123ArticleOnline Logo
Welcome to 123ArticleOnline.com!
ALL >> General >> View Article

ନିମାପଡା, କୋରେଇ ଏବଂ ଚାନ୍ଦବାଲିରେ ଶାହଙ୍କର ଜୋରଦାର ପ୍ରଚାର

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଜୁନ ୧ତାରିଖ ହେଉଛି ଶେଷ ପର୍ଯ୍ୟାୟ ନିର୍ବାଚନ । ଏହା ପୂର୍ବରୁ ପ୍ରଚାର କରି ଶେଷ ଚେଷ୍ଟା ଦେଉଛନ୍ତି ନେତା । ବିଜେପି ଦଳର ବଡ ବଡ ନେତାଙ୍କୁ ଆଣି ପ୍ରଚାର ମୈଦାନକୁ ସରଗରମ କରୁଛନ୍ତି। ଏହି କ୍ରମରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ପ୍ରଚାର ପାଇଁ ଆସୁଛନ୍ତି । ଆଜି ୩ଟି ସ୍ଥାନରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଚାନ୍ଦବାଲି, କୋରେଇ ଏବଂ ନିମାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଡବଲ ଇଞ୍ଜିନ ସରକାର ପାଇଁ ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବେ ଶାହ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାରବାଟୀ ହେଲିପ୍ୟାଡ଼ରେ ପହଂଚିବା ପରେ ଅମିତ ଶାହ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ନିମାପଡା ଆସିବେ ।

ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜଗତସିଂହପୁର ଲୋକସଭା ଆସନର ସାଂସଦ ପ୍ରାର୍ଥୀ ବିଭୁ ତରାଇ, ନିମାପଡ଼ା ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା, ବିଜେଡି ଛାଡି ବିଜେପିର ସାମିଲ ହୋଇଥିବା ସମୀର ରଞ୍ଜନ ଦାଶ, ଅନ୍ୟନେତାମାନେ ଯୋଗଦେବେ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମଧ୍ୟ ଓଡିଶା ଗସ୍ତରେ ଆସି ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 245Word Count: 136See All articles From Author

Add Comment

General Articles

1. Professional Geriatric Medicine Billing Services In Alabama
Author: Brain

2. Adapting Together In Strange Times
Author: brainbell10

3. In7 Game And Mobile Online Entertainment
Author: neetu jaiswal

4. In7 Game – Discovering A Modern Online Gaming Experience
Author: neetu jaiswal

5. Neet 2027 Test Series: A Practical Approach To Better Exam Preparation
Author: Sarthaks eConnect

6. How To Book A Vinfast Vf6 Test Drive In Chennai
Author: vinfast

7. In 7 Apk Download: A Simple Guide To The In 7 Game Experience
Author: bloom agency

8. Acp Certification: Benefits, Meaning, And How Online Training Can Help You Succeed
Author: Passyourcert

9. Nataraja's Secret The Demon Under His Feet You Must Know About
Author: Gowtham Y

10. Lord Shiva's Cosmic Dance: The Demon He Controls, Not Destroys
Author: Gowtham Y

11. A Quick Intro To Building A Crypto App
Author: brainbell10

12. Iv7 Game: Everything You Need To Know About The In7 Game And App
Author: neetu

13. Why 1000games Is The First Choice For Game Lovers
Author: felixandrea

14. Arousal Vs. Aggression In Dogs: Understanding The Difference
Author: BarkBusters SanMateo

15. Event Upgrades That Make A Bigger Impact Than Expensive Decorations
Author: Alex Slate

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: