Here's the recent articles submitted by abinash das
Articles By abinash das
ଭାଇରାଲ ହେଉଛି ମାଳତିଙ୍କ ଭିଡ଼ିଓ
Submitted as: Argus News
ପ୍ରିୟଙ୍କା ସେୟାର କଲେ ମାଳତିଙ୍କର କ୍ୟୁଟ ଫଟୋ। ନିକ୍ ଏବଂ ପ୍ରିୟଙ୍କାଙ୍କ ଲାଡ଼ଲି ମାଳତି ରୁଟି ବେଲୁଥିବାର ଫଟୋ ସିଏ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁବ୍ ଭଲ ଲାଗିଥିଲା। ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଏବଂ ଭିଡିଓ ସେୟାର କରିଥିଲେ । ନିଜ ରୋଷେଇଘରେ କେମିତି ପ୍ରିୟଙ୍କା ତାଙ୍କ ମାଆ ଏବଂ ଝିଅ ସହିତ ସମୟ ଅତିବାହିତ କରୁଛନ୍ତି ତାହା ଦେଖିବାକୁ ମିଳିଥିଲା ।(read
entire article)
View : 212 Times
Category : General
ସ୍ୱାସ୍ଥ୍ୟ ପାଇଁ ଭଲ ବାଦାମ ଚା'
Submitted as: Argus News
ଭାରତୀୟ ଲୋକଙ୍କ ଦିନ ଚା'ରୁ ଆରମ୍ଭ ହୁଏ ଆଉ ଚା'ଶେଷ । ଅନେକ ଲୋକ ସକାଳେ ଚା 'ବିନା ଆଖି ଖୋଲି ପାରିବେ ନାହିଁ । ଚା ଆମ ଦେଶରେ ଏକ ଭିନ୍ନ ପରିଚୟ ପାଇଛି । କିଛି ଲୋକଙ୍କ ପାଇଁ ଏହାର ସ୍ବାଦ ଚାଖିବା ପରେ ଆରମ୍ଭ ହୁଏ ଯେତେବେଳେ ଅନ୍ୟମାନଙ୍କ ପାଇଁ ଚା ସେମାନଙ୍କୁ ଚାପମୁକ୍ତ ରଖିବା ପାଇଁ ପ୍ରସିଦ୍ଧ । ଚା' ପସନ୍ଦ କରିବାର ସମସ୍ତଙ୍କର ନିଜର ବିଶେଷ କାରଣ ଅଛି । ସାଧାରଣତ ଭାରତୀୟ ଲୋକମାନେ କଳା ଚା କିମ୍ବା ସାଧାରଣ ଦୁଗ୍ଧ ଚା ପିଇବାକୁ ପସନ୍ଦ କରନ୍ତି ଯାହା ଅତ୍ୟଧିକ ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଏ । କ୍ଷୀରରୁ ପ୍ରସ୍ତୁତ ଚା ଅପେକ୍ଷା ବାଦାମ ଚା ବହୁତ ଭଲ ବୋଲି ବିବେଚନା କରାଯାଏ ।(read
entire article)
View : 176 Times
Category : General
ଶରୀରରେ ଭିଟାମିନ୍ ଡି ର ଅଭାବ ହେତୁ ଏହି ସମସ୍ୟା ଦେଖାଯାଏ
Submitted as: Argus News
ଶରୀରରେ ଭିଟାମିନ୍ ଡି ର ଅଭାବ ହେତୁ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଅନେକ ଥର ଆମେ ଏହି ଲକ୍ଷଣଗୁଡ଼ିକୁ ଅଣଦେଖା କରିଥାଉ କିନ୍ତୁ ରାତିରେ ଶୋଇବା ସମୟରେ ଭିଟାମିନ୍ ଡି ଅଭାବର ଏହି ଲକ୍ଷଣ ଆପଣଙ୍କୁ କଷ୍ଟ ଦେଇପାରେ ।(read
entire article)
View : 154 Times
Category : General
ଦିନକୁ ୧୦ ମିନିଟ୍ ପାଇଁ ଦଉଡ଼ି ଡେଇଁଲେ ଫୁସଫୁସ ସୁସ୍ଥ ରହେ
Submitted as: Argus News
ଦଉଡି ଡିଆଁ ପିଲାମାନଙ୍କ ପାଇଁ ଏକ ଖେଳଠାରୁ କମ୍ ନୁହେଁ, କିନ୍ତୁ ଏହି ବ୍ୟାୟାମ କରିବା ସମୟରେ ବୟସ୍କମାନଙ୍କ ଫୁସଫୁସ ଫୁଲିଯାଏ । ତଥାପି ଦଉଡି ବ୍ୟାୟାମ କରିବା ଦ୍ୱାରା ହୃଦୟରୁ ଫୁସଫୁସ ପର୍ଯ୍ୟନ୍ତ ଅନେକ ଅଙ୍ଗର ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ । ଦଉଡି ଛାଡି ଦୌଡ଼ିବାର ଲାଭ କ'ଣ ।(read
entire article)
View : 166 Times
Category : General
କେଉଁ ତେଲ ବର୍ଷା ଦିନରେ ଶିଶୁକୁ ମାଲିସ୍ କରିବା ଉଚିତ୍
Submitted as: Argus News
ଶିଶୁମାନଙ୍କର ଯତ୍ନ ନେବା ଅତ୍ୟନ୍ତ କଷ୍ଟକର କାମ ହୋଇଥାଏ । ସାମାନ୍ୟ ଅସାବଧାନତା ହେତୁ ସେମାନଙ୍କର ଦେହ ଶୀଘ୍ର ଅସୁସ୍ଥ ହୋଇପଡିଥାଏ । ବିଶେଷକରି ଏହି ପ୍ରବଳ ବର୍ଷା ଦିନରେ ବିଶେଷ ଯତ୍ନ ଆବଶ୍ୟକ ।(read
entire article)
View : 150 Times
Category : General
ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଲା ଟିମ୍ ଇଣ୍ଡିଆ
Submitted as: Argus News
ଶ୍ରୀଲଙ୍କା ଠାରୁ ଦ୍ୱିତୀୟ ଦିନିକିଆ ହାରିଛି ଟିମ୍ ଇଣ୍ଡିଆ। ସେ ପୁଣି ୩୨ ରନରେ । ଭାରତ ହାରିବା ପରେ ନିରାଶ ବ୍ୟକ୍ତ କରିଛନ୍ତି ଫ୍ୟାନ୍। ସୋସିଆଲ ମିଡିଆରେ ଜୋରଧରିଛି ଚର୍ଚ୍ଚା।(read
entire article)
View : 152 Times
Category : General
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଢାଇଲେ ସହଯୋଗର ହାତ
Submitted as: Argus News
ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଫେରାଇ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୭ମାସ ଧରି ଇରାକରେ ଫସିରହିଥିଲେ କଣାସ ବ୍ଲକ ବେଢାତଣ୍ଡୁଳ ଗ୍ରାମର ବିମଲ ରଣଜିତ୍। ଓଡିଶା ଫେରିବାର ଆଶା ମଧ୍ୟ ଛାଡିଦେଇଥିଲେ ବିମଲ ଏବଂ ତାଙ୍କ ପରିବାର। କିନ୍ତୁ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷପ ପରେ ସୁରକ୍ଷିତ ଭାବେ ଜନ୍ମମାଟିକୁ ଫେରିଆସିଛନ୍ତି ବିମଲ।(read
entire article)
View : 136 Times
Category : General
ଆସନ୍ତା ୨୪ ଘଂଟା ଭିତରେ ଲଘୁଚାପ ର ରୂପ ନେବ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
Submitted as: Argus News
ଗଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ବାୟୁ ମଣ୍ଡଳ ଉପରି ଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଂଟା ଭିତରେ ଲଘୁଚାପ ର ରୂପ ନେବ। ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ।(read
entire article)
View : 172 Times
Category : General
Ias ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର
Submitted as: Argus News
IAS ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ସରକାର । ଡ. ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ନିର୍ଦ୍ଦେଶକ ଦାୟିତ୍ଵ ମିଳିଥିବା ବେଳେ, ଆଶିଷ ଠାକରେଙ୍କୁ ରାଜସ୍ଵ ବୋର୍ଡ ସଚିବ ଦାୟିତ୍ଵ ମିଳିଛି । ସେହିପରୀ ନିଖିଲ ପୱନ କଲ୍ୟାଣ ଯାଜପୁର ଜିଲ୍ଲାପାଳ, ଦିଲୀପ ରାଉତରାୟ ଭଦ୍ରକ ଜିଲ୍ଲାପାଳ, ପୂର୍ବରୁ ସିଏମସି କମିଶନର ଦାୟିତ୍ଵରେ ଥିବା ବିଜୟ କୁମାର ଦାଶ ଗଜପତି ଜିଲ୍ଲାପାଳ ଦାୟିତ୍ଵ ମିଳିଛି ।(read
entire article)
View : 178 Times
Category : General
ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ
Submitted as: Argus News
ସେପ୍ଟେମ୍ବର ୩ରେ ରାଜ୍ୟସଭା ନିର୍ବାଚନ । ଏନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ରାଜ୍ୟସଭା ଆସନ ପାଇଁ ହେବ ଉପନିର୍ବାଚନ । ଅଗଷ୍ଟ ୧୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୨୧ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଅଗଷ୍ଟ ୨୬ ଓ ୨୭ରେ ନାମାଙ୍କନ ପ୍ରତ୍ୟାହାର କରପାରିବେ ଆଶାୟୀ ପ୍ରାର୍ଥୀ । ଓଡ଼ିଶାର ଗୋଟିଏ ଆସନରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଆସାମ, ବିହାର ଓ ମହାରାଷ୍ଟ୍ରର ୨ଟି ଲେଖାଏ ଆସନ ପାଇଁ ହେବ ନିର୍ବାଚନ ।(read
entire article)
View : 149 Times
Category : General

