123ArticleOnline Logo
Welcome to 123ArticleOnline.com!
ALL >> General >> View Article

ନୋଟ କେଉଁ କାଗଜରୁ ତିଆରି ?

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଆପଣ ଯେଉଁ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ ବ୍ୟବହାର କରୁଛନ୍ତି ତାହା କେଉଁ ପ୍ରକାରର କାଗଜରୁ ବନିଛି କେବେ ଭାବିଛନ୍ତି ?

୨୦୧୬ ମସିହା ନଭେମ୍ବର ୮ ତାରିଖ ପ୍ରଧାନମନ୍ତ୍ରୀ ମୋଦି ନୋଟ ବନ୍ଦି ଘୋଷଣା କରିଥିଲେ. ଆଉ ଏହା ପରେ ଆରମ୍ଭ ହେଲା ନୂଆ ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ନୋଟ . ହେଲେ ଏହି ନୋଟ କେଉଁ ପ୍ରକାରର କାଗଜରୁ ବନିଛି ?

ଭାରତରେ ପ୍ରଚଳିତ ନୋଟ ଗୁଡିକ ଶତପ୍ରତିଶତ କଟନରୁ ବନିଛି ।ଯଦି ଏହି ନୋଟ ଗୁଡିକ ସାଧାରଣ କାଗଜରୁ ଵନିଥାନ୍ତା ତେବେ ଏହା ପାଣି ସଂସ୍ପର୍ଶରେ ଆସିବା ଫଳରେ ଓଦା ହୋଇ ଚିରି କିମ୍ବା ଫାଟି ଯାଇଥାନ୍ତା । ଆଉ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିପାରିନଥାନ୍ତା ତେଣୁ ଏହାକୁ ବନାଇବା ପାଇଁ କଟନର ବ୍ୟବହାର କରାଯାଇଛି ।

କେବଳ ଏତିକି ନୁହେଁ ଏଥିରେ ଲେଖା ହୋଇଥିବା କାଳି ମଧ୍ୟ ସାଧାରଣ କାଳି ନୁହେଁ । କାରଣ ଯଦି ସାଧାରଣ କାଳି ହୋଇଥାନ୍ତା ତେବେ ଏହା ପାଣି ଧରିଥିଲେ ରଙ୍ଗ ଛାଡିବା ସହ ବିସ୍ତାର ହୋଇଯାଇଥାନ୍ତା । ତେଣୁ ଏଥିରେ ସାଧାରଣ କାଳିର ମଧ୍ୟ ବ୍ୟବହାର ହୋଇନାହିଁ ଏବଂ ଏହି କାଳି ବ୍ୟବହାର କରିବାର ଅନ୍ୟ ଏକ କାରଣ ହେଉଛି ଯଦି କେହି ଚାହିଁବେ ଏହାର ଦୁର୍ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ଏଥିରେ ଏକ ବିଶେଷ ପ୍ରକାରର କାଳିର ବ୍ୟବହାର କରାଯାଇଛି।

ଅଧିକ ପଢନ୍ତୁ ଭାରତ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 177Word Count: 157See All articles From Author

Add Comment

General Articles

1. Osed Certification: Your Guide To Offensive Security Exploit Development And Online Training
Author: Passyourcert

2. Watershed Builders
Author: Watershed Builders

3. Best Diwali Gift Hampers To Celebrate The Festival
Author: Sumitsharma

4. Complete Guide To Bsc Courses, Specializations & Career Scope
Author: Vishal Yadav

5. Black Magic Specialist In Kuvempunagar Mysore
Author: Seoprojects295

6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari

7. How To Choose The Right Accountants In Liverpool For Your Small Business
Author: Nick Hughes

8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape

9. Largest Hotel Chains Revenue Leakage Protection Intelligence
Author: Travel Scrape

10. Negocio Pruvit México: Conoce La Oportunidad De Emprender
Author: michellumb44

11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica

12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma

13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI

14. A Child's Health Begins With Their Mother's: The Importance Of Maternal Health
Author: Sima

15. Coach Number 13 – डिब्बा नंबर 13 का यात्री
Author: Divem Sharma

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: