ALL >> General >> View Article
ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
ଟି-୨୦ ବିଶ୍ୱକପ:ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
କେନ୍ ଓ୍ୱିଲିୟମସନ୍ଙ୍କୁ ଅଧିନାୟକ ଦାୟିତ୍ୱ,ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ଗୋଟିଏ ମାସ ସମୟ ବାକି ରହିଥିବାବେଳେ ଏହାରି ଭିତରେ ଚାଲିଛି ବିଭିନ୍ନ ଦଳର ପ୍ରସ୍ତୁତି। ତେବେ ଏହା ଭିତରେ ମେ’ ୧ ତାରିଖ ସୁଦ୍ଧା ବିଶ୍ୱକପ ପାଇଁ ସମସ୍ତ ଦଳ ଘୋଷଣା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲରେ ସାରା ବିଶ୍ୱ ବ୍ୟସ୍ତ ରହିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଟିମ ଭାବରେ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ପୁଣିଥରେ କେନ୍ ୱିଲିୟମସନଙ୍କ ହାତରେ ରହିଛି ଅଧିନାୟକ ଦାୟିତ୍ୱ ।
ଅଧିକ ପଢନ୍ତୁ : ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା
ଆହତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଥିବା ଡିଭନ୍ କନୱେ ସୁସ୍ଥ ହୋଇ ଦଳକୁ ଫେରୁଛନ୍ତି । ଏହାବ୍ୟତୀତ ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ର ମଧ୍ୟ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି ।ଅଭିଜ୍ଞତା ଯୋଗୁଁ ବୋଲ୍ଟଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ ।
ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍(ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସବେଲ, ମାର୍କ ଚାପମେନ, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନରୀ, ଡାରିଲ ମିଚେଲ, ଜିମି ନିଶମ୍, ଗ୍ଲେନ ଫିଲିପ୍ସ, ରଚିନ୍ ରବିନ୍ଦ୍ର, ମିଚେଲ ସାଣ୍ଟନର, ଇସ ସୋଢୀ ଏବଂ ଟିମ୍ ସାଉଦୀ ।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Osed Certification: Your Guide To Offensive Security Exploit Development And Online TrainingAuthor: Passyourcert
2. Watershed Builders
Author: Watershed Builders
3. Best Diwali Gift Hampers To Celebrate The Festival
Author: Sumitsharma
4. Complete Guide To Bsc Courses, Specializations & Career Scope
Author: Vishal Yadav
5. Black Magic Specialist In Kuvempunagar Mysore
Author: Seoprojects295
6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari
7. How To Choose The Right Accountants In Liverpool For Your Small Business
Author: Nick Hughes
8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape
9. Largest Hotel Chains Revenue Leakage Protection Intelligence
Author: Travel Scrape
10. Negocio Pruvit México: Conoce La Oportunidad De Emprender
Author: michellumb44
11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica
12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma
13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI
14. A Child's Health Begins With Their Mother's: The Importance Of Maternal Health
Author: Sima
15. Coach Number 13 – डिब्बा नंबर 13 का यात्री
Author: Divem Sharma






