123ArticleOnline Logo
Welcome to 123ArticleOnline.com!
ALL >> General >> View Article

ରେକର୍ଡ ଭାଙ୍ଗୁଛି କଲ୍‌କୀ, ବିଶ୍ଵବ୍ୟାପୀ ୯୦୦ କୋଟି ରୋଜଗାର

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଆମିର ଖାନଙ୍କ ଫିଲ୍ମକୁ ପଛରେ ପକାଇଲା ପ୍ରଭାସଙ୍କ ଏହି ଫିଲ୍ମ। ଯାହାକୁ ଦେଖିବା ପାଇଁ ଲୋକଭ୍କ ମଧ୍ୟରେ ପ୍ରବଳ ଉତ୍ସାହ। କଲ୍‌କୀ 2898 AD କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି । କଲ୍‌କୀ 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା ।

ସେହିପରି କଲ୍‌କୀ 2898 AD୯୦୦ କୋଟି ଟଙ୍କା ରୋଜଗାର କରି ପିକେକୁ ପଛରେ ପକାଇଛି । କଲ୍ଲୀ ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଏହି କାରଣରୁ ରିଲିଜର ୧୨ ଦିନ ପରେ ବି କଲ୍‌କୀ 2898 AD ର ବକ୍ସ ଅଫିସରେ ଦମଦାର କଲେକ୍ସନ ଜାରି ରହିଛି । ବର୍ତ୍ତମାନ ୧୧ ଦିନରେ ଫିଲ୍ମ ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୯୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛି । ଏହି ସୂଚନା ନିଜେ ଫିଲ୍ମର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 159Word Count: 151See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: