123ArticleOnline Logo
Welcome to 123ArticleOnline.com!
ALL >> General >> View Article

ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ହେରାପଞ୍ଚମୀ ନୀତି ଶେଷ ହେବା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥ ଦକ୍ଷିଣ ମୋଡ଼ କରାଯିବ। ରଥତ୍ରୟ ଗୁଣ୍ଡିଚାଘର ସିଂହଦ୍ବାର ସମ୍ମୁଖରୁ ଟଣା ହୋଇ ଶରଧାବାଲିରେ ପହଞ୍ଚିବେ। ଏଥିପାଇଁ ବଡ଼ଦାଣ୍ଡରେ ଆରମ୍ଭ ହୋଇଛି ପ୍ରସ୍ତୁତି। ବଡ଼ଶଙ୍ଖ ନିକଟରୁ ମୁକ୍ତାକାଶ ରଙ୍ଗମଞ୍ଚ ପର୍ଯ୍ୟନ୍ତ ବାଲି ପଡିଛି। ରଥ ଚାଳନାରେ ଏହା ସହଯୋଗ ହେବ। ଆଜି ସକାଳଧୂପ ପରେ ଠାକୁରଙ୍କ ନିକଟରୁ ଆଜ୍ଞାମାଳ ରଥକୁ ବିଜେ ହେବାପରେ ରଥଟଣା ଆରମ୍ଭ ହେବ। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଡଠାକୁରଙ୍କ ତାଳଧ୍ବଜ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ନାକଚଣା ଦ୍ବାର ସମ୍ମୁଖରେ ପହଞ୍ଚିବ। ଆସନ୍ତା 15 ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଏଣୁ ଦକ୍ଷିଣିମୋଡ଼ରେ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବାକୁ ପ୍ରସ୍ତୁତ ରହିବ।

ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ

ଗତକାଲି ରାତିରେ ପବିତ୍ର ହେରାପଞ୍ଚମୀ ତିଥିରେ ମା ମହାଲଷ୍ମୀ ଅଭିମାନରେ ଫେରିଥିବାରୁ ପ୍ରଭୁଙ୍କ ନିର୍ଦେଶରେ ବାହୁଡା ଯାତ୍ରାପାଇଁ ତିନି ରଥର ଦକ୍ଷିଣମୋଡ କରାଯାଇଥାଏ। ସେଥିପାଇଁ ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ଉପସ୍ଥିତିରେ ରଥ ତଦାରଖ କମିଟି, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ, ପୂର୍ତ୍ତ ବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନ ରଥର ଯାଞ୍ଚ କରିଥିଲେ। ଆବଶ୍ୟକ ଛୋଟ ମୋଟ ମରାମତି ମଧ୍ୟ କରାଯାଇଛି।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 238Word Count: 142See All articles From Author

Add Comment

General Articles

1. Why Ai Courses Are Becoming A Preferred Learning Option In Chandigarh
Author: Megha23

2. Rmp Dumps And Exam Pass Support: A Complete Guide For Better Exam Preparation
Author: certfastpass

3. Luxury Villas In Noida: Exclusive Private Villas For Parties, Stay & Celebrations
Author: Sloshout

4. How To Choose The Best Lip Filler Treatment In Jaipur
Author: Ravina

5. The Surprising Truth About Protein Shakes & Your Health
Author: FFD

6. How Ppc & Lead Generation Services In Chennai Help Businesses Grow Faster
Author: bharathi

7. Mobile App Statistics And Key Trends To Know
Author: brainbell

8. U4gm Poe 2 0.5 Twilight Reliquary Key Guide: Drops And Farming Tips
Author: 1fuhd

9. How Content Marketing Helps Businesses Generate More Leads
Author: Content marketing often provides longer-lasting

10. Fixed Rafter Pergola Design For Elegant Outdoor Spaces
Author: Noor Mariam

11. How Much Does Hardwood Floor Refinishing Cost In Virginia?
Author: Robert

12. Best Film Director Arun Konda – Creator Of Powerful Cinematic Stories
Author: Arunkonda

13. Best Tempo Travels In Tirupati For Safe And Comfortable Group Travel
Author: sidharth

14. How Luxury Hotels Are Using Bespoke Hand Embroidery
Author: Sandeep

15. How To Add Sanskrit Shlokas In Your Instagram Bio?
Author: Banjit Das

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: