Here's the recent articles submitted by abinash das
Articles By abinash das
ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ
Submitted as: Argus News
ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ପଟିଦିଅଁଙ୍କ ଠାରୁ ଆସି ରଥଖଳାରେ ବିଜେ ହେଲା ଆଜ୍ଞାମାଳ।(read
entire article)
View : 225 Times
Category : General
କେଉଁଠି ନିଅଣ୍ଟିଆ ବର୍ଷା ତ କେଉଁଠି ବିହନ ଚିନ୍ତା
Submitted as: Argus News
କ୍ଷେତ ପ୍ରସ୍ତୁତ । ଚାଷୀ ପ୍ରସ୍ତୁତ । ହେଲେ ନାହିଁ ବିହନ । ବାଧାପ୍ରାପ୍ତ ଚାଷ କାର୍ଯ୍ୟ । ବିଳମ୍ବରେ ହେଉ ପଛେ ପହଞ୍ଚିଲା ମୌସୁମୀ ଖରିଫ ଋତୁ ପାଇଁ ଚାଷ କାମ ଆରମ୍ଭ କରିଛି ଚାଷୀ। କ୍ଷେତକୁ ଲଙ୍ଗଳ କରିବା ସହ ଧାନ ବୁଣିବା ଆରମ୍ଭ ହୋଇଗଲାଣି । କିନ୍ତୁ ନୂଆପଡ଼ାରେ ଆବଶ୍ୟକ ବିହନ ନ ମିଳିବାରୁ ଚାଷ କାମରେ ବିଳମ୍ବ ହୋଇଛି। ଜିଲ୍ଲାରେ ୧୨ ହଜାର ୩୮୪ କ୍ରିଣ୍ଟାଲ ଧାନ ବିହନ ଆବଶ୍ୟକ ଥିବାବେଳେ ଆଜି ପର୍ଯ୍ୟନ୍ତ ୧୧ ହଜାର ୭୮ କ୍ବିଣ୍ଟାଲ୍ ଧାନ ବିହନ ପହଞ୍ଚିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।(read
entire article)
View : 216 Times
Category : General
ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ମୁଖ୍ୟମନ୍ତ୍ରୀ
Submitted as: Argus News
ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ରଥଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ସଫେଇ କଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।(read
entire article)
View : 168 Times
Category : General
Ola Exits Google Maps, Moves To In-house Ola Maps
Submitted as: Argus News
India's major ride-hailing company Ola has exited Google Maps and has shifted to its own Ola Maps for cab operations.(read
entire article)
View : 196 Times
Category : General
Mobile Tariff Hike: Centre Responds To Misleading Claims
Submitted as: Argus News
The Telecom Regulatory Authority of India (TRAI) said the rates of telecommunication services are decided by market forces, within the regulatory framework notified by the independent regulator(read
entire article)
View : 200 Times
Category : General
Fm Sitharaman To Present Union Budget On July 23
Submitted as: Argus News
Finance Minister Nirmala Sitharaman will present the Union Budget 2024-25 on July 23, Parliamentary Affairs Minister Kiren Rijiju announced on Saturday.(read
entire article)
View : 182 Times
Category : General
ଡରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ..
Submitted as: Argus News
ପୁଣି ସାମ୍ନାକୁ ଆସିଲା ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ । ଏ ଭବିଷ୍ୟବାଣୀ ଶୁଣିଲା ପରେ ପୁରା ବିଶ୍ଵରେ ହଇଚଇ ସୃଷ୍ଟି ହେଲାଣି । କାରଣ ବାବା କହିଛନ୍ତି, ଧ୍ଵଂସ ହୋଇଯିବ ପୁରା ବିଶ୍ଵ । ମୂଳପୋଛ ହେବ ଜୀବଜଗତ । ପୃଥିବୀର ଧ୍ଵଂସ ପରେ ମାନବଜାତି ସୌରମଣ୍ଡଳ ଭିତରେ ଥିବା ଅନ୍ୟ ଏକ ଗ୍ରହରେ ବସତି ସ୍ଥାପନ କରିବ । ଏହି ସମୟରେ ଏଲିଅନଙ୍କ ସହ ସମ୍ପର୍କ ସ୍ଥାପନ କରିବ ମଣିଷ । ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ । ଖାଲି ଏତିକି ନୁହେଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କହୁଛି ୟୁରୋପରେ ଏକ ବଡ ସଂଘର୍ଷ କାରଣରୁ ହ୍ରାସ ପାଇବ ବିରାଟ ଜନସଂଖ୍ୟା .. ବାବାଙ୍କ ଏମିତି ଭବିଷ୍ୟବାଣୀକୁ ନେଇ ଏବେ ସବୁଠି ଚର୍ଚ୍ଚା ।(read
entire article)
View : 156 Times
Category : General
ଅଧାବାଟରେ ତିନି ରଥ, ବାଟରେ ଅଟକିଥିବା ରଥକୁ ଟାଣିନେବେ ଭକ୍ତ
Submitted as: Argus News
ଆଜି ପୁଣି ଗଡ଼ିବ ତିନିରଥ । ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଆଜି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ସେହିପରି ସିଂହଦ୍ୱାରରୁ ଦୁଇ ପାଦ ଆଗରେ ଅଟକିଛି ନନ୍ଦିଘୋଷ ରଥ ।(read
entire article)
View : 209 Times
Category : General
ଆଜି ଭୋରରୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କଲେ ରାଷ୍ଟ୍ରପତି
Submitted as: Argus News
ମହାମହିମ ରାଷ୍ଟ୍ରପତି ରଥଯାତ୍ରାରେ ସାମିଲ ହୋଇ ରଥାରୂଢ ଠାକୁରଙ୍କ ସାନିଧ୍ୟ ନେଇଛନ୍ତି । ଆଜି ଭୋରରୁ ମହାମହିମ ରାଷ୍ଟ୍ରପତି ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ମର୍ଣ୍ଣିଂ ୱାକ୍ କରିଛନ୍ତି । କଡା ସୁରକ୍ଷା ମଧ୍ୟରେ ରାଷ୍ଟ୍ରପତି ବେଳାଭୂମିରେ କିଛି ସମୟ ଅତିବାହିତ କରି ରାଜଭବନ ଅଭିମୁଖେ ଯାଇଛନ୍ତି । ତେବେ ରାଜଭବନରେ କିଛି ସମୟ ବିଶ୍ରାମ ନେବାପରେ 9.15 ରେ ରାଜଭବନରୁ ବାହାରି ହେଲିପ୍ୟାଡ୍ ଯାଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।(read
entire article)
View : 174 Times
Category : General
ବିଶ୍ବ ଚାମ୍ପିୟନ ରୋହିତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ନୀତା ଅମ୍ବାନୀ......ହେଲେ କାହିଁକି?
Submitted as: Argus News
ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହିତ ଶର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହାପରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ମୁମ୍ବାଇର ଫଲୋର୍ସ ସଂଖ୍ୟା ମଧ୍ୟ କମିଯାଇଥିଲା। ହେଲେ ଏସବୁ ମଧ୍ୟରେ ପୁଣିଥରେ ବିଶ୍ବକପ ବିଜେତା କ୍ୟାପଟେନ ଚର୍ଚ୍ଚାରେ ରହିଛନ୍ତି। କାରଣ କ୍ୟାପଟେନ ପଦରୁ ହଟାଇଥିଲେ ହେଁ ଅମ୍ବାନୀ ପରିବାର ସହ ତାଙ୍କ ସମ୍ପର୍କ ପୂର୍ବଭଳି ରହିଛି। ନିକଟରେ ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ୍ ଉତ୍ସବରେ ସେ ଯୋଗ ଦେଇଥିଲେ।(read
entire article)
View : 213 Times
Category : General

