123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଇପିଏସ ବାପା ଦେଖିଥିଲେ ଶଶାଙ୍କଙ୍କୁ କ୍ରିକେଟର କରାଇବାର ସ୍ବପ୍ନ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ସବୁଠି ଏବେ ଆଇପିଏଲ ଚର୍ଚ୍ଚା। ଏବେ ରୋମାଞ୍ଚଭରା ଆଇପିଏଲ ଜାରି ରହିଛି। ଆଉ ଏହାରି ଭିତରେ ଏବେ ନୂଆ ନୂଆ ପ୍ଲେୟରମାନେ ରେକର୍ଡ ପରେ ରେକର୍ଡ କରି ପୁରୁଣା ରେକର୍ଡକୁ ଭାଙ୍ଗିଦେଉଛନ୍ତି। ଆଜି ଆମେ ଆପଣଙ୍କୁ ପଞ୍ଜାବ କିଙ୍ଗସର କ୍ରିକେଟର ଶଶାଙ୍କ ସିଂଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଯାହା ଆପଣ ଜାଣି ନ ଥିବେ। ବାସ୍ତବରେ ଶଶାଙ୍କ ସିଂ ଆଇପିଏଲ ୨୦୨୪ର ଷ୍ଟାର ନୁହଁନ୍ତି ବରଂ ସୁପରଷ୍ଟାର ହୋଇଯାଇଛନ୍ତି।

ଶଶାଙ୍କ ସିଂ ୧୯୯୧ ମସିହାରେ ଭିଲାଇରେ ଜନ୍ମଗ୍ରହଣ କରିଥିଲେ। ଶଶାଙ୍କ ହେଉଛନ୍ତି ଦକ୍ଷିଣହାତି ...
... ବ୍ୟାଟ୍ସମ୍ୟାନ। ଆପଣ ଜାଣନ୍ତି କି ଶଶାଙ୍କ ସିଂଙ୍କ ପିତା ଜଣେ ଆଇପିଏସ୍ ଅଧିକାରୀ। ତାଙ୍କ ପିତା ଶୈଳେଶ ସିଂ ହିଁ ଶଶାଙ୍କଙ୍କୁ କ୍ରିକେଟର କରିବାର ସ୍ୱପ୍ନ ଦେଖିଥିଲେ। ଆପଣ ମଧ୍ୟ ଭାବୁଥିବେ ଯେ ଆଇପିଏସ୍ ହେବା ପରେ ମଧ୍ୟ ପିତା ତାଙ୍କ ପୁଅ ଶଶାଙ୍କଙ୍କୁ କ୍ରିକେଟର କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ଏହା କଣ ସତ। ତେବେ ଏକ ଇଣ୍ଟରଭ୍ୟୁରେ ଶଶାଙ୍କ କହିଛନ୍ତି ଯେ ବାପାଙ୍କ ସ୍ୱପ୍ନ ଥିଲା ଯେ ମୁଁ କ୍ରିକେଟର ହେବା ଉଚିତ। ଶଶାଙ୍କ ଆହୁରି କହିଛନ୍ତି, “ପିଲାଦିନେ ମୋ ବାପା ନିଜେ ମୋର ବୋଲିଂ ଅଭ୍ୟାସ କରୁଥିଲେ। ଆଉ ମୋ ଖେଳିବାର ଧ୍ୟାନ ରଖୁଥିଲେ।
ସେ ମୋତେ ଘରେ ଟର୍ଫ ପିଚ୍ କରି କ୍ରିକେଟ୍ ଖେଳିବା ଶିଖାଇଥିଲେ।

ଟୁର୍ଣ୍ଣାମେଣ୍ଟର ୪୨ ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ୨୬୨ ରନ୍‌ର ଟାର୍ଗେଟକୁ ପିଛା କରି ଶଶାଙ୍କ ୨୮ ବଲରେ ୬୮ ରନ୍‌ର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୨ଟି ଚୌକା ସହ ୮ଟି ଛକା ମାରିଥିଲେ। ଏହାପୂର୍ବରୁ ଶଶାଙ୍କ ଏକ ଚମତ୍କାର ଇନିଂସ ଖେଳି ଗୁଜୁରାଟ ବିପକ୍ଷରେ ୬୧ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ହାଇଦ୍ରାବାଦ ବିପକ୍ଷରେ ୪୬ ରନ୍ ଏବଂ ମୁମ୍ବାଇ ବିପକ୍ଷରେ ୪୧ ରନ୍ ସଂଗ୍ରହ କରିଥିଲେ।

ପଞ୍ଜାବ କିଙ୍ଗ୍ସ ପାଇଁ ଶଶାଙ୍କ କ୍ରମାଗତ ଭାବେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଆଇପିଏଲ୍ ୨୦୨୪ ପାଇଁ ମିନି ନିଲାମରେ ଶଶାଙ୍କଙ୍କୁ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ତେବେ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ପ୍ରୀତି ଜିଣ୍ଟା। ଖେଳାଳିଙ୍କ ସହ ପ୍ରୀତି ବହୁତ କ୍ଲୋଜଲି ମିଶିବା ସହ ଶଶାଙ୍କଙ୍କ ଉପରେ ଦୃଢ଼ ଆଶା ଏବଂ ଭରସା ରଖିଛନ୍ତି ପଞ୍ଜାବର ମାଲିକାଣୀ। ଆଗକୁ ଇଣ୍ଡିଆ ଟିମ ପାଇଁ ଜଣେ ଷ୍ଟାର ପ୍ଲେୟର ହୋଇ ବାହାରିବେ ବୋଲି ବିସିସିଆଇ ଭରସା କରିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 232Word Count: 256See All articles From Author

Add Comment

General Articles

1. Osed Certification: Your Guide To Offensive Security Exploit Development And Online Training
Author: Passyourcert

2. Watershed Builders
Author: Watershed Builders

3. Best Diwali Gift Hampers To Celebrate The Festival
Author: Sumitsharma

4. Complete Guide To Bsc Courses, Specializations & Career Scope
Author: Vishal Yadav

5. Black Magic Specialist In Kuvempunagar Mysore
Author: Seoprojects295

6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari

7. How To Choose The Right Accountants In Liverpool For Your Small Business
Author: Nick Hughes

8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape

9. Largest Hotel Chains Revenue Leakage Protection Intelligence
Author: Travel Scrape

10. Negocio Pruvit México: Conoce La Oportunidad De Emprender
Author: michellumb44

11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica

12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma

13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI

14. A Child's Health Begins With Their Mother's: The Importance Of Maternal Health
Author: Sima

15. Coach Number 13 – डिब्बा नंबर 13 का यात्री
Author: Divem Sharma

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: