123ArticleOnline Logo
Welcome to 123ArticleOnline.com!
ALL >> General >> View Article

ପ୍ରାକୃତିକ ଦୁର୍ବିପାକ; 308 ଜଣ ପ୍ରାଣ ହରାଇଥିବାବେଳେ 200 ରୁ ଉର୍ଦ୍ଧ୍ୱ ହେଲେଣି ନିଖୋଜ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ । କେରଳ ୱାଏନାଡ଼ରେ ପ୍ରକୃତିର ତାଣ୍ଡବରେ 300 ଟପିଲା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 308 ଜଣ ପ୍ରାଣ ହରାଇଥିବାବେଳେ ନିଖୋଜ ଅଛନ୍ତି 200ରୁ ଅଧିକ ଲୋକେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ । ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା ।

ମୃତ୍ୟୁ ଆସିଲା ଅଚେତ ଅବସ୍ଥାରେ, ଭସାଇନେଲା ନିମିଷକରେ

ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି । ସେପଟେ ଭୂସ୍ଖଳନ ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ସାରିଥିବା ଗାଁ ଗୁଡ଼ିକରୁ ଅତିରିକ୍ତ ୧୩୮୬ ଜଣଙ୍କୁ ଉଦ୍ଧାର କରାଯାଇ ୭ଟି କ୍ୟାମ୍ପରେ ରଖାଯାଇଛି ।

ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ

ଏପଟେ କେରଳରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଖବର ପରେ ଭାଙ୍ଗି ପଡିଛନ୍ତି ପୁରା ପରିବାର । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ । ସେପଟେ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ଖୋଜ୍ ଖବର ମିଳୁନଥିବା ବେଳେ ଝାରସୁଗୁଡ଼ାର ସ୍ବୀକୃତି ମହାପାତ୍ର ଏବେବି ଭେଣ୍ଟିଲେଟରରେ ଅଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 152Word Count: 130See All articles From Author

Add Comment

General Articles

1. Mangal Dosh Puja Ujjain – Expert Vedic Rituals
Author: panditg

2. Top 10 Youtube Video Dubbing Studios In The World (2026 Edition)
Author: Pratham Singh

3. How To Choose The Best Channel Straightening Machines Manufacturer In India
Author: RUHI

4. Planning Your Journey From Vijayawada To Eluru: Everything You Need To Know
Author: Priya Patel

5. Why Jammu Is Emerging As A Strong Destination For Cyber Security Careers
Author: Sudeshna

6. Why Choosing The Right Digital Marketing Agency In Mumbai Can Transform Your Business
Author: bloom agency

7. Professional Cardiology Billing And Coding Services In Alabama
Author: Brain

8. Selah Clothing: A Perfect Blend Of Style, Comfort, And Purpose
Author: Selah Clothing: A Perfect Blend of Style, Comfort,

9. How To Select The Finest Saraswati Mata Marble Statue In Jaipur
Author: Ruhi

10. How To Maintain Your Audi 2026: The Ultimate Service Guide
Author: Aquatint Detailing

11. Xsmn La Gi
Author: az24

12. Kroger Grocery & Pharmacy Data Scraping Insights
Author: .ActowizMetrics

13. Website Speed Optimization For Better User Experience
Author: Devakey Digital Solutions

14. How Covid-19 Will Change The Canadian Grocery Industry Forever?
Author: brainbell10

15. Train Today, Lead Tomorrow With Pmp Certification
Author: certpasscenter

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: