123ArticleOnline Logo
Welcome to 123ArticleOnline.com!
ALL >> General >> View Article

କେମୋଥେରାପି ପୂର୍ବରୁ କେଶ କାଟିଲେ ହିନା ଖାନ୍, ଭିଡିଓ ଭାଇରାଲ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ତାଙ୍କୁ କିଏ ବା ନଜାଣେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ହେଉ ଅବା ତାଙ୍କର ସୁନ୍ଦରତା ପାଇଁ ହେଉ ସେ ଖୁବ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ବର୍ତ୍ତମାନ କର୍କଟ ଚିକିତ୍ସା ପାଇଁ କେମୋଥେରାପି ପୂର୍ବରୁ କେଶ କାଟୁଥିବାର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଯାହା ଦେଖିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖର ଛାଇ ଖେଳିଯାଇଛି। ହିନା ଖାନ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ଶେୟାର କରି କ୍ୟାପସନରେ ଲେଖିଛନ୍ତି,‘ଆପଣମାନେ ମୋ ମାଆର କାନ୍ଦିବା ଆୱାଜ୍ ...
... ଶୁଣିପାରୁଥିବେ । ସେ ମୋତେ ଏହି ରୂପରେ କେବେ ଦେଖିବେ ବୋଲି କଳ୍ପନା ବି କରିନଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କ ପାଇଁ ବିଶେଷ କରି କର୍କଟ ରୋଗ ସହ ସଂଘର୍ଷ କରୁଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ପୀଡ଼ାଦାୟକ ।

‘ୟେ ରିସ୍ତା କ୍ୟା କେହେଲାତା ହୈ’ ସିରିଏଲର ଅକ୍ଷରା ଚରିତ୍ର ମାଧ୍ୟମରେ ଲୋକଙ୍କ ହୃଦୟ ଜିତିପାରିଥିଲେ । ଏହାସହ ଖତରୋ କେ ଖିଲାଡି, ବିଗ୍‌ ବସ୍‌ ପରି ବଡ ବଡ ସୋ ମଧ୍ୟ କରିଥିଲେ ହିନା ଖାନ। ନିକଟରେ ହିନା ଷ୍ଟେଜ୍ ୩ ସ୍ତନ କର୍କଟ ରୋଗ ସହ ସଂଘର୍ଷ କରୁଥିବା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲେ । ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଥିଲା ।ଆଉ ,ବେ ହିନା ନିଜେ କେଶ କାଟୁଥିବାର ଭିଡିଓ ସେୟାର କରିଛନ୍ତି। ଅଧିକାଂଶ ବ୍ୟକ୍ତିଙ୍କ ପାଇଁ କେଶ ମୁକୁଟ ସଦୃଶ ଯାହାକୁ ସୋମାନେ କେବେ କାଟିବାକୁ ଚାହାଁନ୍ତି ନାହିଁ ।

ଏଭଳି କଠିନ ସଂଘର୍ଷ ସମୟରେ ବି ଆମକୁ ନିଜ ଗୌରବ, ନିଜ ମୁକୁଟ ହରାଇବାକୁ ପଡ଼ିଥାଏ । ଆପଣ ଜିତିବାକୁ ଚାହୁଁଥିଲେ ଏଭଳି କଠିନ ନିଷ୍ପତ୍ତି କରିବାକୁ ପଡ଼ିଥାଏ ।’ ବୋଲି ହିନା ଖାନ କହିଛନ୍ତି। ଏହାସହ ଫ୍ୟାନ୍ସମାନେ କହିଛନ୍ତି ହିନା ଖାନ ଖୁବ ଷ୍ଟ୍ରଙ୍ଗ। ସେ ଖୁବ ଶୀଘ୍ର ଭଲ ହୋଇ ପୁଣି ଥରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ ଆସିବେ । ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବୋଲି ମେସେଜ କରିଛନ୍ତି। ,ଭଳି ଖବର ପରେ ହିନା ମଧ୍ୟ ନିଜକୁ ଆହୁରି ଷ୍ଟ୍ରଙ୍ଗ ଅନୁଭବ କରୁଛନ୍ତି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 228Word Count: 236See All articles From Author

Add Comment

General Articles

1. Osed Certification: Your Guide To Offensive Security Exploit Development And Online Training
Author: Passyourcert

2. Watershed Builders
Author: Watershed Builders

3. Best Diwali Gift Hampers To Celebrate The Festival
Author: Sumitsharma

4. Complete Guide To Bsc Courses, Specializations & Career Scope
Author: Vishal Yadav

5. Black Magic Specialist In Kuvempunagar Mysore
Author: Seoprojects295

6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari

7. How To Choose The Right Accountants In Liverpool For Your Small Business
Author: Nick Hughes

8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape

9. Largest Hotel Chains Revenue Leakage Protection Intelligence
Author: Travel Scrape

10. Negocio Pruvit México: Conoce La Oportunidad De Emprender
Author: michellumb44

11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica

12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma

13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI

14. A Child's Health Begins With Their Mother's: The Importance Of Maternal Health
Author: Sima

15. Coach Number 13 – डिब्बा नंबर 13 का यात्री
Author: Divem Sharma

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: