123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସକାଳ ଜଳଖିଆରେ ଏହି ଦୁଇଟି ସୁସ୍ଥ ଜିନିଷ ଖାଆନ୍ତୁ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଆପଣଙ୍କର ସକାଳ ଜଳଖିଆରେ ଏହି ଦୁଇଟି ସୁସ୍ଥ ଜିନିଷ ଅନ୍ତର୍ଭୂକ୍ତ କରିବା ଦ୍ଵାରା ତୁମର ଓଜନ କମିଵା ସହ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ମିଳିବ ।
ଆପଣ କେଵେଵି ସକାଳରର ଜଳଖିଆ ଛାଡିବା ଉଚିତ୍ ନୁହେଁ ।ସକାଳେ ଜଳଖିଆ ନଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନିହୋଁ କିନ୍ତୁ ଯଦି ଆପଣ ସକାଳେ ଏକ ସୁସ୍ଥ ଜଳଖିଆ ଖାଉଛନ୍ତି ତେବେ ଆପଣ ଅନେକ ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ ।

ସକାଳ ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ।ଯଦି ଆପଣ ସକାଳେ ଏକ ସୁସ୍ଥ ଜଳଖିଆ ଖାଉଛନ୍ତି ତେବେ ...
... ଆପଣ ନିଜକୁ ଅନେକ ସମସ୍ୟାରୁ ରକ୍ଷା କରିପାରିବେ । ଆପଣ କେଵେ ଜଳଖିଆ ଛାଡିବା ଉଚିତ୍ ନୁହେଁ ଦିନସାରା ଆପଣଙ୍କ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଏହା କାମ କରେ, ତେଣୁ ଜଳଖିଆ ପାଇଁ କେବଳ ସୁସ୍ଥ ଖାଦ୍ୟ ବାଛନ୍ତୁ ।ଆଜି ଆମେ ଆପଣଙ୍କୁ ଏପରି ଦୁଇଟି ଜିନିଷ ବିଷୟରେ କହିବୁ ଯାହା ଜଳଖିଆରେ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରହିପାରିଵେ। ତେଵେ ଆସନ୍ତୁ ଜାଣିଵା ।

ମଖାନା :-
ଶୁଖିଲା ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ଦେଶରେ ଅନେକ ପ୍ରକାରର ଶୁଖିଲା ଫଳ ଅଛି କିନ୍ତୁ କେବଳ ମଖାନା ଖାଇବା ଦ୍ୱାରା ଆପଣ ନିଜ ଶରୀର ପାଇଁ ଅନେକ ଲାଭ ପାଇପାରିବେ । ଯଦି କୌଣସି ବ୍ୟକ୍ତିଙ୍କର ମଧୁମେହ ଥାଏ ତେବେ ସେ ସକାଳୁ ଉଠିବା ପରେ ଖାଲି ପେଟରେ 4 ଟି ମଖାନା ଖାଇବା ଉଚିତ୍ । ଏହା ମିଠା ସ୍ତରକୁ ନିୟନ୍ତ୍ରଣରେ ରଖେ ।ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ କାର୍ଯ୍ୟ କରିବ । ପ୍ରତିଦିନ ସକାଳେ ମଖାନା ଖାଇବା ଦ୍ୱାରା ଆପଣ ଚିନ୍ତା ସମସ୍ୟାରୁ ମୁକ୍ତି ପାଇପାରିବେ । ଯଦି ଆପଣ ପ୍ରତିଦିନ ମଖାନା ଖାଆନ୍ତି ତେବେ ଆପଣଙ୍କର କିଡନୀ ଠିକ ହୋଇ ରହିବ ଏବଂ ଏହା ମଧ୍ୟ ଶକ୍ତିଶାଳୀ ହେବ ।ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଖାନା ଅତ୍ୟନ୍ତ ଲାଭଦାୟକ

ଓଟସ୍ :-
ଯଦି ଆପଣ ପ୍ରତିଦିନ ଜଳଖିଆ ପାଇଁ ୩୦ରୁ ୪୦ ଗ୍ରାମ ଓଟସ୍ ଖାଆନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଅନେକ ଲାଭ ଦୋଇଥାଏ । ଏଥିରେ ଥିବା ସ୍ୱତନ୍ତ୍ର ପ୍ରକାରର ଫାଇବର ‘ବିଟା ଗ୍ଲୁକାନ୍’ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ମିଳିଥିବା ଫାଇବର ଉଚ୍ଚ ରକ୍ତଚାପର ସମସ୍ୟାକୁ କମାଇବା ପାଇଁ କାମ କରିଥାଏ । କୋଷ୍ଠକାଠିନ୍ୟର ସମସ୍ୟା ଏଥିରେ ଥିବା ଫାଇବର ଯୋଗୁଁ ହଜମ ଶକ୍ତି ଵଢିଵା ହେତୁ ଦୂର ହୋଇଯାଏ। ଯେଉଁ କାରଣରୁ କୋଷ୍ଠକାଠିନ୍ୟର କୌଣସି ସମସ୍ୟା ନଥାଏ ଓଟସରେ କ୍ୟାଲସିୟମ୍, ପୋଟାସିୟମ୍, ଭିଟାମିନ୍ ବି-କମ୍ପ୍ଲେକ୍ସ ଏବଂ ମ୍ୟାଗ୍ନେସିୟମ୍ ଭରପୂର ରହିଥାଏ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 234Word Count: 288See All articles From Author

Add Comment

General Articles

1. How To Build An Erp System For Business?
Author: brainbell10

2. How To Build A Successful Software Development Teams?
Author: brainbell10

3. Experience The Thrill Of The Ama Dablam, Manaslu And Himlung Himal Expeditions
Author: Snowy Horizon

4. Best Cosmetic Surgery Clinics In Jaipur You Can Trust In 2026?
Author: Ravina

5. A2 Paneer In Dehradun – Pure, Fresh & Healthy Choice For Your Family
Author: avii

6. How To Build An E-commerce Nodejs Web Application?
Author: brainbell10

7. Recruitment Agency In Hyderabad
Author: Nitin Bhandari

8. Real Estate Agents In Noida – Find Trusted Property Experts With Exportersindia
Author: Nitin Bhandari

9. U4gm: How Secondary Position Depth Shapes Mlb The Show 26 Rosters
Author: 1fuhd

10. Dubai Home Office Demand In 2026: Key Trends, Property Impact & Buyer Preferences
Author: luxury Spaces

11. Common Bathroom Renovation Mistakes To Avoid In The Netherlands
Author: Victor

12. Industrial Expansion As A Core Driver
Author: Indu kumari

13. The New Age Of Data Analytics: Human And Ai Collaboration
Author: Netscribes

14. Common Mouth Problems In Adults And Their Causes
Author: Patrica Crewe

15. Why Digital Marketing Matters More Than Ever For Modern Businesses
Author: bloom agency

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: