123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଶ୍ରେୟା ଘୋଷାଲଙ୍କୁ ପସନ୍ଦ ଟ୍ରୁ-କଲର, ଜାଣନ୍ତୁ କାରଣ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଶ୍ରେୟା ଘୋଷାଲ । ଚର୍ଚ୍ଚିତ ବଲିଉଡ ସିଙ୍ଗର । ନିଜ ମିଠା ଅନ୍ଦାଜରେ ସେ ଶତ୍ରୁକୁ ବି ମିତ୍ର ବନେଇପାରନ୍ତି । କେବଳ ରାଜ୍ୟ କି ଦେଶ ନୁହେଁ ବିଦେଶରେ ମଧ୍ୟ ସେ ନିଜ ସୁରିଲା ସ୍ବରକୁ ନେଇ ବେଶ ପରିଚିତ । କୁହାଯାଏ, ବଲିଉଡର ସିଙ୍ଗର ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଦରମା ପାଉଥିବା ଗୀତିକାର ଶ୍ରେୟା ଘୋଷାଲ । ହେଲେ ତାଙ୍କ ପରିବାରରେ ଆଉଜଣେ ମଧ୍ୟ ଏପରି ନାମୀଦାମୀ ବ୍ୟକ୍ତିତ୍ବ ଅଛନ୍ତି, ଯାହାଙ୍କୁ ଖୁବ କମ ଲୋକ ଜାଣିଛନ୍ତି । ସେ ହେଉଛନ୍ତି ଶ୍ରେୟାଙ୍କ ସ୍ବାମୀ ଶିଲାଦିତ୍ୟ ମୁଖୋପାଧ୍ୟାୟ ।

ଶିଲାଦିତ୍ୟ ୧୪୦୬ ...
... କୋଟିର କମ୍ପାନୀ ଟ୍ରୁକଲର ର ଗ୍ଲୋବାଲ ହେଡ ଅଟନ୍ତି। ଟ୍ରୁ କଲର ସାଧଆରଣତଃ ସ୍ପାମ କଲ ଏବଂ ଫେକ କଲକୁ ଚିହ୍ନଟ କରିବାରେ ସାହାଯ୍ୟ କରିଥାଏ । ଶିଲାଦିତ୍ୟ ଏପ୍ରିଲ ୨୦୨୨ରୁ ଟ୍ରୁ କଲର ଫର ବିଜନେସର ଗ୍ଲୋବାଲ ହେଡ ଭାବେ କାମ କରି ଆସୁଛନ୍ତି । ସେ ବର୍ତ୍ତମାନ ମୋବାଇଲ ଆପ୍ଲିକେସନ, ସଫ୍ଟୱେଆର ପ୍ରୋଜେକ୍ଟ ମ୍ୟାନେଜମେଣ୍ଟରେ ଏହି କମ୍ପାନୀକୁ ଆହୁରି ଉନ୍ନତି କରିବା ପାଇଁ କା କରୁଛନ୍ତି ।

ଟ୍ରୁକଲର ଆପ ୨୦୦୯ରୁ ଲଞ୍ଚ କରାଯାଇଛି । ଯେଉଁଥିରେ ପ୍ରତି ମାସରେ ଏଥିରେ ୩୭୪ରୁ ଅଧିକ ଆକ୍ଟିଭ ମେମ୍ବର ରହିଥାନ୍ତି । ଏବଂ ଏହାର ବାର୍ଷିକ ଆୟ ୧୪୦୬ କୋଟି । ତେବେ ଏହା ପୂର୍ବରୁ ଶିଲାଦିତ୍ୟ କାର୍ଲିଫର୍ଣ୍ଣିଆର ସାସ୍ କମ୍ପାନୀ କ୍ଲେଭର ଟ୍ୟାପରେ ସିନିୟର ପୋଜିସନରେ ରହିଥିଲେ । ତେବେ ଯଦି ତାଙ୍କ ପାଠପଢା କ୍ୟାରିଅର ଦେଖାଯାଏ ତେବେ ଶିଲାଦିତ୍ୟ ମୁମ୍ବାଇ ୟୁନିଭର୍ସିଟିରେ ଇଲେକ୍ଟ୍ରୋନିକ୍ସରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିଲେ ।
ଶ୍ରେୟାଙ୍କ ସହ ଶିଲାଦିତ୍ୟଙ୍କର ୯ ବର୍ଷର ସମ୍ପର୍କ ଅଟେ । ଉଭୟ ସ୍କୁଲ ବେଳର ସାଙ୍ଗ ଥିଲେ । ୨୦୧୫ ମସିହା ଉଭୟ ପରସ୍ପରକୁ ବିବାହ କରିଥିଲେ । ଏବଂ ୨୦୨୨ରେ ଦୁହେଁ ଏକ ପୁତ୍ରସନ୍ତାନର ପିତାମାତା ହେବାର ସୁଯୋଗ ପାଇଥିଲେ । ପରସ୍ପର ପର୍ସପରୁ ନିଜର ବ୍ୟକ୍ତିଗତ ଜୀବନରେ ଖୁବ ଲକି ମାନୁଥିବା ଶେୟାର କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 243Word Count: 216See All articles From Author

Add Comment

General Articles

1. Osed Certification: Your Guide To Offensive Security Exploit Development And Online Training
Author: Passyourcert

2. Watershed Builders
Author: Watershed Builders

3. Best Diwali Gift Hampers To Celebrate The Festival
Author: Sumitsharma

4. Complete Guide To Bsc Courses, Specializations & Career Scope
Author: Vishal Yadav

5. Black Magic Specialist In Kuvempunagar Mysore
Author: Seoprojects295

6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari

7. How To Choose The Right Accountants In Liverpool For Your Small Business
Author: Nick Hughes

8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape

9. Largest Hotel Chains Revenue Leakage Protection Intelligence
Author: Travel Scrape

10. Negocio Pruvit México: Conoce La Oportunidad De Emprender
Author: michellumb44

11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica

12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma

13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI

14. A Child's Health Begins With Their Mother's: The Importance Of Maternal Health
Author: Sima

15. Coach Number 13 – डिब्बा नंबर 13 का यात्री
Author: Divem Sharma

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: