123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ସବୁବେଳେ ଓଡିଆ ଓ ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କୁ ପ୍ରଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଯାହାର ପୁଣି ଏକ ଝଲକ ଦେଖିବାକୁ ମିଳିଛି । ତୃତୀୟ ପାଳି ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ରୁଷିଆ ଗସ୍ତରେ ଯାଇଥିବାବେଳେ ମସ୍କୋରେ ଭାରତୀୟ ସମାଜକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଉତ୍ତରୀୟ ପକାଇ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ତାହା ସହ ମସ୍କୋରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଓଡିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ...
... ଭଲପାଇବାର ପ୍ରମାଣ ଦେଇଛି ।

ଆଜି ମୋଦି ଓ ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ଏହାସହ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଭାରତର ସୁଖ ଦୁଃଖର ସାଥୀ ରୁଷ୍ । ରୁଷ୍ ଏବଂ ଭାରତର ଦୋସ୍ତି ବର୍ଷ ବର୍ଷର । ସରପେ ଲାଲ ଟୋପି..ଦିଲ ହେ ହିନ୍ଦୁସ୍ଥାନୀ ଏପରି କିଛି କହି..ରୁଷରେ ଭାରତୀୟ ପ୍ରବାସୀଙ୍କୁ ମୋଦି ହୃଦୟରୁ ସମ୍ବୋଧନ କରିଛନ୍ତି । କୋଟି କୋଟି ଭାରତୀୟ ରୁଷର ନା ଶୁଣିଲେ ଆନନ୍ଦିତ ହୋଇଥାଆନ୍ତି । ଆଜି ଅର୍ଥନୈତିକ, ଶିକ୍ଷା, ବୈଦେଶିକ, ପ୍ରତିରକ୍ଷା, କ୍ଷେତ୍ରରେ ନୂଆ ଇଚ୍ଚତାକୁ ଛୁଇଁ ପାରିଛି ।

10 ବର୍ଷ ମଧ୍ୟରେ ଭାରତର ସଫଳତାକୁ ଗଣାଇଛନ୍ତି । ଆଜି ଯେତେବେଳେ ଭାରତ ବିଶ୍ୱର ସବୁଠାରୁ ଉଚ୍ଚ ରେଳ ବ୍ରିଜ, ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଛି , ସେତେବେଳେ ବିଶ୍ୱ କହୁଛି ଭାରତ ବଦଳୁଛି ଏବଂ ଭାରତର ଏହି ବଡ ବଦ୍ ଲାବ କୁ ବିଶ୍ବ ସମର୍ଥନ କରୁଛି ।

140 କୋଟି ଭାରତୀୟ ବର୍ତ୍ତମାନ ଏକ ସଂକଳ୍ପ ନେଇ ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି ଏବଂ ଏଥିରେ ଦେଶ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ସମର୍ଥନ ରହିଛି । ଆଜି ଭାରତ ପ୍ରତି ବିଶ୍ବର ଦୃଷ୍ଟିକୋଣ ବଦଳିଛି । ୬ ଦଶନ୍ଧି ଧରି ଚାଲିଆସୁଥିବା ସମସ୍ୟାର ସମାଧାନ ପାଇଁ ଆଜି 140 କୋଟି ଭାରତୀୟଙ୍କର ବିଶ୍ୱାସ ତାଙ୍କ ସରକାର ଉପରେ ବିଶ୍ବାସ କରିଛି । ଏହା ମୋଦି ସରକାରଙ୍କର ବଡ ଉପଲବ୍ଧୀ ବୋଲି ସମ୍ବୋଧନରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 175Word Count: 226See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: