ALL >> General >> View Article
ସ୍ଥିତି ସମୀକ୍ଷା କଲେ, 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ଵରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକର ମୃତ୍ୟୁ ଘଟଣା । ଘଟଣାସ୍ଥଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମନ୍ତ୍ରୀ । କାହିଁକି ସ୍ଲାବ୍ ପଡ଼ିନଥିଲା, ବ୍ୟାରିକେଡିଂ ହୋଇନଥିଲା ବିଏମ୍ସି କମିଶନରଙ୍କଠାରୁ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ସମ୍ପୃକ୍ତ ଡ୍ରେନ୍ ଅଞ୍ଚଳ ରେଲୱେ ଅଧୀନରେ ଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଯାହା ଅଧୀନରେ ଥିଲେ ବି ଚିଠି କରାଯିବ, କାହିଁକି ହେଲା ରିପୋର୍ଟ ଦେବେ । ଯିଏ ବି ଦୋଷୀ ଜଣାପଡ଼ିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତ୍ୟେକଙ୍କ ଜୀବନ ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । 3 ଦିନ ମଧ୍ୟରେ ମୁକୁଳା ଡ୍ରେନ୍ରେ ସ୍ଲାବ୍ ପଡ଼ିବ, ବ୍ୟାରିକେଡିଂ ହେବ । ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ପ୍ରବଳ ବର୍ଷା ହୋଇଥିଲା । ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍ କଲୋନୀର ଏସ୍କେ ରାଜେଶ୍ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍ ଭିତରକୁ ବେଲୁନ୍ ଆଣିବା ପାଇଁ ଗଲାବେଳେ ଡ୍ରେନ ଭିତରେ ଭାସିଯାଇଥିଲେ ।
ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର ପରେ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡ୍ରେନ୍ରେ ଭାସି ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତ ରାଜେଶଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆହୁରି ପଢନ୍ତୁ ଓଡିଶା ଖବର...
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. In7 App Download: A Complete Guide To In7 Games OnlineAuthor: neetu
2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma
3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys
4. Pm Surya Ghar Subsidy Amount For Residential Solar Installations
Author: Zrn Solar
5. 5 Powerful Health Benefits Of Including Fish In Your Diet
Author: meatgenie
6. Hotel Competitive Pricing Analysis Across Major Otas
Author: Travel Scrape
7. How Data Science Courses Help Learners Build A Strong Foundation
Author: Vaishnavi
8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik
9. Taobao Brand-store Data Collection For An Eu Client
Author: Actowiz Solution
10. Top Bpo Project Provider In India: Why Businesses Choose Zoetic Bpo Services
Author: kajal
11. 10 Essential Features To Look For In A Work Management App
Author: Rohit Yadav
12. Key Properties Of Monel 400 Flanges You Should Know
Author: Ashish
13. Why Digital Gold Is Changing The Way Indians Own Gold
Author: Gold Bites
14. Gold Sip For Beginners: A Simple Way To Start Saving In Gold
Author: Gold Bites
15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith






