Here's the recent articles submitted by abinash das
Articles By abinash das
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଚମ୍ପକ ଦ୍ୱାଦଶୀ
Submitted as: Argus News
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ମହାପ୍ରଭୁଙ୍କର ଗୁଆଲି ଯାତ୍ରା । ମଧ୍ଯାନ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ ।(read
entire article)
View : 162 Times
Category : General
ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା
Submitted as: Argus News
ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା। ବର୍ଷ ବର୍ଷ ଧରି ସରୁନି ପାନୀୟଜଳ ପ୍ରକଳ୍ପ । ପାଣି ପାଇଁ ହଇରାଣ ହେଉଛନ୍ତି ଦୁର୍ଗମବାସୀ। ଏ ହେଉଛି କୋରାପୁଟ ମୁରାନ ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ । କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ଦେଢ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଜଳ ସଙ୍କଟ ଦୁରକରିବା ପାଇଁ ୨୦୧୮ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଥି ପାଇଁ ମୁମ୍ବାଇର ଜେଏମସି ପ୍ରଜେକ୍ଟ ଇଣ୍ଡିଆ ଏବଂ କିଡି କମ୍ପାନୀକୁ ନିର୍ମାଣ ଦାଇତ୍ତ୍ବ ମିଳିଥିଲା। ୩୧୬କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା କାମ ୨୦୨୦ ଅଗଷ୍ଟ ରେ ସରିବା କଥା ମାତ୍ର ଆଜି ଯାଏଁ ସରିନି ନିର୍ମାଣ କାମ।(read
entire article)
View : 233 Times
Category : General
କାହା ଅପାରଗତାରୁ 9 ବର୍ଷରେ 6ରୁ ଅଧିକ ମୃତ୍ୟୁ ?
Submitted as: Argus News
2019ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି । ନବୀନ ସରକାରର ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବର୍ଷାଦିନ ପୂର୍ବରୁ ଡ୍ରେନ କାମ ସରିବା ସହ ୱାଟରଲଗିଂ ଯେପରି ହେବନି ସେନେଇ ପଦକ୍ଷେପ ନେଆଯିବ କହି ୨୦୧୯ରେ ମାରିଥିଲେ ବାହାସ୍ଫୋଟ । ୨୦୨୧ରେ ନଗର ଉନ୍ନୟନ ସମ୍ପର୍କିତ ବିଧାନସଭା ଷ୍ଟାଣ୍ଡିଂ କମିଟି ଟ୍ବିନ୍ ସିଟିରେ ୱାଟରଲଗିଂ ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ଥିତି ସୁଧୁରିବ କଣ ଏହା ମଧ୍ୟରେ ଆହୁରି ସାଂଘାତିକ ହୋଇଛି।(read
entire article)
View : 168 Times
Category : General
ସାର୍ବଜନୀନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ
Submitted as: Argus News
ରତ୍ନଭଣ୍ଡାର ଚାବି ହଜିବା ମାମଲା ଉପରୁ ହଟିବ ପରଦା । ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ବିଜେପି ସରକାର। ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । କହିଛନ୍ତି ଆଗାମୀ ରାଜ୍ୟ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପନ ହେବ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ।(read
entire article)
View : 176 Times
Category : General
ଏହି ବୟସରେ ଏପରି ଷ୍ଟଣ୍ଟ୍
Submitted as: Argus News
ସୋସିଆଲ ମିଡିଆ ଯୁଗରେ କେବେ ଏବଂ କ'ଣ ଭାଇରାଲ ହେବ ତାହା । ପୂର୍ବାନୁମାନ କରାଯାଇପାରିବ ନାହିଁ ବିଶେଷକରି ଯଦି ଏହା କିଛି ଅଲଗା ଲୋକମାନେ ଏହାକୁ ଦେଖିବାକୁ ପସନ୍ଦ କରନ୍ତି । ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଲୋକମାନେ ଏହା ଦେଖିବା ପରେ ଅନେକ ପ୍ରସଶାଂ କରିଛନ୍ତି । ସାଧାରଣତଃ ଏହିପରି ଦୃଶ୍ୟ କ୍ୱଚିତ୍ ଦେଖାଯାଏ କିନ୍ତୁ ଯେତେବେଳେ ଦେଖାଯାଏ ଏହା ଭାଇରାଲ୍ ହେବାକୁ ଅଧିକ ସମୟ ଲାଗେ ନାହିଁ ।(read
entire article)
View : 167 Times
Category : General
ବିନା କାରଣରେ କିନ୍ନର କାହାକୁ ଅବିଶାପ ଦିଅନ୍ତି ନାହିଁ
Submitted as: Argus News
ସମସ୍ତ ଆଧୁନିକତା ସତ୍ତ୍ଵେ ବି କିନ୍ନର ସମାଜ ଭିତରେ ଅନେକ ରହସ୍ୟ ରହିଛି । କିନ୍ନର କମାନଙ୍କର ଶାରୀରିକ ଗଠନ ସେମାନଙ୍କର ଜୀବନଶୌଳୀ ଏବଂ ରୀତିନୀତି ବିଷୟରେ ଅଧିକାଂଶ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। କିନ୍ନରମାନେ ସାଧାରଣ ପୁରୁଷ ଏବଂ ମହିଳାଙ୍କଠାରୁ ଭିନ୍ନ ଥାନ୍ତି । କୁହାଯାଏକି ଯଦି ସକାଳେ ଜଣେ ନପୁଂସକ ଦେଖନ୍ତି ତେବେ ସେହି ବ୍ୟକ୍ତି ନିଶ୍ଚିତ ଭାବରେ ସେହି ଦିନ କିଛି ସଫଳତା ପାଇବେ । କାହାର ଘରେ ଜଣେ କିନ୍ନରଙ୍କ ଆସିବା ବହୁତ ଭଲ ହୋଇଥାଏ ।(read
entire article)
View : 175 Times
Category : General
T20 Wc: Will Think Whether To Play Both Kuldeep And Yuzi, Says Dravid Ahead Of Afghanistan Clash
Submitted as: Argus News
As the Super Eight stage of the T20 World Cup 2024 approaches, India's head coach Rahul Dravid has hinted at a potential change in the playing XI that could see wrist-spinner Kuldeep Yadav making his tournament debut against Afghanistan on Thursday. This strategic adjustment comes as India transitions from the pace-friendly pitches of New York to the spin-friendly conditions of the Caribbean.(read
entire article)
View : 287 Times
Category : General
Waisale Serevi Named Head Coach Of Indian Rugby Men's And Women's Teams
Submitted as: Argus News
The Indian Rugby Football Union also known as Rugby India appointed World Rugby Hall of Famer, Waisale Serevi as the new head coach of the national men's and women's 7s teams.(read
entire article)
View : 348 Times
Category : General
Former India Pacer David Johnson Passed Away Aged 52
Submitted as: Argus News
Former India pacer David Johnson passed away Thursday in Bengaluru at the age of 52.(read
entire article)
View : 198 Times
Category : General
'kota Factory 3', 'bad Cop', 'federer' Documentary Top Draws On Ott This Week
Submitted as: Argus News
The last week of June is set to bring exciting titles to OTT platforms, including the Jitendra Kumar-starrer 'Kota Factory' Season 3 and Gulshan Devaiah and Anurag Kashyap's police-villain chase drama 'Bad Cop'.(read
entire article)
View : 211 Times
Category : General

