123ArticleOnline Logo
Welcome to 123ArticleOnline.com!
ALL >> General >> View Article

ହୀରା ପର୍ସ, ଦାମ୍ ଶୁଣିଲେ ହୋସ୍ ଉଡିଯିବ

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ହ୍ୟାଣ୍ଡ ବ୍ୟାଗ୍ ଧରିବାକୁ ପ୍ରାୟ ମହିଳାଙ୍କୁ ଭଲ ଲାଗେ । ଆଜିକାଲି ନୂଆ ନୂଆ ବ୍ରାଣ୍ଡ୍ ର ବିଭିନ୍ନ ଡିଜାଇନ୍ ର ପର୍ସ ବଜାରରେ ମିଳୁଛି । ଫ୍ୟାସନ ପାଇଁ ଦିନକୁ ଦିନ ପର୍ସ ଆଦିର ମୂଲ୍ୟ ବଢିବାରେ ଲାଗିଛି । ଗୋଟିଏ ଗୋଟିଏ ପର୍ସର ମୂଲ୍ୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଲକ୍ଷେ, ଦୁଇ ଲକ୍ଷ, 10 ଲକ୍ଷ କିମ୍ବା କୋଟିଏ ଟଙ୍କାର ପର୍ସ ଦାମ୍ ଆପଣ ଶୁଣିଥିବେ । ହେଲେ ହୀରାର ଏକ ପର୍ସର ଦାମ୍ 31 କୋଟି ।

ପୃଥିବୀରେ ଏମିତି ବିଭିନ୍ନ ପର୍ସ ରହିଛି ଯାହା ଆଖିକୁ ସୁନ୍ଦର ଦିଶିବା ସହ ଦାମ ମଧ୍ୟ ବେଶି ହୋଇଥାଏ । ହାର୍ଟ ...
... ସେଫ୍ ର ଏହି ମାଉୱାଦ ୧୦୦୧ ଡାଇମଣ୍ଡ ପର୍ସର ଦାମ୍ ୩.୮ ମିଲିୟନ ଡଲାର । ଯାହା ଭାରତୀୟ ମୁଦ୍ରାରେ ୩୧ କୋଟି ଟଙ୍କା । ଏହି ପର୍ସରେ ମୋଟ ୫, ୪୧୭ ଖଣ୍ଡ ହୀରା ଲାଗିଥିବା ବେଳେ ଏହା ପୃଥିବୀର ସବୁଠାରୁ ବ୍ୟୟବହୁଳ ପର୍ସ ।

୨ୟ ସ୍ଥାନରେ ରହିଛି କେଲି ରୋଜ୍ ଗୋଲଡ ହ୍ୟାଣ୍ଡବ୍ୟାଗ । ମୂଲ୍ୟ ୧୬ କୋଟି ଟଙ୍କା ହୋଇଥିବା ବେଳେ ଏଥିରେ ୧୧୬୦ ଖଣ୍ଡ ସୁନା ଲାଗିଛି । ୩ୟରେ ରହିଛି , ବିର୍କିନ୍ ବ୍ୟାଗ ବାୟ ଗଞ୍ଜା ତାନାକା । ଏହାର ମୂଲ୍ୟ ୧୧ କୋଟି ଥିବା ବେଳେ ୨୦୦୦ ହୀରା ଜଡିତ । ୪ର୍ଥରେ ରହିଛି ହର୍ମସ ଚେନ୍ ଡି ଆନକ୍ରେ ବ୍ୟାଗ । ଏଥିରେ ୧୧୬୦ ହୀରା ଖଞ୍ଜା ହୋଇଛି । ସେହିପରି ୫ମ ରେ ଅଛି କ୍ଲିଓପାଟ୍ରାା କ୍ଲଚ୍ । ଯାହାର ମୂଲ୍ୟ ୩.୩ କୋଟି ଥିବାବେଳେ ୧୬୦୦ ହୀରା ଏଥିରେ ଖଚିତ ହୋଇଛି । ଏହି ସବୁ ହ୍ୟାଣ୍ଡବ୍ୟାଗ୍ ଦେଖିବାକୁ ସୁନ୍ଦର ହେବା ସହ ଏହାର ଗଠନ ପ୍ରଣାଳୀ ମଧ୍ୟ ବେଶ ଆର୍କଷଣୀୟ ।

ଆହୁରି ପଢନ୍ତୁ ବିଦେଶ ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 190Word Count: 203See All articles From Author

Add Comment

General Articles

1. Improving Production Quality Using Ai-enhanced Sensor Data
Author: Satya K Vivek

2. Chandeliers In Decorating Home
Author: Chaitanya kumari

3. Usa-based Cpt Coding Solutions By Allzone Management Services
Author: Allzone

4. Optical Solution Design Spain: From Concept To High-performance Systems
Author: Fotonica Gileyva

5. How Commercial Trucking In Brampton Keeps Canadian Supply Chains Moving
Author: Anuj Sharma

6. Dallas Central Appraisal District Property Tax Protest & Savings Support
Author: O'Connor & Associates

7. Create Your Website With Host Sonu Website Builder: A Step-by-step Tutorial
Author: contentcaddy

8. The Growing Demand For Ai Agent Development Services In Modern Enterprises
Author: david

9. Car Window Tinting Dubai – Beat Heat Without Fines
Author: autoglowuae

10. The Role Of A Web3 Design Agency In Bridging The Gap Between Web2 Users And Web3 Platforms
Author: michaeljohnson

11. The "smile Makeover" Checklist: What To Expect At Your Consultation
Author: 32smiles

12. O’connor - Bexar Appraisal District
Author: poc

13. Fenplast Profile: How To Choose Upvc Window & Door Profiles
Author: Fenplast Profile

14. Cosmetics Market: Trends, Growth Drivers, And The Future Of Beauty Industry
Author: komal

15. Why Automated Marketing Is Essential For Modern Educational Institutions
Author: OpenEduCat Inc

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: