Here's the recent articles submitted by abinash das
Articles By abinash das
କେବେବି ରୋହିତଙ୍କୁ ଏତେ ଭାବବିହ୍ବଳ ହେବା ମୁଁ ଦେଖି ନ ଥିଲି
Submitted as: Argus News
ଭାରତ ସାଉଥଆଫ୍ରିକାକୁ ହରାଇ ଟି-୨୦ ବିଶ୍ବକପ ଜିତିଲା। ଏବେବି ଇଣ୍ଟରନେଟରେ ଛାଇ ରହିଛି ଓ୍ବିନିଂ ମୋମେଣ୍ଟ। କାରଣ ବିଜୟ ସତରେ ଅବିଶ୍ବସନୀୟ ଥିଲା। ଖେଳାଳିମାନେ ସତରେ ବହୁ ଚେଷ୍ଟା କରିଥିଲେ। ଆଉ ଆଜି ସାରା ଭାରତବାସୀ ଖୁସି। ମ୍ୟାଚ ଦିନ ସମସ୍ତଙ୍କ ଆଖିରୁ ଖୁସିର ଲୁହ ଗଡ଼ି ଆସିଥିଲା। ଯେତେଥର ଦେଖିଲେ ବି ବିଶ୍ବକପ ମ୍ୟାଚ ଆଉ ଥରେ ଦେଖିବାକୁ ଇଚ୍ଛା ହେଉଛି।(read
entire article)
View : 143 Times
Category : General
ହୋଟେଲ ସ୍ବାଦରେ ପୋଲିସ
Submitted as: Argus News
ହୋଟେଲ ସ୍ବାଦରେ ପୋଲିସ । ରାଜନଗର ତହସିଲଦାରଙ୍କ ସହ ପୋଲିସ ଫୋର୍ସ ହୋଟେଲ ନିକଟରେ ମୁତୟନ ହୋଇଛନ୍ତି । ପୁରା ଟିମ୍ ହୋଟେଲ ସ୍ବାଦରେ ରେଡ୍ କରିବ । ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ । ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଛି ପ୍ରଶାସନର ନିଦ ।(read
entire article)
View : 147 Times
Category : General
Talking About His Single 'reh Ja', Ayushmann Says He Wanted To Write More About Heartbreaks
Submitted as: Argus News
Actor, and singer Ayushmann Khurrana has released his new single titled 'Reh Ja' and shared that he loves all the shades of romance and has always wanted to write more about heartbreaks.(read
entire article)
View : 148 Times
Category : General
Copa America: Messi Fit To Play Against Canada In Semis, Confirms Coach Scaloni
Submitted as: Argus News
Argentina head coach Lionel Scaloni has confirmed that Lionel Messi will be fit to play against Canada in the Copa America semifinal Wednesday.(read
entire article)
View : 164 Times
Category : General
Djokovic Glides Past Rune To Enter 15th Wimbledon Quarterfinal
Submitted as: Argus News
Novak Djokovic brushed past Holger Rune of Denmark to reach his 15th Wimbledon quarterfinal with a 6-3, 6-4, 6-2 in the latest chapter of the pair's rivalry.(read
entire article)
View : 222 Times
Category : General
ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍ରେ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି ଏବଂ ବୁମରା!
Submitted as: Argus News
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଆଉ ସେଠାରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆଉ ଏହି ଗସ୍ତରେ ଦଳର ଦାୟିତ୍ବ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ବଢ଼ିଛି ।(read
entire article)
View : 169 Times
Category : General
ରେକର୍ଡ ଭାଙ୍ଗୁଛି କଲ୍କୀ, ବିଶ୍ଵବ୍ୟାପୀ ୯୦୦ କୋଟି ରୋଜଗାର
Submitted as: Argus News
ଆମିର ଖାନଙ୍କ ଫିଲ୍ମକୁ ପଛରେ ପକାଇଲା ପ୍ରଭାସଙ୍କ ଏହି ଫିଲ୍ମ। ଯାହାକୁ ଦେଖିବା ପାଇଁ ଲୋକଭ୍କ ମଧ୍ୟରେ ପ୍ରବଳ ଉତ୍ସାହ। କଲ୍କୀ 2898 AD କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି । କଲ୍କୀ 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା ।(read
entire article)
View : 136 Times
Category : General
ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି
Submitted as: Argus News
ସବୁବେଳେ ଓଡିଆ ଓ ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କୁ ପ୍ରଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଯାହାର ପୁଣି ଏକ ଝଲକ ଦେଖିବାକୁ ମିଳିଛି । ତୃତୀୟ ପାଳି ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ରୁଷିଆ ଗସ୍ତରେ ଯାଇଥିବାବେଳେ ମସ୍କୋରେ ଭାରତୀୟ ସମାଜକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଉତ୍ତରୀୟ ପକାଇ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ତାହା ସହ ମସ୍କୋରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଓଡିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭଲପାଇବାର ପ୍ରମାଣ ଦେଇଛି ।(read
entire article)
View : 157 Times
Category : General
ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
Submitted as: Argus News
ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ। ରଥତ୍ରୟ ଗୁଣ୍ଡିଚାଘର ସିଂହଦ୍ବାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି। ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି। ରଥ ଚାଳନାରେ ଏହା ସହଯୋଗ ହେବ। ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହେବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ବଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚିବ। ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏଣୁ ଦକ୍ଷିଣିମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ।(read
entire article)
View : 229 Times
Category : General
ଚଳିତ ଶ୍ରାବଣ ମାସରେ ରହିବ ୬ ଅଦ୍ଭୁତ ସଂଯୋଗ..
Submitted as: Argus News
ସନାତନ ଧର୍ମରେ ବର୍ଷର 12 ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ, ପ୍ରତ୍ୟେକ ମାସରେ ବିଭିନ୍ନ ଦେବୀ ଦେବତାଙ୍କୁ ପୂଜା କରାଯାଏ। ସେହି ଧାର୍ମିକ ମାସ ମାନଙ୍କ ମଧ୍ୟରୁ ଶ୍ରାବଣ ମାସ ଅନ୍ୟତମ। ଏହି ମାସରେ ଭଗବାନ ଶଙ୍କରଙ୍କୁ ପୂଜା କରିବାର ନିୟମ ରହିଛି। ଶିବଙ୍କ ଭକ୍ତମାନେ ଉତ୍ସାହର ସହିତ ପ୍ରତିବର୍ଷ ଶ୍ରାବଣ ମାସକୁ ଅପେକ୍ଷା କରନ୍ତି | ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣରେ କରାଯାଇଥିବା ଶିବ ପୂଜା କଦାପି ଶେଷ ହୁଏ ନୁହେଁ ବୋଲି ବିବେଚନା କରାଯାଏ। ସେହି ସମୟରେ ପୂଜା କଲେ କାହିଁ କେଉଁ ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ। ଶ୍ରାବଣ ମାସରେ ଯଦି ଭଗବାନ ଶିବଙ୍କର ରୁଦ୍ରାଭିଷେକ କରାଯାଏ ତେବେ ମାନସିକଧାରୀଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୁଏ।(read
entire article)
View : 137 Times
Category : General

