Here's the recent articles submitted by abinash das
Articles By abinash das
ଥଣ୍ଡା ଏବଂ କାଶରୁ ମୁକ୍ତି ଦେବ ତୁଳସୀ ପାଣି
Submitted as: Argus News
ଔଷଧୀୟ ଗୁଣରେ ଭରପୂର ତୁଳସୀ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସହାୟକ ହୋଇପାରେ । ତୁଳସୀ ପତ୍ରରେ ପ୍ରୋଟିନ୍, ଭିଟାମିନ୍ ସି, କ୍ୟାଲସିୟମ୍, ଜିଙ୍କ୍, ଭିଟାମିନ୍ B6, ଆଇରନ୍, ଭିଟାମିନ୍ ଡି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫାଇବର ଏବଂ ସୋଡିୟମ୍ ପରି ଭଲ ପରିମାଣର ଉପାଦାନ ମିଳିଥାଏ । ଯଦି ଆପଣ ନିୟମିତ ଭାବରେ ତୁଳସୀ ପତ୍ରରୁ ପାଣି ପିଅନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ପରିମାଣରେ ଦୃଢ ହୋଇପାରିବ । ତେଣୁ ତୁଳସୀ ପାଣି ପିଇବାର ଏଗୁଡ଼ିକ କିଛି ଲାଭ ...(read
entire article)
View : 170 Times
Category : General
ପାଟି ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ
Submitted as: Argus News
ଅନେକ ଥର ଦାନ୍ତ ଘଷିବା ପରେ ମଧ୍ୟ ପାଟି ଦୁର୍ଗନ୍ଧ ହେବାକୁ ଲାଗେ । ଏହାର ଓଜନ ଦାନ୍ତ ଏବଂ ଦାନ୍ତର କ୍ଷୟ କିମ୍ବା ପେଟକୁ ଖରାପ କରିପାରେ । ଖରାପ ନ ଦୂର କରିବା ପାଇଁ କେଉଁ ଘରୋଇ ଉପଚାର ଗ୍ରହଣ କରାଯିବା ଉଚିତ୍ ଜାଣନ୍ତୁ?(read
entire article)
View : 171 Times
Category : General
ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଓ୍ବାଇ କ୍ରୋମୋଜୋମ
Submitted as: Argus News
ବିଜ୍ଞାନ ସବୁବେଳେ ଆମକୁ ଚକିତ କରିଛି। ହେଲେ ଏଥର ବିଜ୍ଞାନ ଏମିତି ଏକ ରହସ୍ୟ ଭେଦ କରିଛି। ଯାହା ମନୁଷ୍ୟ ଜାତିର ଅସ୍ଥିତ୍ବକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ସେମିତି ଏକ ଆଶ୍ଚର୍ଯ୍ୟ କଲାଭଳି ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ଅନୁସାରେ ପୁରୁଷଙ୍କ ଓ୍ବାଇ କ୍ରୋମୋଜୋମ ଧୀରେ ଧୀରେ ବିଲୁପ୍ତ ହେବାରେ ଲାଗିଛି । ଏଭଳି ଆଶଙ୍କା କରାଯାଉଛି ଭବିଷ୍ୟତରେ ପୁରୁଷ ଲୋପ ପାଇଯିବେ।(read
entire article)
View : 149 Times
Category : General
ସ୍ପାଇସଜେଟକୁ ଝଟକା: ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଲା Dgca
Submitted as: Argus News
ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଗୁରୁବାର ଦିନ ସଙ୍କଟଜନକ ସ୍ପାଇସଜେଟକୁ ଅଧିକ ତଦାରଖରେ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ଅଧୀନରେ ବିମାନ ଚଳାଚଳ କାର୍ଯ୍ୟର ନିରାପତ୍ତାକୁ ନିଶ୍ଚିତ କରିବା ପାଇଁ ସ୍ପଟ୍ ଚେକ୍ ଏବଂ ନାଇଟ୍ ସିସିଟିଭି ବୃଦ୍ଧି କରାଯିବ ।(read
entire article)
View : 178 Times
Category : General
ବିନା ଛାତ ବିନା କବାଟରେ ହୋଟେଲ ରୁମ
Submitted as: Argus News
ଆଜିକା ବ୍ୟସ୍ତବହୁଳ ଜୀବନରେ ସମସ୍ତେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି। ବୁଲାବୁଲି କରିବା ପରେ ଆପଣ କଣ ଚାହାନ୍ତି କହିଲେ। ଆପଣ ଠିକ ଗେସ କଲେ ବୁଲାବୁଲି କରିସାରିଲେ ପରେ ମଣିଷ ଟିକେ ଶାନ୍ତିରେ ଶୋଇବାକୁ ଚାହେଁ। ଭଲ ହୋଟେଲରେ ଟେଷ୍ଟି ଖାଇବା ସମସ୍ତେ ଚାହାନ୍ତି। ଏମିତି ଏକ ହୋଟେଲରେ ସମସ୍ତେ ରହିବାକୁ ଚାହିଁଥାନ୍ତି ଯାହାର ଚାରିପଟେ ସୁରକ୍ଷିତ କାନ୍ଥ ରହିଥାଏ। କିନ୍ତୁ ଆପଣ ଶୋଇଥିବାବେଳେ ଯଦି ସେହି କାନ୍ଥ ଗାୟବ ହୋଇଯାଏ।(read
entire article)
View : 185 Times
Category : General
କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ
Submitted as: Argus News
ଆସନ୍ତାକାଲି କଟକ ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । ସ୍ୱାୟତ ଶାସନ ଦିବସ ଉପଲକ୍ଷେ କଟକ ବାସୀ ଙ୍କ ପାଇଁ 100 କୋଟି ଟଙ୍କା ପକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭିସି ଜରିଆର ଉପସ୍ଥିତ ରହିବେ।(read
entire article)
View : 163 Times
Category : General
ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ
Submitted as: Argus News
ଘରୋଇ ଏଫଏମ ରେଡିଓ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ସରକାରଙ୍କ ପ୍ରୋତ୍ସାହନ । ଖୁବଶୀଘ୍ର ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ସମ୍ବଲପୁରରେ 3ଟି ଲେଖାଏ ଏବଂ ବ୍ରହ୍ମପୁରରେ ହେବାକୁ ଯାଉଛି 4ଟି ନୂଆ ଘରୋଇ ଏଫଏମ ରେଡିଓ ଷ୍ଟେସନ । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଭାରତର 234ଟି ସହରରେ 730ଟି ଘରୋଇ ଏଫଏମ ରେଡିଓ ସେବା ସମ୍ପ୍ରସାରଣକୁ ମିଳିଛି ଅନୁମୋଦନ । ଏହାମଧ୍ୟରେ ରହିଛି ଓଡ଼ିଶାର 6ଟି ସହରରେ 19ଟି ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଷ୍ଟେସନ୍ ।(read
entire article)
View : 147 Times
Category : General
`ମେରେ ମେହବୁବ' ଗୀତକୁ ନେଇ ଟ୍ରୋଲ ହେଲେ ତୃପ୍ତି ଡିମ୍ରି
Submitted as: Argus News
ଆଜିକାଲି ବଲିଉଡରେ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ତୃପ୍ତି ଡିମ୍ରି। ଫିଲ୍ମ 'ଆନିମଲ'ରେ ଖୁବ କମ ସମୟ ପାଇଁ ନଜର ଆସି ରାତାରାତି ବଲିଉଡର ଲୋକପ୍ରିୟ ହେବା ପରେ ତୃପ୍ତିଙ୍କୁ ଫିଲ୍ମ ପରେ ଫିଲ୍ମ ମିଳିବାରେ ଲାଗିଛି। ଗତ କିଛି ମାସ ମଧ୍ୟରେ ସେ ଅନେକ ଫିଲ୍ମରେ ନଜର ଆସିବା ସହ ଅନେକ ଫିଲ୍ମର ଘୋଷଣା ମଧ୍ୟ ହୋଇସାରିଲାଣି। ଏବେ ତାଙ୍କ ଆଗାମୀ ଫିଲ୍ମ 'ବିକି ବିଦ୍ୟା କା ୱ ୱାଲା ମୁଭି ରିଲିଜ୍ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍ ସହ କିଛି ଗୀତ ବି ରିଲିଜ୍ ହୋଇଛି। ଏବେ ଏହି ଫିଲ୍ମର ଗୀତ 'ମେରେ ମେହବୁବ'କୁ ନେଇ ତୃପ୍ତିଙ୍କୁ ଟ୍ରୋଲ କରୁଛନ୍ତି ଲୋକେ।(read
entire article)
View : 159 Times
Category : General
ଗୋଲାପ ଜଳ ବଢାଇବ ଦୃଷ୍ଟିଶକ୍ତି
Submitted as: Argus News
ଆଖି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଅଂଶ । ବୟସ ବଢିବା ସହିତ ଦୃଷ୍ଟି ଶକ୍ତି ଦୁର୍ବଳ ହେବା ସ୍ୱାଭାବିକ କିନ୍ତୁ ଯଦି ଅଳ୍ପ ବୟସରେ ଦୃଷ୍ଟିଶକ୍ତି କମିବାକୁ ଲାଗିଥାଏ । ଯଦି ଆପଣ ମଧ୍ୟ ଉତ୍ତେଜନା ଏବଂ ଲାଲ ରଙ୍ଗ ଭଳି ସମସ୍ୟା ସହ ସଂଘର୍ଷ କରୁଛନ୍ତି ତେବେ ଆପଣ ସାବଧାନ ହେବା ଉଚିତ୍ । ଆଖି ଜଳିବା , ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଅସ୍ଥିରତା କିମ୍ବା କ୍ଳାନ୍ତ ଆପଣଙ୍କ ଦୃଷ୍ଟିଶକ୍ତିକୁ ବହୁତ ଖରାପ କରିପାରେ । ଏପରି ପରିସ୍ଥିତିରେ ଆପଣ ଆଖିର ସ୍ୱାସ୍ଥ୍ୟ ପାଇଁ ଏହି ଆୟୁର୍ବେଦିକ ଉପଚାର ମଧ୍ୟରୁ କିଛି ଗ୍ରହଣ କରିବା ଉଚିତ୍ ।(read
entire article)
View : 156 Times
Category : General
ପ୍ରବଳ ବର୍ଷା ଯୋଗୁ ମୋଦିଙ୍କ ପୁଣେ ଗସ୍ତ ବାତିଲ୍
Submitted as: Argus News
ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ପୁଣେ ମେଟ୍ରୋ ଟ୍ରେନର ଉଦଘାଟନ କରିବା ସହିତ ସେ ୨୨,୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବାକୁ ଯାଉଥିଲେ। ତେବେ ବର୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ତାଙ୍କର ଗସ୍ତ ବାତିଲ ହୋଇଛି।(read
entire article)
View : 150 Times
Category : General

