123ArticleOnline Logo
Welcome to 123ArticleOnline.com!
ALL >> General >> View Article

ପ୍ରବଳ ବର୍ଷା ଯୋଗୁ ମୋଦିଙ୍କ ପୁଣେ ଗସ୍ତ ବାତିଲ୍‌

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ପୁଣେ ମେଟ୍ରୋ ଟ୍ରେନର ଉଦଘାଟନ କରିବା ସହିତ ସେ ୨୨,୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବାକୁ ଯାଉଥିଲେ। ତେବେ ବର୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ତାଙ୍କର ଗସ୍ତ ବାତିଲ ହୋଇଛି।

ପ୍ରବଳ ବର୍ଷା ହେତୁ ପୁଣେ ଏବଂ ପିମ୍ପ୍ରି ଚିଞ୍ଚୱାଡରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ଗମ୍ଭୀରତାର ସହ ନେବାକୁ ମୁମ୍ବାଇ ପୋଲିସ ଲୋକଙ୍କୁ ନିବେଦନ କରିଛି। ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ହେତୁ ଗୋଭଣ୍ଡି-ମାନଖର୍ଡ ମଧ୍ୟରେ ଚାଲୁଥିବା ମୁମ୍ବାଇ ସ୍ଥାନୀୟ ଟ୍ରେନର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଣେ ଜିଲ୍ଲା ପାଇଁ ଆଇଏମଡି କମଳା ଆଲର୍ଟ ଜାରି କରିଛି। ନାଗରିକମାନଙ୍କୁ ଅନାବଶ୍ୟକ ଭାବରେ ଘରୁ ବାହାରକୁ ନ ଯିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ ଭାରତ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 166Word Count: 134See All articles From Author

Add Comment

General Articles

1. Purchase Corporate Bonds On Online Bond Platforms: Fees And Process Compared
Author: Ravi Fernandes

2. What Is A Pedestrian Tug And How Does It Work?
Author: Sima

3. Sec-100 Entry Level Cybersecurity Certification: A Beginner’s Guide
Author: Oscptraining Seo

4. Smarter Decisions With Ai-powered Web Scraping For Growth
Author: webfusion

5. Restaurant Nutrition Data Monitoring: How To Track Calorie And Allergen Changes On Menus (2026)
Author: food data scrape

6. Best Home Appliance Repair Service In Jaipur For Every Household
Author: Ruhi

7. Swiggy & Zomato Api Integration Guide 2026
Author: iwebdatascraping

8. Turning Blanks: Small Pieces Of Wood, Endless Creative Possibilities
Author: Mike

9. Choosing The Right Heat Exchanger For Industrial Cooling Applications
Author: Nbr coolingsystem

10. Who Decides What India Buys? Loyalty Lessons From Masons, Painters, Electricians And Mechanics
Author: Loyltworks

11. Why Sound Control Matters In Modern Live Performance Setups
Author: VIP pro audio

12. How To Automate Restaurant Review Monitoring With Alerts Across Google, Yelp And Tripadvisor (2026)
Author: food data scrape

13. Top Benefits Of Using An Iron Straightening Machine In Industries
Author: ravina

14. The Role Of Single-use Ophthalmic Knives
Author: Makvin Surgical

15. Why Xlr Microphone Cables Matter In Professional Audio
Author: PROX

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: