123ArticleOnline Logo
Welcome to 123ArticleOnline.com


Here's the recent articles submitted by abinash das

Articles By abinash das

Page: << <   [11]  12  13  14  15  16    >  >>


ଓଜନ କମାଇଵା ପାଇଁ ଉପବାସ କରୁଛନ୍ତି କି ?    Submitted as: Argus News
ଆଜିକାଲି ଲୋକମାନେ ଓଜନ କମାଇଵା ପାଇଁ ଉପବାସ କରୁଛନ୍ତି। ଲୋକଙ୍କ ମଧ୍ୟରେ ଡାଏଟିଂର ଏକ ନୂତନ ପଦ୍ଧତି ବେଶ୍ ଲୋକପ୍ରିୟ ହେଉଛି, ଯାହାକୁ ମଧ୍ୟବର୍ତ୍ତୀ ଉପବାସ କୁହାଯାଏ । ବଲିଉଡ ଅଭିନେତ୍ରୀମାନଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ପର୍ଯ୍ୟନ୍ତ ସେମାନେ ଏହି ଉପବାସ ମାଧ୍ୟମରେ ନିଜର ଓଜନ ହ୍ରାସ କରିଛନ୍ତି । ହାସ୍ୟ ଅଭିନେତା ଭାରତୀ ସିଂ ମଧ୍ୟବର୍ତ୍ତୀ ଉପବାସ ଦ୍ୱାରା ନିଜର ଓଜନ ହ୍ରାସ କଲେ । ସେହି ସମୟରେ ଓଜନ ହ୍ରାସର ଏହି ପଦ୍ଧତି ବହୁତ ଲୋକପ୍ରିୟ ହେଲା ।(read entire article)
View : 171 Times
Category : General

କାକୁଡି ଖାଇବା ସମୟରେ ଏପରି ଭୁଲ କରନ୍ତୁ ନାହିଁ    Submitted as: Argus News
ଖରା ଦିନରେ ଅଧିକାଂଶ ଲୋକ ସାଲାଡରେ କାକୁଡି ଖାଇଵାକୁ ପସନ୍ଦ କରିଥାନ୍ତି ।କିନ୍ତୁ କାକୁଡି ଖାଇବା ସମୟରେ କିଛି ଲୋକମାନେ ଠିକ ଭାଵରେ ଖାଉପାରନ୍ତି ନାହିଁ । ଏହି ସମୟରେ ପ୍ରତ୍ୟକ ଲୋକ ହାଳୁକା ଏବଂ ଥଣ୍ଡା କିଛି ଖାଇବା ପାଇଁ ଇଛା କରିଥାନ୍ତି।ଲୋକମାନେ ନିଶ୍ଚିତ ଭାବରେ ଖରା ଦିନରେ ସାଲାଡ୍ ଖାଆନ୍ତି । ସାଲାଡରେ ପ୍ରଥମ ପସନ୍ଦ ହେଉଛି କାକୁଡି ଯାହା ପାଣିରେ ପରିପୂର୍ଣ୍ଣ । କାକୁଡି ଥଣ୍ଡା ଥିଵାରୁ ପେଟକୁ ଥଣ୍ଡା କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଶିଘ୍ର ଭରିଯାଏ ଏବଂ ଶରୀର ଥଣ୍ଡା ରହିଥାଏ ।(read entire article)
View : 177 Times
Category : General

ସକାଳ ଜଳଖିଆରେ ଏହି ଦୁଇଟି ସୁସ୍ଥ ଜିନିଷ ଖାଆନ୍ତୁ    Submitted as: Argus News
ଆପଣଙ୍କର ସକାଳ ଜଳଖିଆରେ ଏହି ଦୁଇଟି ସୁସ୍ଥ ଜିନିଷ ଅନ୍ତର୍ଭୂକ୍ତ କରିବା ଦ୍ଵାରା ତୁମର ଓଜନ କମିଵା ସହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ମିଳିବ ।(read entire article)
View : 186 Times
Category : General

ବାପାଙ୍କୁ ମନେ ପକାଇ ଚର୍ଚ୍ଚାରେ ବାବିଲ ଖାନ    Submitted as: Argus News
ଦିଂବଗତ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ବାବିଲ ଖାନ ବାପାଙ୍କ ପଥକୁ ଅନୁକରଣ କରୁଛନ୍ତି । ନିଜ ଦମରେ ଇଣ୍ଡଷ୍ଟ୍ରିରେ ପରିଚୟ ସୃଷ୍ଟି କରିଛନ୍ତି ବାବିଲ ଖାନ । ସେ ରେଲୱେ ମ୍ୟାନ୍ ଓ ଶୁକ୍ରବାର ରାତ୍ରି ଯୋଜନା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ସୋସିଆଲ ମିଡିଆରେ ନିଜ ବାପାଙ୍କ ସ୍ମୃତିରେ ବାବିଲ ଅନେକ ପୋଷ୍ଟ ସେୟାର କରନ୍ତି । ନିକଟରେ ବାବିଲ ନିଜ ବାପା ଇରଫାନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ ଯାହା ତାଙ୍କ ପ୍ରଶଂସକ ମାନଙ୍କୁ ଅସନ୍ତୁଷ୍ଟ କରିଛି । ୨୯ ଏପ୍ରିଲ ୨୦୨୦ ମସିହାରେ ଅଭିନେତା ଇରଫାନ ଖାନଙ୍କର ପରଲୋକ ଘଟିଥିଲା ।(read entire article)
View : 177 Times
Category : General

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ    Submitted as: Argus News
“ପାଠ ପଢ଼ିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢ଼ିବି। ଜାତି ଡାକ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି ।”(read entire article)
View : 138 Times
Category : General

ଆଇପିଏସ ବାପା ଦେଖିଥିଲେ ଶଶାଙ୍କଙ୍କୁ କ୍ରିକେଟର କରାଇବାର ସ୍ବପ୍ନ    Submitted as: Argus News
ସବୁଠି ଏବେ ଆଇପିଏଲ ଚର୍ଚ୍ଚା। ଏବେ ରୋମାଞ୍ଚଭରା ଆଇପିଏଲ ଜାରି ରହିଛି। ଆଉ ଏହାରି ଭିତରେ ଏବେ ନୂଆ ନୂଆ ପ୍ଲେୟରମାନେ ରେକର୍ଡ ପରେ ରେକର୍ଡ କରି ପୁରୁଣା ରେକର୍ଡକୁ ଭାଙ୍ଗିଦେଉଛନ୍ତି। ଆଜି ଆମେ ଆପଣଙ୍କୁ ପଞ୍ଜାବ କିଙ୍ଗସର କ୍ରିକେଟର ଶଶାଙ୍କ ସିଂଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଯାହା ଆପଣ ଜାଣି ନ ଥିବେ। ବାସ୍ତବରେ ଶଶାଙ୍କ ସିଂ ଆଇପିଏଲ ୨୦୨୪ର ଷ୍ଟାର ନୁହଁନ୍ତି ବରଂ ସୁପରଷ୍ଟାର ହୋଇଯାଇଛନ୍ତି।(read entire article)
View : 144 Times
Category : General

ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା    Submitted as: Argus News
ଟି-୨୦ ବିଶ୍ୱକପ ପାଇଁ ଆଉ ମାସଟିଏ ସମୟ ବାକି ଅଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ତେବେ ଏହାପୂର୍ବରୁ ଭାରତୀୟ ଟିମ୍ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହାମଧ୍ୟରେ ଦିଲ୍ଲୀରେ ପହଞ୍ଚିଛନ୍ତି ।(read entire article)
View : 189 Times
Category : General

୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ    Submitted as: Argus News
:ଆଇପିଏଲର ୧୭ତମ ସଂସ୍କରଣରେ ଦେଖିବାକୁ ମିଳୁଛି ସୁପର ଫାଇଟ୍। କିଛି ଦିନ ପୂର୍ବରୁ ଲଗାତାର ମ୍ୟାଚ୍ ହାରୁଥିବା ରୟାଲ‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଗାତର ଦୁଇଟି ମ୍ୟାଚ୍ ଜିତିଛି। ଏନେଇ ଆରସିବି ଫ୍ୟାନ୍ ଖୁସି ବ୍ୟକ୍ତ କରିଛନ୍ତି।(read entire article)
View : 183 Times
Category : General

ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା    Submitted as: Argus News
ଟି-୨୦ ବିଶ୍ୱକପ:ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା କେନ୍‌ ଓ୍ୱିଲିୟମସନ୍‌ଙ୍କୁ ଅଧିନାୟକ ଦାୟିତ୍ୱ,ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା(read entire article)
View : 201 Times
Category : General

ହୀରା ପର୍ସ, ଦାମ୍ ଶୁଣିଲେ ହୋସ୍ ଉଡିଯିବ    Submitted as: Argus News
ହ୍ୟାଣ୍ଡ ବ୍ୟାଗ୍ ଧରିବାକୁ ପ୍ରାୟ ମହିଳାଙ୍କୁ ଭଲ ଲାଗେ । ଆଜିକାଲି ନୂଆ ନୂଆ ବ୍ରାଣ୍ଡ୍ ର ବିଭିନ୍ନ ଡିଜାଇନ୍ ର ପର୍ସ ବଜାରରେ ମିଳୁଛି । ଫ୍ୟାସନ ପାଇଁ ଦିନକୁ ଦିନ ପର୍ସ ଆଦିର ମୂଲ୍ୟ ବଢିବାରେ ଲାଗିଛି । ଗୋଟିଏ ଗୋଟିଏ ପର୍ସର ମୂଲ୍ୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଲକ୍ଷେ, ଦୁଇ ଲକ୍ଷ, 10 ଲକ୍ଷ କିମ୍ବା କୋଟିଏ ଟଙ୍କାର ପର୍ସ ଦାମ୍ ଆପଣ ଶୁଣିଥିବେ । ହେଲେ ହୀରାର ଏକ ପର୍ସର ଦାମ୍ 31 କୋଟି ।(read entire article)
View : 173 Times
Category : General

See As RSS
Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: