ALL >> General >> View Article
ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ରଥଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ସହ ମିଶି ସଫେଇ କଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ଓ ସାଂସଦ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବଳୟରେ ପୁରୀ । ଆଇନ ଶୃଙ୍ଖଳା, ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି । ୪ ଏସପି ପାହ୍ୟା ଅଧିକାରୀ, ୭ ଅତିରିକ୍ତ ଏସପି, ୧୯ ଡିଏସପିଙ୍କ ସମେତ ୫୫ ଇନ୍ସପେକ୍ଟର, ୩୩୭ ଏସ୍ଆଇ, ଏଏସ୍ଆଇ ଓ ୧୩୦୦ ହୋମଗାର୍ଡଙ୍କ ଦାୟିତ୍ବରେ ରହିବ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ଵ । ସହରର ମୋଟ ୨୧ଟି ସ୍ଥାନ ପାର୍କିଂ ପାଇଁ ନିରୂପଣ କରାଯାଇଛି । ବସ୍ ପାଇଁ ୪ଟି, ଲାଇଟ୍ ଭେହିକିଲ ପାଇଁ ୧୧ ଓ ଦୁଇଚକିଆ ପାଇଁ ୬ଟି ସ୍ଥାନ ଚିହ୍ନଟ କରାଯାଇଛି । ମାଳତୀ ପାଟପୁରଠୁ ଏକ କିମି ପୂର୍ବରୁ ତିନି ଲେନର ବ୍ୟବସ୍ଥା କରାଯାଇଛି । ଇନ୍ ସାଇଡ ଟ୍ରାଫିକ ପାଇଁ ମୋଟ୍ ୯ଟି ଜୋନ, ୧୮ଟି ସେକ୍ଟର ଓ ଆଉଟ୍ ସାଇଡ ଟ୍ରାଫିକ ପାଇଁ ୫ଟି ଜୋନ ଓ ୧୧ଟି ସେକ୍ଟର ରଖାଯାଇଛି । ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ରଖାଯିବା ସହ ରାଜପଥର ୪୦ଟି ସ୍ଥାନରେ ସିସିଟିଭି ଇନଷ୍ଟାଲ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Osed Certification: Your Guide To Offensive Security Exploit Development And Online TrainingAuthor: Passyourcert
2. Watershed Builders
Author: Watershed Builders
3. Best Diwali Gift Hampers To Celebrate The Festival
Author: Sumitsharma
4. Complete Guide To Bsc Courses, Specializations & Career Scope
Author: Vishal Yadav
5. Black Magic Specialist In Kuvempunagar Mysore
Author: Seoprojects295
6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari
7. How To Choose The Right Accountants In Liverpool For Your Small Business
Author: Nick Hughes
8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape
9. Largest Hotel Chains Revenue Leakage Protection Intelligence
Author: Travel Scrape
10. Negocio Pruvit México: Conoce La Oportunidad De Emprender
Author: michellumb44
11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica
12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma
13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI
14. A Child's Health Begins With Their Mother's: The Importance Of Maternal Health
Author: Sima
15. Coach Number 13 – डिब्बा नंबर 13 का यात्री
Author: Divem Sharma






