123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଟଙ୍କା, ନିଶା, ମଦ ଦେଇ ଭୋଟ କିଣୁଛି ବିଜେଡି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଏ ଗାଡିକୁ ଟିକିଏ ଭଲରେ ଦେଖନ୍ତୁ । ଧୋବ ଧୋବଲିଆ ଗାଡି ଦେଖିଲେ ଭାବୁଥିବେ କେଉଁ ନେତା କି ଅଫିସର ଗସ୍ତ କରୁଥିବେ । ହେଲେ ଅଧା ବାଟରେ ୟାକୁ ଅଟକାଇବାକୁ ସାହସ କଲା କିଏ ? କଥାରେ ଅଛି ମହାକାଳଫଳ ବଡ ସୁନ୍ଦର, ଭିତରେ ପୂରା ପୋଡା ଅଙ୍ଗାର । ଠିକ୍‌ ସେମିତି ଏ ଗାଡିର ଅବସ୍ଥା । ଅର୍ଥାତ୍‌ ବିଜେଡି ଲୋଗୋ ଲଗାଇ ଭାଇ ଆମର ଭାବୁଥିଲେ ଖସିଯିବେ ବୋଲି । ସେଇଥି ଲାଗି ତ ଗଂଜେଇ ଲଦି ଗାଡିକୁ ପିଇଁ ପିଇଁ କରି ଉଡାଉଥିଲେ । କିନ୍ତୁ ମାଡି ବସିଲା ସ୍ଵ୍କାର୍ଡ । ଆଉ ସେଥିରୁ କେତେ ମାତ୍ରାରେ ଗଂଜେଇ ବାହାରିଲା ସେ ଦୃଶ୍ୟ ଆପଣ ବି ...
... ଦେଖନ୍ତୁ ।

ବୁଥ୍ ରିଗିଂ, ମାରପିଟ୍, ହିଂସା ପରେ ଗଞ୍ଜେଇ ବାଣ୍ଟିକି ନିର୍ବାଚନ ଜିତିବାକୁ ଚାଁହୁଛି କି ବିଜେଡି ? ବ୍ରହ୍ମପୁରରୁ 84 କେଜି ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବିଜୁ ଜନତା ଦଳର ଲୋଗୋ ଲାଗିଥିବା ଗାଡିଟି ଜବତ ହୋଇଛି । ଏହା ଦେଖିକି ଲାଗୁଛି ବିଜୁ ଜନତା ଦଳର ନେତାଙ୍କ ଗାଡ଼ିରେ ରାଜ୍ୟରେ ଗଞ୍ଜେଇ ଚାଲାଣ ହେଉଛି । ଦଳୀୟ ଚିହ୍ନ ଲାଗିଥିବା ଏହି ଗାଡିକୁ ନେଇ ବିଜେଡିର କୌଣସି ନେତା ମୁହଁ ଖୋଲୁନାହାନ୍ତି । ଅର୍ଥାତ ଏଥିରୁ ସ୍ପଷ୍ଟ ହେଉଛି ଯେ ଗଞ୍ଜେଇ ବାଣ୍ଟି ନିର୍ବାଚନ ଜିତିବାକୁ ଚାହୁଁଛି ବିଜେଡି ।

ପୂର୍ବରୁ ବିଜୁ ଜନତା ଦଳର ଅନେକ ନେତା ବିଭିନ୍ନ ନିଶା କରବାରରେ ଲିପ୍ତ ଅଛନ୍ତି । କିଛି ଦିନ ତଳେ ତାଙ୍କ ଦଳର ନେତା ଅନୁଭବ ପଟ୍ଟନାୟକ ଯେତେବେଳେ ଦଳ ଛାଡିଥିଲେ ଇସ୍ତଫା ପତ୍ରରେ ଖଣ୍ଡପଡାରେ ଦଳ ଯାହାକୁ ଟିକେଟ ଦେଇଛନ୍ତି ତାଙ୍କ ସ୍ୱାମୀ ଜଣେ ଗଞ୍ଜେଇ ବେପାରୀ ବୋଲି ଲେଖିଥିଲେ ।

କେବଳ ଏତିକି ନୁହେଁ ବିଧାନସଭା ଗୃହରେ ପଚରା ଯାଇଥିବା ପ୍ରଶ୍ନରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ତାଙ୍କ ନାମରେ ଅଭିଯୋଗ ଥିବା ମଧ୍ୟ ଉତ୍ତରରେ କୁହାଯାଇଛି । ତେବେ କେଉଁ ଆଧାରରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଏହି ଗୋଟିଏ ଉଦାହରଣ ନୁହଁ ଅନେକ ଏମିତି ଉଦାହରଣ ରହିଛି ଯେଉଁଥିରେ ସେମାନଙ୍କ ସମ୍ପୃକ୍ତି ଦର୍ଶାଉଛି ।

ଅନ୍ୟପଟେ ଏକ ମାସରୁ କମ ଅବଧି ମଧ୍ୟରେ ରାଜ୍ୟରୁ 2 ଲକ୍ଷ 49 ହଜାର 510 ଲିଟର ଚୋରାମଦ ଏବଂ 2951 କେଜି ଗଞ୍ଜେଇ ଜବତ ହୋଇଛି । ଯାହାକୁ ଦେଖିଲେ ସ୍ପଷ୍ଟ ହେଉଛି କି, ରାଜ୍ୟରେ ନିଶା ଦ୍ରବ୍ୟ ବିକ୍ରି କରି ଭୋଟ ନେବାକୁ ଚକ୍ରାନ୍ତ କରିଛି ବିଜେଡି ।

ଆହୁରି ପଢ୍ନତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 692Word Count: 273See All articles From Author

Add Comment

General Articles

1. Professional Geriatric Medicine Billing Services In Alabama
Author: Brain

2. Adapting Together In Strange Times
Author: brainbell10

3. In7 Game And Mobile Online Entertainment
Author: neetu jaiswal

4. In7 Game – Discovering A Modern Online Gaming Experience
Author: neetu jaiswal

5. Neet 2027 Test Series: A Practical Approach To Better Exam Preparation
Author: Sarthaks eConnect

6. How To Book A Vinfast Vf6 Test Drive In Chennai
Author: vinfast

7. In 7 Apk Download: A Simple Guide To The In 7 Game Experience
Author: bloom agency

8. Acp Certification: Benefits, Meaning, And How Online Training Can Help You Succeed
Author: Passyourcert

9. Nataraja's Secret The Demon Under His Feet You Must Know About
Author: Gowtham Y

10. Lord Shiva's Cosmic Dance: The Demon He Controls, Not Destroys
Author: Gowtham Y

11. A Quick Intro To Building A Crypto App
Author: brainbell10

12. Iv7 Game: Everything You Need To Know About The In7 Game And App
Author: neetu

13. Why 1000games Is The First Choice For Game Lovers
Author: felixandrea

14. Arousal Vs. Aggression In Dogs: Understanding The Difference
Author: BarkBusters SanMateo

15. Event Upgrades That Make A Bigger Impact Than Expensive Decorations
Author: Alex Slate

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: