123ArticleOnline Logo
Welcome to 123ArticleOnline.com!
ALL >> General >> View Article

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ସିଝିଲା ଜୋକ । ଭୟଭୀତ ଅବସ୍ଥାରେ କୁନି କୁନି ଛାତ୍ରଛାତ୍ରୀ । ଖାଦ୍ୟକୁ ବାହାରେ ଫିଙ୍ଗି ତଦନ୍ତ ଦାବି କଲେ ଅଭିଭାବକ ଓ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ବାସୁଦେବପୁର ପୌରପାଳିକାର 2 ନମ୍ବର ୱାର୍ଡରେ ଥିବା ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ପାଇଁ ଭଦ୍ରକର ଏକ ସେବାୟତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଆଜି ବିଦ୍ୟାଳୟରେ ସଂସ୍ଥା ପକ୍ଷରୁ ମଧ୍ୟାହ୍ନ ଭୋଜନ ପାଇଁ ଖାଦ୍ୟ ଦିଆଯାଇଥିଲା । ପିଲାମାନଙ୍କୁ ଖାଦ୍ୟ ଦିଆଯିବା ପରେ ଖାଉଥିବା ସମୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କ ଖାଦ୍ୟରୁ ଗୋଟିଏ ଶିଝିଲା ଜୋକ ବାହାରଥିଲା।

ଫଳରେ ଛାତ୍ରଛାତ୍ରୀ ମାନେ ଭୟଭୀତ ହେଇ ଖାଦ୍ୟକୁ ଫିଙ୍ଗି ଦେଇଥିଲେ । ଏମିତିକି କିଛି ଦିନ ପୂର୍ବରୁ ମଧ୍ୟ ଖାଦ୍ୟରୁ ପୋକ ବାହାରିଥିଲା । ଯାହାକୁ ନେଇ ଅଭିଭାବକ ମାନେ ବିଦ୍ୟାଳୟରେ ହୋହଲା କରିଥିଲେ ଓ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଦାୟିତ୍ୱରେ ଥିବା ସଂସ୍ଥା ନିମ୍ନ ମାନର ଖାଦ୍ୟ ଯୋଗାଉଥିବା ଅଭିଯୋଗ କରି ତୁରନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବା ସଂସ୍ଥାକୁ ବନ୍ଦ କରିବା ସହ ତଦନ୍ତ ପାଇଁ ଦାବି କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 156Word Count: 141See All articles From Author

Add Comment

General Articles

1. Mangal Dosh Puja Ujjain – Expert Vedic Rituals
Author: panditg

2. Top 10 Youtube Video Dubbing Studios In The World (2026 Edition)
Author: Pratham Singh

3. How To Choose The Best Channel Straightening Machines Manufacturer In India
Author: RUHI

4. Planning Your Journey From Vijayawada To Eluru: Everything You Need To Know
Author: Priya Patel

5. Why Jammu Is Emerging As A Strong Destination For Cyber Security Careers
Author: Sudeshna

6. Why Choosing The Right Digital Marketing Agency In Mumbai Can Transform Your Business
Author: bloom agency

7. Professional Cardiology Billing And Coding Services In Alabama
Author: Brain

8. Selah Clothing: A Perfect Blend Of Style, Comfort, And Purpose
Author: Selah Clothing: A Perfect Blend of Style, Comfort,

9. How To Select The Finest Saraswati Mata Marble Statue In Jaipur
Author: Ruhi

10. How To Maintain Your Audi 2026: The Ultimate Service Guide
Author: Aquatint Detailing

11. Xsmn La Gi
Author: az24

12. Kroger Grocery & Pharmacy Data Scraping Insights
Author: .ActowizMetrics

13. Website Speed Optimization For Better User Experience
Author: Devakey Digital Solutions

14. How Covid-19 Will Change The Canadian Grocery Industry Forever?
Author: brainbell10

15. Train Today, Lead Tomorrow With Pmp Certification
Author: certpasscenter

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: