123ArticleOnline Logo
Welcome to 123ArticleOnline.com!
ALL >> General >> View Article

ବିଜେଡି ନେତା ପ୍ରଣବ ଦାସଙ୍କ ଟ୍ୱିଟର ଜବାବ ରଖିଲା ବିଜେପି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ପରମ୍ପରା ଉଚ୍ଚକୋଟୀର ବୋଲି ଆମେ କହିଆସିଛୁ । ଓଡ଼ିଆ ଅସ୍ମିତା ଆଜି ସଙ୍କଟରେ ବୋଲି ଓଡ଼ିଶାବାସୀ ହୃଦୟଙ୍ଗମ କଲେଣି । ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରିଦେବାରେ ନେତୃତ୍ୱ ବିଜେଡି ଦଳର ଗୁମାସ୍ତା ନେଇଛନ୍ତି ବୋଲି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ମହାଲିଙ୍ଗ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ବ୍ରହ୍ମପୁର ସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏଠି ବିଜେପି ଚୋରଙ୍କୁ ଟିକେଟ୍ ଦେଉଛି, ଏହା କେଉଁ ଭାଷା ଥିଲା ? ଆପଣଙ୍କ ମାଲିକ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି, ସେ ସବୁ ଶାଳିନତାର ...
... ଭାଷା କି ? ସଂସ୍କୃତି, ସଂସ୍କାର ଓ ପରମ୍ପରା ଆପଣଙ୍କର, ଆପଣଙ୍କ ଦଳର କିମ୍ବା ଆପଣଙ୍କ ମାଲିକ ପାଖରେ ଅଛି କି ? ପ୍ରଥମେ ନିଜକୁ ଦେଖ, ନିଜର ଆଚରଣ ଓ ଉଚ୍ଚାରଣକୁ ସଜାଡିବା ପରେ ଅନ୍ୟ ମାନଙ୍କୁ କହିବ । ବିଜେଡି ନେତାଙ୍କ ପାଠ କମ ବସ୍ତାନି ବେଶୀ । ଆପଣଙ୍କର ପିତା ସ୍ୱର୍ଗତ ଅଶୋକ ଦାସଙ୍କ ସ୍ୱଭାବରୁ ଆପଣ କେମିତି ଦୁରେଇଗଲେ ? ସ୍ୱର୍ଗତ ଅଶୋକ ଦାସ ବି ଉପରେ ରହି ଭାବୁଥିବେ, ସେ ଯେଉଁ ପିଲାକୁ ଗଢିଥିଲେ, ସେ ଆଜି କେଉଁ ଭଳି କାମରେ ନିୟୋଜିତ ଅଛି ? ଆପଣ କେବେ କ୍ରୀତଦାସ ଭୂମିକାର ଦାୟିତ୍ୱ ତୁଲାଉଛନ୍ତି ତ ଆଉ କେତେବେଳେ ଟ୍ରାଫିକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି ।

ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ଆପଣ ଯେଉଁ ପାଠ ପଢାଉଛନ୍ତି, ତାହା ଦୁର୍ଭାଗ୍ୟଜନକ । ପ୍ରଣବ ଦାସଙ୍କ ଭଳି ନେତାଙ୍କ ଠାରୁ ଅବା କ’ଣ ଆଶା କରାଯାଇପାରେ ? ଓଡ଼ିଶାକୁ ଆଜି ତଳ ସ୍ତରକୁ କିଏ ନେଉଛି ? ଇଲେକ୍ଟେଡ୍ ମନ୍ତ୍ରୀମାନେ ନୋମିନେଟେଡ୍ ଲୋକ ପାଇଁ ପାଲ ବିଛାଉଛନ୍ତି ନା ନାହିଁ ? ଓଡ଼ିଶାରୁ ଏଭଳି ହୀନ ରାଜନୈତିକ ପରମ୍ପରା ଆପଣଙ୍କ ଭଳି ନେତାମାନେ ଆରମ୍ଭ କରିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ବିରଜା ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଲୋଇସିଂହା ବିଧାୟକ ଟ୍ୱିଟ୍ କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 258Word Count: 211See All articles From Author

Add Comment

General Articles

1. Professional Geriatric Medicine Billing Services In Alabama
Author: Brain

2. Adapting Together In Strange Times
Author: brainbell10

3. In7 Game And Mobile Online Entertainment
Author: neetu jaiswal

4. In7 Game – Discovering A Modern Online Gaming Experience
Author: neetu jaiswal

5. Neet 2027 Test Series: A Practical Approach To Better Exam Preparation
Author: Sarthaks eConnect

6. How To Book A Vinfast Vf6 Test Drive In Chennai
Author: vinfast

7. In 7 Apk Download: A Simple Guide To The In 7 Game Experience
Author: bloom agency

8. Acp Certification: Benefits, Meaning, And How Online Training Can Help You Succeed
Author: Passyourcert

9. Nataraja's Secret The Demon Under His Feet You Must Know About
Author: Gowtham Y

10. Lord Shiva's Cosmic Dance: The Demon He Controls, Not Destroys
Author: Gowtham Y

11. A Quick Intro To Building A Crypto App
Author: brainbell10

12. Iv7 Game: Everything You Need To Know About The In7 Game And App
Author: neetu

13. Why 1000games Is The First Choice For Game Lovers
Author: felixandrea

14. Arousal Vs. Aggression In Dogs: Understanding The Difference
Author: BarkBusters SanMateo

15. Event Upgrades That Make A Bigger Impact Than Expensive Decorations
Author: Alex Slate

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: