123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଏହି ସହରରେ ପସନ୍ଦର ଚାକିରି ସହ ଭଲ ଦରମା ପାଆନ୍ତି ଏମବିଏ ଗ୍ରାଜୁଏଟ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଆପଣ ବି MBA ଗ୍ରାଜୁଏଟ କି ? ଆପଣଙ୍କୁ ନିଜ ମନ ପସନ୍ଦର ଚାକିରି ସହ ଦରମାର ଆବଶ୍ୟକତା ଅଛି କି ? ତେବେ ଏହି ସହରରେ ଆପଣ ନିଜ ମନ ପସନ୍ଦର ଚାକିରୀ ସହ ଦରମା ମଧ୍ୟ ପାଇପାରିବେ । ଏକ ରିପୋର୍ଟ ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି ।

ଅଧିକ ପଢନ୍ତୁ : ଆପଣ କେବେ କାଚର ଶୌଚାଳୟ ଦେଖିଛନ୍ତି କି?

ଆଜିକାଲି ଅନେକ ଛାତ୍ରଛାତ୍ରୀ ଏମବିଏ(MBA) ତଥା ଏମସିଏ(MCA) କରିବାକୁ ପସନ୍ଦ କରୁଛନ୍ତି । କାରଣ ଏହି ଚାକିରିରେ ଅଧିକ ଦରମା ଦିଆଯାଏ ବୋଲି ଅନେକ ଛାତ୍ରଛାତ୍ରୀ ଏହି ଚାକିରି ଆପଣାଇଥାନ୍ତି । ଅଫିସରେ ବସି ନୂଆ ନୂଆ ସ୍କିଲ ଏବଂ ପ୍ରୋଜେକ୍ଟ କରି ସେମାନେ ଖୁବ ଭଲ ଦରମାରେ ଚଳିଥାନ୍ତି। ହେଲେ ଓଡିଶାରେ ଏମବିଏ(MBA) ପିଲାଙ୍କ ଚାକିରି ପାଇଁ ବିଶେଷ କିଛି ସୁବିଧା ନାହିଁ । ଏଥିପାଇଁ ଅନେକ ପିଲା ଏମବିଏ ଗ୍ରାଜୁଏଟ ପରେ କ୍ୟାମ୍ପସ ସିଲେକ୍ସନରେ ବାହାରକୁ ଚାକିରି ପାଇଁ ଯାଇଥାନ୍ତି । ଡିଲୋୟେଟ ଇଣ୍ଡିଆର କ୍ୟାମ୍ପସ ୱାର୍କଫୋର୍ସର ଏକ ରିପୋର୍ଟରେ ୧୯୦ରୁ ଅଧିକ କମ୍ପାନୀ ଏବଂ ୫୦୦ରୁ ଅଧିକ କ୍ୟାମ୍ପସକୁ ନେଇ ଅଧ୍ୟୟନ କରାଯାଇଛି । ଯେଉଁଥିରେ ଜଣାପଡିଛି, ଏମବିଏର ଚାକିରି ପାଇଁ ସବୁଠୁ ଭଲ ସହର ହେଉଛି ମୁମ୍ବାଇ, ବ୍ୟାଙ୍ଗଲୋର , ହାଇଦ୍ରାବାଦ ଏବଂ ଚେନ୍ନାଇ । ଆଇଟି ଷ୍ଟାର୍ଟଅପ ପାଇଁ ବ୍ୟାଙ୍ଗଲୋର ସବୁଠୁ ଭଲ ହୋଇଥିବା ବେଳେ ଇଞ୍ଜିନିୟରିଂ ପାଇଁ ସବୁଠୁ ଭଲ ଚାକିରି ହାଇଦ୍ରାବାଦରେ ମିଳିଥାଏ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 827Word Count: 162See All articles From Author

Add Comment

General Articles

1. Professional Geriatric Medicine Billing Services In Alabama
Author: Brain

2. Adapting Together In Strange Times
Author: brainbell10

3. In7 Game And Mobile Online Entertainment
Author: neetu jaiswal

4. In7 Game – Discovering A Modern Online Gaming Experience
Author: neetu jaiswal

5. Neet 2027 Test Series: A Practical Approach To Better Exam Preparation
Author: Sarthaks eConnect

6. How To Book A Vinfast Vf6 Test Drive In Chennai
Author: vinfast

7. In 7 Apk Download: A Simple Guide To The In 7 Game Experience
Author: bloom agency

8. Acp Certification: Benefits, Meaning, And How Online Training Can Help You Succeed
Author: Passyourcert

9. Nataraja's Secret The Demon Under His Feet You Must Know About
Author: Gowtham Y

10. Lord Shiva's Cosmic Dance: The Demon He Controls, Not Destroys
Author: Gowtham Y

11. A Quick Intro To Building A Crypto App
Author: brainbell10

12. Iv7 Game: Everything You Need To Know About The In7 Game And App
Author: neetu

13. Why 1000games Is The First Choice For Game Lovers
Author: felixandrea

14. Arousal Vs. Aggression In Dogs: Understanding The Difference
Author: BarkBusters SanMateo

15. Event Upgrades That Make A Bigger Impact Than Expensive Decorations
Author: Alex Slate

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: