123ArticleOnline Logo
Welcome to 123ArticleOnline.com!
ALL >> General >> View Article

୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ବିଜୟ ଦେଲେ ମୁହଁ ଚୁପ୍ କଲେ ବିରାଟ୍
ବିରାଟ୍ ଙ୍କ ଦମଦାର ଇନିଂସ ସମାଲୋଚକ ଚୁପ୍
ବିରାଟ୍ ଙ୍କ ବିରାଟ୍ ଇନିଂସ ସମାଲୋଚକ ଚୁପ୍
୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ
ଅର୍ଗସ ବ୍ୟୁରୋ :ଆଇପିଏଲର ୧୭ତମ ସଂସ୍କରଣରେ ଦେଖିବାକୁ ମିଳୁଛି ସୁପର ଫାଇଟ୍। କିଛି ଦିନ ପୂର୍ବରୁ ଲଗାତାର ମ୍ୟାଚ୍ ହାରୁଥିବା ରୟାଲ‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଗାତର ଦୁଇଟି ମ୍ୟାଚ୍ ଜିତିଛି। ଏନେଇ ଆରସିବି ଫ୍ୟାନ୍ ଖୁସି ବ୍ୟକ୍ତ କରିଛନ୍ତି। ଏହି ଖୁସି ପଛରେ ରହିଛନ୍ତି ରନ୍ ମେସିନ ବିରାଟ୍ କୋହଲି। ଆଇପିଏଲରେ ଗର୍ଜୁଛି ବିରାଟଙ୍କ ବ୍ୟାଟ୍। ସେ ଆରେଞ୍ଜ କ୍ୟାପ୍ ହୋଲ୍ଡର ମଧ୍ୟ ରହିଛନ୍ତି । ଚଳିତ ସିଜିନରେ ସେ ଗୋଟିଏ ଶତକ ସହ ୪ଟି ଅର୍ଦ୍ଧଶତକ ମାରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍ ଖେଳି ୭୧.୪୨ ହାରରେ ୫୦୦ ରନ୍ ସଂଗ୍ରହ କରିସାରିଛନ୍ତି। ମାତ୍ର ଏହା ସର୍ତ୍ତେ ମଧ୍ୟ କୋହଲିଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ସମାଲୋଚକ ପ୍ରଶ୍ନ ଉଠାଇଥିବାବେଳେ ସେ ସ୍ପିନରଙ୍କ ବିରୋଧରେ ଭଲ ଖେଳିପାରୁ ନାହାନ୍ତି ଓ ତାଙ୍କ ଷ୍ଟ୍ରାଇକ୍ ରେଟ୍ ନିମ୍ନ ମାନର ବୋଲି ସୋସିଆଲ ମିଡିଆରେ ବିରାଟଙ୍କୁ ଟ୍ରୋଲ କରାଯାଇଥିଲା।

ଅଧିକ ପଢନ୍ତୁ : ଆଇପିଏଲରେ ଫ୍ରେଜର ମ୍ୟାକଗର୍କଙ୍କ ଜଲଓ୍ବା

ମାତ୍ର ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୧୬୦ ଷ୍ଟ୍ରାଇକ୍ ରେଟ୍ରେ ୭୦ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ ଓ ଆରସିବି ଏହି ମ୍ୟାଚକୁ ୯ ୱିକେଟ୍ ରେ ଜିତିନେଇଥିଲା। ଏହି ମ୍ୟାଚ୍ ଜିତି ସମାଲୋଚକ ମୁହଁବନ୍ଦ କରିଥିଲେ ବିରାଟ୍। ମ୍ୟାଚ୍ ଜିତାଇବା ପରେ ବିରାଟ୍ କହିଥିଲେ କ୍ରିକେଟରଙ୍କ କିଛି ଆତ୍ମସମ୍ମାନ ରହିଛି ସେଥିପାଇଁ ସେ ଖେଳୁଛନ୍ତି । ୧୫ ବର୍ଷ ହେଲା ଟିମରେ ରହି ମ୍ୟାଚ ଜିତାଉଛି ଏବଂ ଖେଳୁଛି ଆତ୍ମସମ୍ମାନ ପାଇଁ ବୋଲି କହିଥିଲେ ଯାହା ଅନେକ ବରିଷ୍ଠ କ୍ରିକେଟରଙ୍କ ସମେତ ସମାଲୋଚକଙ୍କ ମୁହଁ ବନ୍ଦ କରିଛି।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 254Word Count: 191See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: