123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହନ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଘରୋଇ ଏଫଏମ ରେଡିଓ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନୀୟ ଭାଷା, ସଂସ୍କୃତି ଓ ପରମ୍ପରାକୁ ସରକାରଙ୍କ ପ୍ରୋତ୍ସାହନ । ଖୁବଶୀଘ୍ର ପୁରୀ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ସମ୍ବଲପୁରରେ 3ଟି ଲେଖାଏ ଏବଂ ବ୍ରହ୍ମପୁରରେ ହେବାକୁ ଯାଉଛି 4ଟି ନୂଆ ଘରୋଇ ଏଫଏମ ରେଡିଓ ଷ୍ଟେସନ । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଭାରତର 234ଟି ସହରରେ 730ଟି ଘରୋଇ ଏଫଏମ ରେଡିଓ ସେବା ସମ୍ପ୍ରସାରଣକୁ ମିଳିଛି ଅନୁମୋଦନ । ଏହାମଧ୍ୟରେ ରହିଛି ଓଡ଼ିଶାର 6ଟି ସହରରେ 19ଟି ପ୍ରାଇଭେଟ୍‌‌ ଏଫ୍‌‌ଏମ୍‌‌ ରେଡିଓ ଷ୍ଟେସନ୍ ।

ପୁରୀରେ 3 ନୂଆ ଏଫଏମ ଷ୍ଟେସନ ହେବାକୁ ଯାଉଥିବାରୁ ଖୁସି ପ୍ରକାଶ କରିଛନ୍ତି ଶ୍ରୀକ୍ଷେତ୍ରବାସୀ । ମାତୃଭାଷାରେ ସ୍ଥାନୀୟ ଭାଷାକୁ ପ୍ରୋତ୍ସାହନ ସହ ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ଏହା ବେଶ ସହାୟକ ହେବ । ଏହି ପଦକ୍ଷେପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସୃଜନଶୀଳତାକୁ ପ୍ରୋତ୍ସାହନ କରିବ ବୋଲି ପୁରୀବାସୀ କହିଛନ୍ତି । ଜନହିତକର ପଦକ୍ଷେପ ପାଇଁ ବାରିପଦାବାସୀ ମୋଦି ସରକାରକୁ ଧନ୍ୟବାଦ ଦେଇଛନ୍ତି । FM ମାଧ୍ୟମରେ ଗରିବ ଲୋକମାନେ କୃଷି, ପାଣିପାଗ ସୂଚନା ପାଇପାରବେ ବୋଲି କହିଛନ୍ତି ଭଦ୍ରକବାସିନ୍ଦା ।

ରାଜ୍ୟର 5ଟି ସହରରେ 3ଟି ଲେଖାଏଁ FM ଷ୍ଟେସନ ହେବାକୁ ଯାଉଥିବାବେଳେ ବ୍ରହ୍ମପୁରରେ ଆରମ୍ଭ ହେବ 4ଟି ନୂଆ ଏଫଏମ୍‌‌ ରେଡ଼ିଓ ଷ୍ଟେସନ୍‌‌। ବାଣିଜ୍ୟିକ ସହର ବ୍ରହ୍ମପୁରରେ ଏଫଏମ ଷ୍ଟେସନ୍‌‌ କରାଯିବାକୁ ଅନେକ ଦିନରୁ ଅପେକ୍ଷା ଥିଲା ବୋଲି ଗଞ୍ଜାମବାସୀ କହିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 164Word Count: 163See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: