Here's the recent articles submitted by abinash das
Articles By abinash das
T20 World Cup: Usa Stun Pakistan By 5 Runs In Super Over For Second Win In Group A
Submitted as: Argus News
Co-hosts the United States caused a massive upset in the ICC Men's T20 World Cup, stunning former champions Pakistan by five runs in a Super Over after their encounter ended in a tie at the Grand Prairie Stadium here.(read
entire article)
View : 325 Times
Category : General
Stavanger (norway), June 7: As The Norway Chess Inches Towards A Thrilling Conclusion, The Stakes Have Never Been Higher. All Classical Games Of Round
Submitted as: Argus News
To claim the title, Praggnanandhaa will have to beat Nakamura in a must-win final round and hope the Carlsen loses his game against Caruana
In the women's segment, the Chinese GM Lei Tingjie earned a decisive victory over Vaishali and has significantly increased her chances of winning the tournament in the final round(read
entire article)
View : 170 Times
Category : General
Sunil Chhetri Felicitated By Eastern Command Of Indian Army
Submitted as: Argus News
The Indian football great's father, KB Chhetri, was an officer in the Corps of Electronics and Mechanical Engineers of the Indian Army and he picked up the game in the Army Public School in Delhi
Chhetri, who with his 94 international goals, was the highest international goal scorer playing actively, has had the backing and support of the Indian Army all along his journey towards becoming a professional footballer(read
entire article)
View : 359 Times
Category : General
ଚିମିନି ସଫା କରିବାର ଏକ ସହଜ ଉପାୟ
Submitted as: Argus News
ଚିମନି ହେଉଛି ରୋଷେଇ ଘରର ମୁଖ୍ୟ ଉପକରଣ । ଅଧିକାଂଶ ଘରର ରୋଷେଇ ଘରେ ଚିମିନି ଲାଗିଥାଏ । ରୋଷେଇ କରିବା ସମୟରେ ଚିମିନି ବ୍ୟବହାର କରିବା ଦ୍ୱାରା ଧୂଆଁ ଏବଂ ତେଲ ଯୋଗୁଁ ରୋଷେଇ ଘର ନଷ୍ଟ ହୁଏ ନାହିଁ । କିନ୍ତୁ ତେଲ ଏବଂ ଧୂଳି କଣିକା ଚିମନୀରେ ଫସିଯାଏ । ଯଦି ଚିମିନି ନିୟମିତ ବ୍ୟବଧାନରେ ସଫା ନହୁଏ ତେବେ ଏହାର କାର୍ଯ୍ୟ କରିବାର କ୍ଷମତା କମିଯାଏ । କିନ୍ତୁ ଚିମିନି ସଫା କରିବାକୁ ଘଣ୍ଟା ଘଣ୍ଟା ଲାଗେ । ସେହି ତେଲ ଲାଗିଥିବା ଚିମିନି ସଫା କରିବା ବହୁତ କଷ୍ଟ ହୋଇଥାଏ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଚିମିନି ସଫା କରିବାରେ ଅସୁବିଧା ହେବ ନାହିଁ ।ଆସନ୍ତୁ ଆଜି ଆପଣଙ୍କୁ ରୋଷେଇ ଘରର ଚିମିନି ସଫା କରିବାର ଏକ ସହଜ ଉପାୟ।(read
entire article)
View : 182 Times
Category : General
ଖୁବଶୀଘ୍ର ବିବାହ କରିବେ ସୋନାକ୍ଷୀ-ଜାହୀର !
Submitted as: Argus News
ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି'କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଛନ୍ତି ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୁହାଯାଉଛି ଯେ, ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ। ଚଳିତ ମାସରେ ଦୁହିଁଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ କଥାଟା କେତେଦୂର ସତ।(read
entire article)
View : 154 Times
Category : General
ଆପଣ ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି ତେବେ ସକାଳର ଖାଦ୍ୟରେ ଏହି ଖାଦ୍ୟ ଅନ୍ତର୍ଭୂକ୍ତ କରନ୍ତୁ
Submitted as: Argus News
ଯଦି ଆପଣ ମଧ୍ୟ ଆପଣଙ୍କର ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଛନ୍ତି ତେବେ ତୁମେ ନିଶ୍ଚିତ ଭାବରେ ତୁମର ସକାଳର ଖାଦ୍ୟରେ କିଛି ଖାଦ୍ୟ ସାମଗ୍ରୀ ଅନ୍ତର୍ଭୂକ୍ତ କରିବା ଉଚିତ । ଏହି ଖାଦ୍ୟ ପଦାର୍ଥରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କୁ ଶକ୍ତି ବଢେଇବାରେ ସାହାର୍ଯ୍ୟ କରିଥାଏ । ଆପଣଙ୍କୁ କହିବା ଯେ ଆପଣଙ୍କ ମନକୁ ତୀକ୍ଷ୍ଣ କରିବାକୁ ଆପଣ ଆପଣଙ୍କର ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ୍ । ତୁମର ସକାଳର ଖାଦ୍ୟରେ ଅନ୍ତର୍ଭୁକ୍ତ କିଛି ଜିନିଷ କିଛି ସପ୍ତାହ ମଧ୍ୟରେ ତୁମର ମସ୍ତିଷ୍କ ଶକ୍ତିରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ପ୍ରମାଣିତ ହେବ ।(read
entire article)
View : 158 Times
Category : General
ଶୋଇବା ସମୟରେ ମୋବାଇଲକୁ କେତେ ଦୂରରେ ରଖିବା ଉଚିତ୍
Submitted as: Argus News
ଶୋଇବା ସମୟରେ ଆପଣ ନିଜ ଫୋନକୁ ତକିଆରେ ରଖନ୍ତି କି। ଆପଣଙ୍କରର ଏହି ଭୁଲ କେବଳ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନୁହେଁ ବରଂ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇପାରେ । ଶୋଇବା ସମୟରେ ମୋବାଇଲ୍ ପାଖରେ ରଖିବାର ଅନେକ ବିପଜ୍ଜନକ ପାର୍ଶ୍ୱ ପ୍ରତିକ୍ରିୟା ହୋଇଥାଏ ଆସନ୍ତୁ ଜାଣିବା ସେଗୁଡିକ କଣ । ମୋବାଇଲ୍ ଫୋନ୍ ବ୍ୟବହାର କରିବାର ସମସ୍ତ ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଆପଣ ନିଶ୍ଚିତ ଭାବରେ ଜାଣିବା ଆବଶ୍ୟକ । କିନ୍ତୁ ଆପଣ ଜାଣନ୍ତି କି ରାତିରେ ଶୋଇବା ସମୟରେ ଫୋନକୁ ତକିଆ ତଳେ ରଖିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଯଦି ଆପଣ ମଧ୍ୟ ଏହି ପ୍ରକାରର ଭୁଲର ବାରମ୍ଵାର କରୁଛନ୍ତି ତେବେ ତୁରନ୍ତ ଏହାକୁ ଠିକ୍ କରନ୍ତୁ ।(read
entire article)
View : 135 Times
Category : General
ବିଭାଗ ମିଳିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Submitted as: Argus News
ବିଭାଗ ମିଳିବା ପରେ ଦାୟିତ୍ୱ ଗ୍ରହଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରାଳୟରେ ପହଞ୍ଚି କାର୍ଯ୍ୟଭାର ନେଇଛନ୍ତି । ରେଳ ମନ୍ତ୍ରାଳୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ଫୁଲ ତୋଡା ଓ କରତାଳି ସହ ସ୍ୱାଗତ କରାଯାଇଛି ।(read
entire article)
View : 127 Times
Category : General
୧୨ ତାରିଖରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ : ନୂଆ ମନ୍ତ୍ରିମଣ୍ଡଳରେ କିଏ ପାଇବ ସ୍ଥାନ
Submitted as: Argus News
ବୁଧବାର ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ, ଏବେ ଚର୍ଚ୍ଚା କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ। ଓଡ଼ିଶା ଦେଖିବ ନୂଆ ସରକାର।(read
entire article)
View : 174 Times
Category : General
ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲାର ସମସ୍ତ ଶୈବପୀଠ
Submitted as: Argus News
ଶିବ-ଶକ୍ତି, ପ୍ରକୃତି-ପୁରୁଷର ମହାମିଳନ ...ମର୍ତ୍ତ୍ୟରେ ଦେବ ବିବାହ । ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ଜିଲ୍ଲାର ସମସ୍ତ ଶୈବପୀଠ । ବ୍ରହ୍ମ ମୁହୁର୍ତ୍ତରେ ଭୋର ସମୟରେ ମହାଦେବ ଓ ମାତା ପାର୍ବତୀଙ୍କର ହାତଗଣ୍ଠି ପଡ଼ିଛି । ରୁଦ୍ର ରୂପ ତ୍ୟାଗ କରି ଜଗତର କଲ୍ୟାଣ ପାଇଁ ଶାନ୍ତ ଓ ଶୀତଳ ହୋଇଛନ୍ତି ମହାଦେବ ।(read
entire article)
View : 172 Times
Category : General

