123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଲୁହାପଙ୍କ ଗ୍ରାମ ପଞ୍ଚାୟତର ହେମାମୁରା ଗ୍ରାମର ଖମଣସାହି ଓ ମୁଣ୍ଡାସାହିରେ ପ୍ରାୟ ୫୦ ପରିବାର ବସବାସ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ସ୍ଥାୟୀ ରାସ୍ତାଟିଏ ନାହିଁ ଆଗରୁ ଯେଉଁ ରାସ୍ତା ରେ ଯାଉଥିଲେ ଏବେ ତାହା ପାଖରେ ଯାଇଥିବା ରେଳ ଲାଇନ ର ସମ୍ପ୍ରସାରଣ ଯୋଗୁ ରାସ୍ତା ଟି କୁ ସମ୍ପୂର୍ଣ୍ଣ ଭାବରେ ମାଟି ଖୋଲି ଅଣ୍ଡର ବ୍ରିଜ କାମ ନିର୍ମାଣ ଚାଲିଛି । ଆଉ ଗୋଟିଏ ରାସ୍ତାରେ ବର୍ଷା ଯୋଗୁଁ ନାଳରେ ପାଣି ଆସିବାରୁ ଯାତାୟତ ବାଧାସୃଷ୍ଟି ହେଉଛି। ତେଣୁ ଖମଣସାହି ଓ ମୁଣ୍ଡାସାହିର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥ‌ିବାରୁ ଉକ୍ତ ସାହି ମଧ୍ୟକୁ ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ଯାଇ ପାରୁନାହିଁ |

ଯାହା ଦ୍ୱାରା ଗ୍ରାମର ରୋଗୀ ମାନଙ୍କୁ ଖଟିଆରେ ବୁହାହୋଇ ଟ୍ରେନ ଲାଇନ ଟ୍ରାକ କୁ ଡେଇଁ ମେଡିକାଲ କୁ ନେବାକୁ ପଡୁଛି,ଏଠି ସହିତ ଗ୍ରାମ ର ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଯିବା ଅସିବା ପାଇଁ ବହୁ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଛି। ଏଣୁ ଗ୍ରାମବାସୀ ମାନେ ଯାତାଯାତ ପାଇଁ ଅତିଶୀଘ୍ର ସ୍ଥାୟୀ ରାସ୍ତାଟିଏ ଦେବାକୁ ଓ ବାରମ୍ବାର ଦାବୀ ପତ୍ର ଦେଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଶୁଣୁ ନ ଥିବା ଗ୍ରାମ ବାସୀ ଜଣାଇଛନ୍ତି ।ଶେଷରେ ଆଜି ଗୋଟିଏ ରୋଗୀଙ୍କୁ ଖଟିଆରେ ବୁହାହୋଇ ରେଢ଼ାଖୋଲ ଡାକ୍ତର ଖାନା କୁ ନେଇଥିବା ଜଣାପଡିଛି।ରାସ୍ତା ଓ ନାଳରେ ବ୍ରିଜ଼ ଟିଏ ଅତିଶୀଘ୍ର କରାଯାଉ ବୋଲି ଗ୍ରାମ ବାସୀ ସରକାର ଙ୍କୁ ଅନୁରୋଧ କରିଛନ୍ତିl

ଅଧିକ ପଢ଼ନ୍ତୁ ଓଡିଶା ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 202Word Count: 169See All articles From Author

Add Comment

General Articles

1. Improving Production Quality Using Ai-enhanced Sensor Data
Author: Satya K Vivek

2. Chandeliers In Decorating Home
Author: Chaitanya kumari

3. Usa-based Cpt Coding Solutions By Allzone Management Services
Author: Allzone

4. Optical Solution Design Spain: From Concept To High-performance Systems
Author: Fotonica Gileyva

5. How Commercial Trucking In Brampton Keeps Canadian Supply Chains Moving
Author: Anuj Sharma

6. Dallas Central Appraisal District Property Tax Protest & Savings Support
Author: O'Connor & Associates

7. Create Your Website With Host Sonu Website Builder: A Step-by-step Tutorial
Author: contentcaddy

8. The Growing Demand For Ai Agent Development Services In Modern Enterprises
Author: david

9. Car Window Tinting Dubai – Beat Heat Without Fines
Author: autoglowuae

10. The Role Of A Web3 Design Agency In Bridging The Gap Between Web2 Users And Web3 Platforms
Author: michaeljohnson

11. The "smile Makeover" Checklist: What To Expect At Your Consultation
Author: 32smiles

12. O’connor - Bexar Appraisal District
Author: poc

13. Fenplast Profile: How To Choose Upvc Window & Door Profiles
Author: Fenplast Profile

14. Cosmetics Market: Trends, Growth Drivers, And The Future Of Beauty Industry
Author: komal

15. Why Automated Marketing Is Essential For Modern Educational Institutions
Author: OpenEduCat Inc

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: