123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : କୁହାଯାଏ ଦିଲ୍ଲୀ ହେଉଛି ଖାଦ୍ୟର ସହର । ଯେଉଁଠି ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଫାଷ୍ଟଫୁଡ ମିଳିଥାଏ । ବିଶେଷ ଭାବେ ଦିଲ୍ଲୀର ଛୋଲେ ବଟୁରେର ରହିଛି ସ୍ବତନ୍ତ୍ର ସ୍ବାଦ । କିନ୍ତୁ ଏଥିରେ ଥିବା ଅତ୍ୟଧିକ ମସଲା ଓଜନ ବଢାଇବା ସହ ଶରୀର ମଧ୍ୟ ଅସୁସ୍ଥ ରହିଥାଏ । ହେଲେ ଦିଲ୍ଲୀରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଛୋଲେ ବଟୁରେ ଖାଇଲେ ଆପଣଙ୍କ ଓଜନ ଆଦୌ ବଢିବନି ଏବଂ କୌଣସି ରୋଗ ମଧ୍ୟ ହେବନି ।

ପ୍ରକୃତରେ ଏହି ଛୋଲେ ଭଟୁରେକୁ ବିକିବା ପାଇଁ ଏପରି କିଛି ଉପାୟ ଆପଣାଇଛନ୍ତି ଦୋକାନୀ । ଦୋକାନ ସାମ୍ନାରେ ଏକ ପୋଷ୍ଟର ମରା ହୋଇଛି, ଯେଉଁଥିରେ ଲେଖା ହୋଇଛି , " ଏହି ଛୋଲେ ବଟୁରେ ଖାଇବା ଦ୍ବାରା ଓଜନ କମିଥାଏ , ଏବଂ କୌଣସି ରୋଗ ହୋଇ ନଥାଏ ।" ଏହି ଦୋକାନର ଏକ ଫଟୋକୁ ମିଷ୍ଟର ୱରାହ୍ ନାମକ ଏକ ଆଇଡି ଦ୍ବାରା ପୋଷ୍ଟ କରାଯାଇଛି । ଏବଂ ସେ ଲେଖିଛନ୍ତି, ଏହା କେବଳ ଦିଲ୍ଲୀରେ ହିଁ ତମେ ପାଇବ । ଯେଉଁ ଛୋଲେ ବଟୁରେ ଖାଇଲେ ଓଜନ କମିବ ।"

ଏହାକୁ ପୋଷ୍ଟ କରିବା ପରେ ଅନେକ ଜଣ ଏହାକୁ ନେଇ କମେଣ୍ଟ ଦେଇଛନ୍ତି , ଜଣେ ଲେଖିଛନ୍ତି, ଦୋକାନରେ ବିକ୍ରି ହେବାର ଭଲ ଉପାୟ । ସେହିପରି ଆଉ ଜଣେ ଲେଖିଛନ୍ତି, ଏହା ସମ୍ପୁର୍ଣ୍ଣ କାଳ୍ପନିକ କଥା । '
ଜଣେ ୟୁଜର ଲେଖିଛନ୍ତି, ଯେପରି କମ୍ପାନୀ ମାନେ ନିଜ ପ୍ରଡକ୍ଟକୁ କୌଣସି ସାଇଡ ଇଫେକ୍ଟ ନଥିବା କହି ବିକ୍ରି କରିଥାନ୍ତି, କିନ୍ତୁ ପରେ ଏହା କ୍ଷତିକାରକ ପାଲଟେ, ସେମିତି ଏହି ଦୋକାନୀ ଏପରି ଉପାୟ ଅବଲମ୍ବନ କରିଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 218Word Count: 182See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: