Here's the recent articles submitted by abinash das
Articles By abinash das
Alia Bhatt Leaves Internet In Awe With Unseen Pic Of Ranbir, Daughter Raha
Submitted as: Argus News
Actress Alia Bhatt delighted her fans on Monday by sharing a heartwarming photo of her husband, actor Ranbir Kapoor, with their daughter Raha.(read
entire article)
View : 483 Times
Category : General
Hrithik Roshan-headlined Kargil War Film 'lakshya' To Be Re-released In Cinemas On 20th Anniversary
Submitted as: Argus News
As their film 'Lakshya' celebrates its 20th anniversary in Hindi cinema on Tuesday, actors Amitabh Bachchan, Hrithik Roshan, and Preity Zinta shared that the movie is set to return to the big screen to celebrate this milestone.(read
entire article)
View : 214 Times
Category : General
Fitch Raises India's Gdp Growth Forecast For Fy25 To 7.2 Pc
Submitted as: Argus News
Global rating agency Fitch Tuesday raised India's GDP growth forecast for FY25 to 7.2 per cent, from 7 per cent.(read
entire article)
View : 188 Times
Category : General
11 Dead, Over 60 Missing In Shipwrecks Off Italian Coast
Submitted as: Argus News
Two shipwrecks occurred on Monday off the Italian coasts, killing at least 11 migrants, while another 66 remain missing, the Italian authorities said.(read
entire article)
View : 321 Times
Category : General
Cm Mohan Majhi, Ex-cm Naveen Patnaik Take Oath As Members Of 17th Odisha Assembly
Submitted as: Argus News
Chief Minister Mohan Charan Majhi, Deputy Chief Ministers KV Singh Deo and Pravati Parida, Ministers and former Chief Minister Naveen Patnaik among newly elected MLAs took oath as Members of the 17 Odisha Legislative Assembly today.(read
entire article)
View : 392 Times
Category : General
ରାତିରେ ଶୋଇବା ସମୟରେ ଭୟାନକ ସ୍ୱପ୍ନ ଦେଖିବା ଏକ ରୋଗର ଲକ୍ଷଣ
Submitted as: Argus News
ରାତିରେ ଶୋଇବା ସମୟରେ ଭୟାନକ ସ୍ୱପ୍ନ ଦେଖିବା ଏକ ରୋଗର ଲକ୍ଷଣ ହୋଇଥୋଏ । ଯଦି ଆପଣଙ୍କର ମଧ୍ୟ ଭୟାନକ ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ରାତିରେ ଖରାପ ସ୍ୱପ୍ନ ହାଲୁସିନାସନ୍ ଭଳି ସମସ୍ୟା ଅଟୋମ୍ୟୁମ୍ୟୁନ୍ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ଯେପରିକି ଲୁପସ୍, ଆର୍ଥ୍ରାଇଟିସ୍ ଇତ୍ୟାଦି।(read
entire article)
View : 177 Times
Category : General
ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗର ଶିକାର ହେଲେ ଗାୟିକା ଅଲକା ୟାଗ୍ନିକ
Submitted as: Argus News
ଶୁଣି ପାରୁନାହାନ୍ତି ଗାୟିକା ଅଲକା ୟାଗ୍ନିକ...ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗରେ ହୋଇଛନ୍ତି ଶିକାର.. ଇନଷ୍ଟାଗ୍ରାମରେ ପୋଷ୍ଟ ସେଆର କରି ଦେଲେ ସୂଚନା(read
entire article)
View : 170 Times
Category : General
ଶପଥ ଗ୍ରହଣ ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ ସଂପଦ ସ୍ୱାଇଁ
Submitted as: Argus News
ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପରେ ଶିଳ୍ପ ବିଭାଗର ନେତୃତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କରିଛନ୍ତି, ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ । ଆଜି ଭୁବନେଶ୍ୱର ସ୍ଥିତ ଖାରବେଳ ଭବନରେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇ ଯାଇଛି। ସେଠାରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମାଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନୂତନ ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ମହୋଦୟଙ୍କୁ ବିଭାଗର ଅଧିକାରୀ ମାନେ ସ୍ୱାଗତ କରିବା ସହ, ବିଭାଗର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ ।(read
entire article)
View : 169 Times
Category : General
ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର , ସୂଚନା ଦେଲେ Asi ସୁପରିଟେଣ୍ଡେଣ୍ଟ
Submitted as: Argus News
ଆସନ୍ତା ଜୁଲାଇ ୮ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର । ସୂଚନା ଦେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ । 2018 ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ନିଆଯାଇଛି ଏପରି ନିଷ୍ପତ୍ତି । ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଅନୁଧ୍ୟାନ ପରେ କରାଯିବ ମରାମତି । ରତ୍ନଭଣ୍ଡାର ଖୋଲିବାକୁ ସ୍ବତନ୍ତ୍ର SOP ପାଳନ କରାଯିବ । ASI ବୈଷୟିକ ଟିମ ଓ ରତ୍ନଭଣ୍ଡାର କମିଟି ଉପସ୍ଥିତ ରହିବେ ।(read
entire article)
View : 152 Times
Category : General
ସ୍ଥିତି ସମୀକ୍ଷା କଲେ, 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ
Submitted as: Argus News
ଭୁବନେଶ୍ଵରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକର ମୃତ୍ୟୁ ଘଟଣା । ଘଟଣାସ୍ଥଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମନ୍ତ୍ରୀ । କାହିଁକି ସ୍ଲାବ୍ ପଡ଼ିନଥିଲା, ବ୍ୟାରିକେଡିଂ ହୋଇନଥିଲା ବିଏମ୍ସି କମିଶନରଙ୍କଠାରୁ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।(read
entire article)
View : 203 Times
Category : General

