Here's the recent articles submitted by abinash das
Articles By abinash das
ସଂଘର୍ଷରୁ ମିଳିଛି ସଫଳତା: ଦିନେ ଗାଈ ଚରାଉଥିଲା ଆଜି କିନ୍ତୁ କୋଟିପତି
Submitted as: Argus News
ସଂଘର୍ଷ ତାଙ୍କୁ ବଞ୍ଚିବା ଶିଖେଇଛି। ଜୀବନରେ ସେ ଅନେକ ଉଠାଣି ଗଡ଼ାଣି ଦେଖିଛନ୍ତି। ହାରିଛନ୍ତି ତଥାପି ପଛକୁ ନ ଫେରି ଆଗକୁ ମାଡ଼ି ଚାଲିଛନ୍ତି। ଅପେକ୍ଷା ଯେ ମଣିଷକୁ ସଫଳତା ଆଣିଦିଏ ଏକଥା ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟର ରମେଶ ରୂପରେଲିଆ ନାମକ ଜଣେ ବ୍ୟକ୍ତି।(read
entire article)
View : 228 Times
Category : General
ସକାଳର ତାଜା ଖବର ସଂକ୍ଷପରେ ....
Submitted as: Argus News
: ଆଜି ଆସିବ ରାଜ୍ୟ ବଜେଟ୍, ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.....ଆଜି ଅପରାହ୍ନରେ ଚଳିତବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝି। କେଉଁ ଦିଗ ଉପରେ ଫୋକସ ରହିବ ତାହା ଉପରେ ସମସ୍ତଙ୍କ ନଜର(read
entire article)
View : 171 Times
Category : General
ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ
Submitted as: Argus News
ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ହେମାମୁରା ଗ୍ରାମର ଖମଣସାହି ଓ ମୁଣ୍ଡାସାହିରେ ପ୍ରାୟ ୫୦ ପରିବାର ବସବାସ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ ଆଗରୁ ଯେଉଁ ରାସ୍ତା ରେ ଯାଉଥିଲେ ଏବେ ତାହା ପାଖରେ ଯାଇଥିବା ରେଳ ଲାଇନ ର ସମ୍ପ୍ରସାରଣ ଯୋଗୁ ରାସ୍ତା ଟି କୁ ସମ୍ପୂର୍ଣ୍ଣ ଭାବରେ ମାଟି ଖୋଲି ଅଣ୍ଡର ବ୍ରିଜ କାମ ନିର୍ମାଣ ଚାଲିଛି । ଆଉ ଗୋଟିଏ ରାସ୍ତାରେ ବର୍ଷା ଯୋଗୁଁ ନାଳରେ ପାଣି ଆସିବାରୁ ଯାତାୟତ ବାଧାସୃଷ୍ଟି ହେଉଛି। ତେଣୁ ଖମଣସାହି ଓ ମୁଣ୍ଡାସାହିର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଉକ୍ତ ସାହି ମଧ୍ୟକୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯାଇ ପାରୁନାହିଁ |(read
entire article)
View : 230 Times
Category : General
ସାମ୍ୱାଦିକା ମୃତ: ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କଲା ପୋଲିସ
Submitted as: Argus News
ସାମ୍ୱାଦିକାଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ବନ୍ଧା ହେଲେ ସ୍ୱାମୀ ଶ୍ରୀଧର ଜେନା। ପୋଲିସ ଗିରଫ କରିବା ସହ ପଚରାଉଚରା ଜାରି ରଖିଛି।ଟ୍ରେନ ଆଗକୁ ଡେଇଁ ଜୀବନ ହାରିଥିଲେ ସାମ୍ବାଦିକା। ବାପୁଜୀନଗର ରେଳ ଧାରଣାରୁ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି। ସାମ୍ବାଦିକା ମଧୁମିତା ପରିଡା ଅଳ୍ପ ଦିନ ହେବ ବିବାହ କରିଥିଲେ। କେଉଁ କାରଣରୁ ଜୀବନ ହାରିଲେ ସେନେଇ ତଦନ୍ତ କରୁଛି ପୋଲିସ। ତେବେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡ଼ିଆରେ ଭିଡିଓ ସେୟାର କରିଥିଲେ ମଧୁମିତା। ଯାହାକି ଏବେ ଭାଇରାଲ ହେଉଛି। ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି।(read
entire article)
View : 164 Times
Category : General
Oppn, Bjp Trade Charges In Odisha Assembly, Move Breach Of Privilege Notices
Submitted as: Argus News
Odisha Assembly on Monday witnessed a ruckus by the opposition Congress and Biju Janata Dal over Chief Minister Mohan Majhi announcing reservations for Agniveers outside when the House is in session.(read
entire article)
View : 182 Times
Category : General
ଶ୍ରୀଲଙ୍କା ସିରିଜ ପୂର୍ବରୁ ବିରାଟ କୋହଲିଙ୍କୁ ଆକ୍ରମଣ
Submitted as: Argus News
ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି। ଆଉ ଟିମର ସଙ୍କଟମୋଚକ ବୋଲି ତାଙ୍କୁ କୁହାଯାଏ। ବଡ଼ ବଡ଼ ମ୍ୟାଚ କେବଳ ବିରାଟଙ୍କ ପାଇଁ ଇଣ୍ଡିଆ ଟିମ ଜିତିଥାଏ। କିନ୍ତୁ କିଛି ଲୋକ ଏବେ ବିରାଟ କୋହଲିଙ୍କର ମଜାକ ଉଡ଼ାଇଛନ୍ତି। ବୋଧହୁଏ ସେମାନଙ୍କର expectation ବିରାଟଙ୍କୁ ନେଇ ଖୁବ ଅଧିକ।(read
entire article)
View : 170 Times
Category : General
ଆଜିଠୁ ଭାରତ-ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା: ରୋହିତ, କୋହଲି, ରାହୁଲ, କୁଲଦୀପ ଫେରିଲେ
Submitted as: Argus News
ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ୦-୩ରେ ଭାରତଠୁ ପରାଜିତ ହେବା ପରେ ଶୁକ୍ରବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଭାଗ୍ୟ ପରୀକ୍ଷା କରିବ। କିନ୍ତୁ ଶୃଙ୍ଖଳା ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍କା ଲାଗିଛି। ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି। ଏପରିସ୍ଥିତିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ ଓ କୁଲଦୀପ ୟାଦବ ଭାରତୀୟ ଦଳ ସହିତ ଯୋଗ ଦେଇସାରିଥିବାରୁ ଶ୍ରୀଲଙ୍କା ଉପରେ ଅତିରିକ୍ତ ଚାପ ରହିବ। ତଥାପି ଫିଟ୍ ଥିବା ଦ୍ରୁତ ବୋଲର ଅସିତ ଫର୍ଣ୍ଣାଣ୍ଡୋ ଓ ଅଲରାଉଣ୍ଡର ଚାମିକା କରୁଣାରତ୍ନେଙ୍କୁ ସହାୟତା ଦେବାକୁ ଦୁଇ ନବାଗତ ମହମଦ ସିରାଜ ଓ ଈଶାନ ମାଲିଙ୍ଗାଙ୍କୁ ଶ୍ରୀଲଙ୍କା ଏହି ଶୃଙ୍ଖଳାରେ ସୁଯୋଗ ଦେବାକୁ ଚିନ୍ତା କରୁଛି।(read
entire article)
View : 180 Times
Category : General
ପ୍ରାକୃତିକ ଦୁର୍ବିପାକ; 308 ଜଣ ପ୍ରାଣ ହରାଇଥିବାବେଳେ 200 ରୁ ଉର୍ଦ୍ଧ୍ୱ ହେଲେଣି ନିଖୋଜ
Submitted as: Argus News
ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ । କେରଳ ୱାଏନାଡ଼ରେ ପ୍ରକୃତିର ତାଣ୍ଡବରେ 300 ଟପିଲା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 308 ଜଣ ପ୍ରାଣ ହରାଇଥିବାବେଳେ ନିଖୋଜ ଅଛନ୍ତି 200ରୁ ଅଧିକ ଲୋକେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ । ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା ।(read
entire article)
View : 167 Times
Category : General
ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ
Submitted as: Argus News
ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ । ଭୟଭୀତ ଅବସ୍ଥାରେ କୁନି କୁନି ଛାତ୍ରଛାତ୍ରୀ । ଖାଦ୍ୟକୁ ବାହାରେ ଫିଙ୍ଗି ତଦନ୍ତ ଦାବି କଲେ ଅଭିଭାବକ ଓ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ବାସୁଦେବପୁର ପୌରପାଳିକାର 2 ନମ୍ବର ୱାର୍ଡରେ ଥିବା ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପାଇଁ ଭଦ୍ରକର ଏକ ସେବାୟତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଆଜି ବିଦ୍ୟାଳୟରେ ସଂସ୍ଥା ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ଦିଆଯାଇଥିଲା । ପିଲାମାନଙ୍କୁ ଖାଦ୍ୟ ଦିଆଯିବା ପରେ ଖାଉଥିବା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କ ଖାଦ୍ୟରୁ ଗୋଟିଏ ଶିଝିଲା ଜୋକ ବାହାରଥିଲା।(read
entire article)
View : 171 Times
Category : General
ଐଶ୍ଵର୍ଯ୍ୟାଙ୍କୁ କାହିଁକି ବୋହୂ ମାନୁନଥିଲେ ଅମିତାଭ?
Submitted as: Argus News
କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା । ଠିକ୍ ସେମିତି କିଛି ଘଟଣା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରରୁ ଆସିଛି । ଜଣାପଡିଛି, ବୋହୂ ଐଶ୍ଵର୍ଯ୍ୟା ବଚ୍ଚନଙ୍କୁ କେବେ ହେଲେ ଅମିତାଭ ବୋହୂ ବୋଲି ଗ୍ରହଣ କରିନଥିଲେ । ବାସ୍ ଏ କଥା ସାମ୍ନାକୁ ଆସିବା ପରେ ପୁଣି ଥରେ ଅଭିଷେକ ବଚ୍ଚନ ଓ ଐଶ୍ଵର୍ଯ୍ୟାଙ୍କର ଛାଡପତ୍ର କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।(read
entire article)
View : 276 Times
Category : General

