Here's the recent articles submitted by abinash das
Articles By abinash das
ବିଜେଡି ନେତା ପ୍ରଣବ ଦାସଙ୍କ ଟ୍ୱିଟର ଜବାବ ରଖିଲା ବିଜେପି
Submitted as: Argus News
o ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତି
o ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା ?
o ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକ ପାଖରେ ଅଛି କି ?
o ଆପଣଙ୍କର ପିତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ୱଭାବରୁ ଆପଣ କେମିତି ଦୁରେଇଗଲେ ?
o ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟ ମାନଙ୍କୁ କହିବ
o ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଉଛି ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ବିଛାଉଛନ୍ତି ନା ନାହିଁ ?(read
entire article)
View : 256 Times
Category : General
ବାପା ଫଳ ଦୋକାନୀ, ଝିଅ ମାଟ୍ରିକରେ A-1 ଗ୍ରେଡ
Submitted as: Argus News
ବାପା ଫଳ ଦୋକାନୀ କିନ୍ତୁ ଝିଅ ଝିଅ ମାଟ୍ରିକରେ ପାଇଲା A-1 ଗ୍ରେଡ। ସଫଳତା କୁ ହାତମୁଠାରୁ ଛଡାଇପାରିଲାନି ଦାରିଦ୍ରତା। ରୂପାଙ୍କ ଏହି ସଫଳତାରେ ପରିବାର ସହ ଅଞ୍ଚଳରେ ଖେଳି ଯାଇଛି ଖୁସିର ଲହରି। ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁରନ୍ଦା ସା ଙ୍କ ଝିଅ ରୂପା ସା। ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଏ ୧ ଗ୍ରେଡ ହାସଲ କରିଛନ୍ତି ରୂପା ।(read
entire article)
View : 282 Times
Category : General
ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି
Submitted as: Argus News
ବିଜେଡି ଗାଡିରେ ଗଞ୍ଜେଇ ବେପାର
ଗଞ୍ଜେଇ ନିଅ, ଶଙ୍ଖରେ ଭୋଟ୍ ଦିଅ
ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି(read
entire article)
View : 689 Times
Category : General
ଏହି ସହରରେ ପସନ୍ଦର ଚାକିରି ସହ ଭଲ ଦରମା ପାଆନ୍ତି ଏମବିଏ ଗ୍ରାଜୁଏଟ
Submitted as: Argus News
ଆପଣ ବି MBA ଗ୍ରାଜୁଏଟ କି ? ଆପଣଙ୍କୁ ନିଜ ମନ ପସନ୍ଦର ଚାକିରି ସହ ଦରମାର ଆବଶ୍ୟକତା ଅଛି କି ? ତେବେ ଏହି ସହରରେ ଆପଣ ନିଜ ମନ ପସନ୍ଦର ଚାକିରୀ ସହ ଦରମା ମଧ୍ୟ ପାଇପାରିବେ । ଏକ ରିପୋର୍ଟ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି ।(read
entire article)
View : 825 Times
Category : General
ଖରା ଦିନରେ କମ୍ ପରିମାଣରେ ଖାଆନ୍ତୁ ଡ୍ରାଏ ଫ୍ରୁଟ୍ସ
Submitted as: Argus News
ଯଦିଓ ଡ୍ରାଏ ଫ୍ରୁଟ୍ସ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। କିନ୍ତୁ ଆପଣ ଜାଣନ୍ତି କି ଖରା ଦିନରେ କେଉଁ ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ୍ ଏବଂ କେଉଁ ପରିମାଣରେ ସେଗୁଡିକ ଖାଇବା ଉଚିତ୍।(read
entire article)
View : 176 Times
Category : General
କୃଷ୍ଣଚୂଡା ଫୁଲର କମାଲ, ରହିଛି ଅନେକ ଔଷଧୀୟ ଗୁଣ..
Submitted as: Argus News
ଆପଣ କୃଷ୍ଣଚୂଡା ଫୁଲ ଦେଖିଛନ୍ତି। ସମସ୍ତେ ପ୍ରାୟ ଦେଖିଥିବେ। ଏହ ଫୁଲଟି ଦେଖିବାକୁ ନାଲି ଏବଂ କମଳା ରଙ୍ଗର ମିଶିକି ହୋଇଥାଏ। ଏହି ଫୁଲଟି ଦେଖିବାକୁ ଭାରି ସୁନ୍ଦର। ଖରାଦିନେ ରାସ୍ତା କଡ଼ରେ କୃଷ୍ଣଚୂଡା ଫୁଲ ଦେଖିବାକୁ ମିଳିଥାଏ। ଏହି ଫୁଲକୁ ଦେଖିବା ମାତ୍ରେ ସମସ୍ତଙ୍କ ମନ ଖୁସି ହୋଇଯାଏ । କୁହାଯାଏ ଏହି ଫୁଲରେ ରହିଛି ଅନେକ ଔଷଧୀୟ ଗୁଣ।(read
entire article)
View : 199 Times
Category : General
ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"
Submitted as: Argus News
କୁହାଯାଏ ଦିଲ୍ଲୀ ହେଉଛି ଖାଦ୍ୟର ସହର । ଯେଉଁଠି ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଫାଷ୍ଟଫୁଡ ମିଳିଥାଏ । ବିଶେଷ ଭାବେ ଦିଲ୍ଲୀର ଛୋଲେ ବଟୁରେର ରହିଛି ସ୍ବତନ୍ତ୍ର ସ୍ବାଦ । କିନ୍ତୁ ଏଥିରେ ଥିବା ଅତ୍ୟଧିକ ମସଲା ଓଜନ ବଢାଇବା ସହ ଶରୀର ମଧ୍ୟ ଅସୁସ୍ଥ ରହିଥାଏ । ହେଲେ ଦିଲ୍ଲୀରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଛୋଲେ ବଟୁରେ ଖାଇଲେ ଆପଣଙ୍କ ଓଜନ ଆଦୌ ବଢିବନି ଏବଂ କୌଣସି ରୋଗ ମଧ୍ୟ ହେବନି ।(read
entire article)
View : 210 Times
Category : General
ଖପୁରିକୁ ମାଲିସ୍ କରିବାର ସଠିକ୍ ଉପାୟ
Submitted as: Argus News
ବର୍ତ୍ତମାନ ସମସ୍ତଙ୍କର ଗୋଟିଏ ବଡ ସମସ୍ୟା ଚୁଟିର ଯତ୍ନ କେମିତି ନେବେ । ଚୁଟିର ଯତ୍ନ ନେବା ପାଇଁ କେବଳ ମହଙ୍ଗା ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିବା ଯଥେଷ୍ଟ ନୁହେଁ କିନ୍ତୁ ନିୟମିତ ଭାବରେ ଚୁଟିରେ ତେଲ ଲଗାଇବା ଏବଂ ଏହାକୁ ସଠିକ୍ ଭାବରେ ମସାଜ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।(read
entire article)
View : 234 Times
Category : General
ଓଡ଼ିଶାରେ ସରକାର ଖୁବଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି
Submitted as: Argus News
ମୋଦୀଙ୍କ ବଡ ବୟାନ । ଏଥର ଓଡ଼ିଶାରେ ସରକାର ପରିବର୍ତ୍ତନ ହେଉଛି । ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଜୁନ୍ ୪ରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ରହିଛି । ସେହିଭଳି ଜୁନ୍ ୧୦ରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦୃଢତାର ସହ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏଏନଆଇକୁ ସାକ୍ଷାତକାର ଦେଇ ମୋଦୀ ଏଭଳି କହିଛନ୍ତି।(read
entire article)
View : 207 Times
Category : General
ନିମାପଡା, କୋରେଇ ଏବଂ ଚାନ୍ଦବାଲିରେ ଶାହଙ୍କର ଜୋରଦାର ପ୍ରଚାର
Submitted as: Argus News
ଜୁନ ୧ତାରିଖ ହେଉଛି ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରଚାର କରି ଶେଷ ଚେଷ୍ଟା ଦେଉଛନ୍ତି ନେତା ।(read
entire article)
View : 242 Times
Category : General

