123ArticleOnline Logo
Welcome to 123ArticleOnline.com!
ALL >> General >> View Article

ବାପା ଫଳ ଦୋକାନୀ, ଝିଅ ମାଟ୍ରିକରେ A-1 ଗ୍ରେଡ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଝାରସୁଗୁଡା : ବାପା ଫଳ ଦୋକାନୀ କିନ୍ତୁ ଝିଅ ଝିଅ ମାଟ୍ରିକରେ ପାଇଲା A-1 ଗ୍ରେଡ। ସଫଳତା କୁ ହାତମୁଠାରୁ ଛଡାଇପାରିଲାନି ଦାରିଦ୍ରତା। ରୂପାଙ୍କ ଏହି ସଫଳତାରେ ପରିବାର ସହ ଅଞ୍ଚଳରେ ଖେଳି ଯାଇଛି ଖୁସିର ଲହରି। ଝାରସୁଗୁଡ଼ା ବେଲପାହାଡ଼ ଅଞ୍ଚଳର ଓମ୍ ପ୍ରକାଶ ସା ଏବଂ ପୁରନ୍ଦା ସା ଙ୍କ ଝିଅ ରୂପା ସା। ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାରେ ଏ ୧ ଗ୍ରେଡ ହାସଲ କରିଛନ୍ତି ରୂପା । ରୂପା କୁହନ୍ତି ପରୀକ୍ଷା ପାଇଁ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରିଥିଲେ। ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ ସମସ୍ତ ସହଯୋଗ କରିଛନ୍ତି । ଆଗକୁ ...
... ଯୁକ୍ତ ୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି ରୂପା ।

ରୂପାଙ୍କର ଏହି ସଫଳତାରେ ବାପା ମାଙ୍କ ଛାତି କୁଣ୍ଢେ ମୋଟ। ଝିଅ ଆମର ଦିନ ରାତି ପରିଶ୍ରମ କରୁଥିଲା ଯାହାର ଫଳ ସେ ପାଇଛି ବୋଲି କହିଛନ୍ତି ବାପା ମା।
ରୂପା ପ୍ରଥମରୁ ଜଣେ ମେଧାବୀ ଏବଂ କଠିନ ପରିଶ୍ରମୀ ହୋଇଥିବା ବେଳେ ଏବେ ଏହାର ଫଳ ତାଙ୍କୁ ମିଳିଛି। ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନଥିଲେ ମଧ୍ୟ ନିଜର ନିଷ୍ଠା ଏବଂ ଅଧ୍ୟବସାୟ ତାଙ୍କର ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିଛି। ତାଙ୍କ ବାପା ଓମ୍ ପ୍ରକାଶ ସା ଏକ ଫଳ ଦୋକାନ କରିଥିବା ବେଳେ ମା ଜଣେ ଗୃହିଣୀ। ରୂପାଙ୍କ ସଂଘର୍ଷ ଏବଂ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଗିରିଧାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରୂପାଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ମହୋଲ ସୃଷ୍ଟି କରିଛି। ତାଙ୍କର ଏହି ସଫଳତା ପରେ ସବୁଠୁ ତାଙ୍କୁ ଶୁଭେଛା ଛୁଟୁଛି।

ଅଧିକ ଦେଖନ୍ତୁ :

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 267Word Count: 199See All articles From Author

Add Comment

General Articles

1. 4 Convincing Reasons To Choose Cloud Based Mobile Applications
Author: brainbell10

2. Join Microsoft Dynamics 365 Course In Chennai Today Visualpath
Author: Pravin

3. India's Monsoon Weather Derivatives: A New Era Of Risk Management And Investment Opportunities
Author: team kuberzo

4. Fencing Machines | Automatic Chain Link Fencing Machines
Author: Secure Fencing Maxx

5. Stranger Safety Tips For Kids: Essential Rules Every Parent Should Teach
Author: Bloom

6. Fifa World Cup 2026 Flight Data Scraping Intelligence
Author: Travel Scrape

7. How India’s Weather And Roads Damage Your Car’s Paint: And What To Do About It
Author: Aquatint Detailing

8. Interior Painters In Melbourne: How To Choose The Right Experts For A Stunning Home Transformation
Author: Fred

9. Application Development Services: Building Digital Solutions That Drive Business Growth
Author: sofiasassy

10. Discover Premium Furniture At The Best Furniture Shop In Gurgaon
Author: rekha

11. U4gm Path Of Exile 2 0.5 Fortress System Guide
Author: 1fuhd

12. Voice Search Optimization: Preparing Your Business For The Future Of Search
Author: Admin

13. Top Productivity Tools Every Financial Advisor Should Use In 2026
Author: Jane Lee

14. How To Select The Right White Marble Human Statue Manufacturer In Jaipur
Author: Ruhi

15. India Vs Afghanistan 2nd Odi: Shubman Gill And Ishan Kishan Power India To A Dominant Position
Author: Mike

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: