ALL >> General >> View Article
ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର , ସୂଚନା ଦେଲେ Asi ସୁପରିଟେଣ୍ଡେଣ୍ଟ
ଅର୍ଗସ ବ୍ୟୁରୋ : ଆସନ୍ତା ଜୁଲାଇ ୮ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର । ସୂଚନା ଦେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ । 2018 ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ନିଆଯାଇଛି ଏପରି ନିଷ୍ପତ୍ତି । ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଅନୁଧ୍ୟାନ ପରେ କରାଯିବ ମରାମତି । ରତ୍ନଭଣ୍ଡାର ଖୋଲିବାକୁ ସ୍ବତନ୍ତ୍ର SOP ପାଳନ କରାଯିବ । ASI ବୈଷୟିକ ଟିମ ଓ ରତ୍ନଭଣ୍ଡାର କମିଟି ଉପସ୍ଥିତ ରହିବେ ।
ଅଧିକ ପଢନ୍ତୁ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ସେହିପରି ବୈଠକରେ ସ୍ନାନଯାତ୍ରାର ନୀତି ନିର୍ଘଣ୍ଟ ନେଇ ବସିଥିଲା ମିଟିଂ । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ଉପରେ ହେଲା ବିସ୍ତୃତ ଆଲୋଚନା । ଆସନ୍ତା ସ୍ନାନଯାତ୍ରାର ଚୂଡ଼ାନ୍ତ ନୀତିନିର୍ଘଣ୍ଟକୁ ମୋହର ମାରିବ ପରିଚାଳନା କମିଟି । ଜୁନ୍ 22ରେ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ କିଭଳି ଶୃଙ୍ଖଳିତ କରାଯିବ, ଭକ୍ତ କିଭଳି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାବିଗ୍ରହଙ୍କୁ ଜଳ ଲାଗି ଓ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ସ୍ପଷ୍ଟ ଦର୍ଶନ କରିପାରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବ ।..... ଶ୍ରୀଜିଉଙ୍କ ପହଣ୍ଡି ସମୟରେ କିଭଳି ଟାହିଆକୁ ସୁରକ୍ଷିତ ରଖାଯିବ, ହାତୀବେଶ ଓଲାଗିବେଳେ କିଭଳି ବିଶୃଙ୍ଖଳା ନହେବ ସେନେଇ ମଧ୍ୟ ଆଲୋଚନା ହୋଇପାରେ । ଅନ୍ୟପଟେ ପରିଚାଳନା କମିଟିର ଏଜେଣ୍ଡାରେ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପରେ ଭକ୍ତଙ୍କ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଉପରେ କୌଣସି ପ୍ରସଙ୍ଗ ସ୍ଥାନ ପାଇନଥିବା ବେଳେ ଶ୍ରୀମନ୍ଦିର ବାହାରେ ଓ ଭିତରେ ଦର୍ଶନ ବ୍ୟବସ୍ଥା କିଭଳି ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. In7 App Download: A Complete Guide To In7 Games OnlineAuthor: neetu
2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma
3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys
4. Pm Surya Ghar Subsidy Amount For Residential Solar Installations
Author: Zrn Solar
5. 5 Powerful Health Benefits Of Including Fish In Your Diet
Author: meatgenie
6. Hotel Competitive Pricing Analysis Across Major Otas
Author: Travel Scrape
7. How Data Science Courses Help Learners Build A Strong Foundation
Author: Vaishnavi
8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik
9. Taobao Brand-store Data Collection For An Eu Client
Author: Actowiz Solution
10. Top Bpo Project Provider In India: Why Businesses Choose Zoetic Bpo Services
Author: kajal
11. 10 Essential Features To Look For In A Work Management App
Author: Rohit Yadav
12. Key Properties Of Monel 400 Flanges You Should Know
Author: Ashish
13. Why Digital Gold Is Changing The Way Indians Own Gold
Author: Gold Bites
14. Gold Sip For Beginners: A Simple Way To Start Saving In Gold
Author: Gold Bites
15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith






