଶକୁ ବିକା ଯାଇଥାଏ । ଯାହାଦ୍ବାରା ସେଠାରେ ପ୍ରତ୍ୟେକ ଚାଷୀ କୋଟି କୋଟି ଟଙ୍କା ଆୟ କରିଥାନ୍ତି ।
ହିମାଚଳ ପ୍ରଦେଶ ରାଜଧାନୀ ସିମଲାଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁ । ଗାଁରେ ରୁହନ୍ତି ପ୍ରାୟ ୨୩୦ ପରିବାର । ୧୯୫୩ ମସିହାରୁ ଏହି ଗାଁରେ ସେଓ ଚାଷ ଆରମ୍ଭ କରାଯାଇଥିଲା । ଏହି ସେଓର ଏତେ ଭଲ ଥିଲା ଯେ ନେବା ଲାଗି ଗ୍ରାହକଙ୍କ ଲାଗୁଥିବା ପ୍ରବଳ ଭିଡ଼ । ଯାହା ଏଠାକାର ଚାଷୀ ପରିବାରଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଏହାପରେ ସେମାନେ ପ୍ରତିବର୍ଷ ପରିଶ୍ରମ କରି ସେଓ ଉତ୍ପାଦନ କରିଥିଲେ ଏବଂ ଏହାକୁ ବିକ୍ରି କରି ଲାଭବାନ ହୋଇଥିଲେ ।
ଏହି ଗାଁ ତଥା ଏଠାକାର କ୍ଷେତବାଡିକୁ ଦେଖିବା ପାଇଁ ବାହାରର ଅନେକ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଏଠାରେ ଚାଷ କରି ଏତେ ବଡ ଆଲିଶାନ ଘର ସହ, ଦାମୀ ଗାଡି ସୌଖୀନ ଜୀବନ ବିତାଉଥିବା ଜାଣିବା ପରେ ଖୁବ ଆଶ୍ଚର୍ଯ୍ୟ ହୁଅନ୍ତି ।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Fostering Entrepreneurship: Empowering Youth Through Vocational Skills And The Wisdom Of 64 KalaAuthor: Chaitanya Kumari
2. Transcriptomics Market Outlook 2025–2035: Growth Drivers And Emerging Opportunities
Author: Shreya
3. Happy New Year 2026 Images With Wishes And Quotes
Author: Banjit das
4. Original Perkins Generators In Pakistan At Enpower
Author: thomasjoe
5. Christian Merry Christmas Images Special With Bible Quotes
Author: Banjit Das
6. Ac Vs Sleeper Train Journey Comparison
Author: Banjit Das
7. First Train Journey Story In Hindi
Author: Banjit Das
8. Poc Diagnostics Market Size To Reach Usd 54.36 Billion By 2031 | Key Trends & Forecasts
Author: siddhesh
9. Los 7 Principales Destinos Turísticos Famosos De La India
Author: robinhook
10. Find Your Rhythm At The Leading Dance Studio In Cooper City
Author: dancersgallery
11. Single Lumen Cvc Repair Kit Market Size To Reach Usd 921 Million By 2031 | Key Trends & Forecasts
Author: siddhesh
12. Best Ca & Cma Test Series 2026 In India
Author: robinhook
13. Best Laser Treatment In Jaipur: Modern Technology For Long-lasting Results In 2026
Author: Ravina
14. Importance Of Healthy Boundaries In Personal Relationships
Author: Banjit Das
15. Cohort Analysis For App Growth: A Data-driven Approach To Sustainable Success
Author: microbitmedia






