123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଖୋଲାହେଲା ଏସି ଟନେଲ, ହଟିଲା ବ୍ୟାରିକେଡ୍

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ପୁରୀ: ଖୋଲାହେଲା ଏସି ଟନେଲ । ହଟିଲା ବ୍ୟାରିକେଡ୍ । ପୂର୍ବ ନିଷ୍ପତ୍ତି ମୁତାବକ ରଥ ନିର୍ମାଣ ପାଇଁ ଏସି ଟନେଲକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା । ଏସି ଟନେଲ ଖୋଲାହେବା ପରେ ବଡଦାଣ୍ଡର ଅବସ୍ଥା ଅତି ସଙ୍ଗୀନ୍ ହୋଇପଡିଛି । ତେବେ ଭକ୍ତମାନେ ବର୍ତ୍ତମାନ ମଧ୍ୟ ସିଂହଦ୍ଵାର ଓ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରୁଥିବା ବେଳେ ଲମ୍ବା ଲାଇନ୍ ଯୋଗୁଁ ଭକ୍ତମାନେ ଯମଯନ୍ତ୍ରଣା ଭୋଗୁଛନ୍ତି ।

ବିଜେପି ସରକାରକୁ ଆସିଲେ ଶ୍ରୀମନ୍ଦିର ଚାରି ଦୁଆର ଖୋଲିଯିବ ବୋଲି କୁହାଯାଇଥିଲା । ତେବେ ଏନେଇ ଆରମ୍ଭ ହୋଇଛି ଚାରିଦ୍ବାର ଖୋଲିବା ପ୍ରକ୍ରିୟା । ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର 6 ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର 4 ଦ୍ୱାର ଖୋଲିବାକୁ ଘୋଷଣା କରିଛି ବିଜେପି ।
ଆସନ୍ତା ଜୁଲାଇ 7 ତାରିଖରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି। ମହାରଣା,ଭୋଇ,ରୂପକାର ସେବାୟତଙ୍କ ସମନ୍ୱୟରେ ବିଶ୍ୱନୀୟନ୍ତାଙ୍କ ତିନିରଥର କାମ ଆଗେଇ ଚାଲିଛି। ତେବେ ତିନିରଥର ସମୁଦାୟ 42ଟି ଚକ ଓ 21ଟି ଅଖ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ରଥଖଳାରେ ଦଣ୍ଡା କାମ ଚାଲିଛି ଯାହାକି ରଥର ଫାଉଣ୍ଡେସନ କାର୍ଯ୍ୟ । ପାଞ୍ଚଦଣ୍ଡା ଚଉପଟ କରାଯାଇ ଆଗପଛ ମୁହାଁଟି ସଲଗ୍ନ କରାଯିବ। ପୂର୍ବରୁ ମୁହାଁଟିରେ ବିନ୍ଧ ହୋଇଛି ।

ରଥଚାଳିରେ ଗରଗରା ଓ ଚାରି ନାହାକା କାର୍ଯ୍ୟ ଚାଲିଛି । ଗରଗରା କାମ ଶେଷ ହୋଇଥିବା ବେଳେ,ଚାରି ନାହାକାରୁ ତିନୋଟି ନାହାକାର କାମ ସରିଛି। ତେବେ ଆସନ୍ତା ଶୀତଳଷଷ୍ଠୀ ପରଦିନ ସମସ୍ତ ଚକ ଅଖ ଡେରାଯିବାକୁ ଥିବାବେଳେ ସ୍ନାନପୂର୍ଣ୍ଣିମା ପୂର୍ବରୁ ଚାରିନାହାକା ତିନି ରଥ ଉପରକୁ ଉଠାଯିବ ବୋଲି ମହାରଣା ସେବାୟତ କହିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 215Word Count: 183See All articles From Author

Add Comment

General Articles

1. In7 App Download: A Complete Guide To In7 Games Online
Author: neetu

2. The Train That Never Stopped – वह ट्रेन जो कभी नहीं रुकी
Author: Divem Sharma

3. Forging Ingots Vs Continuous Cast Billets: Which One Should Your Forging Shop Actually Buy?
Author: Kesari Alloys

4. Pm Surya Ghar Subsidy Amount For Residential Solar Installations
Author: Zrn Solar

5. 5 Powerful Health Benefits Of Including Fish In Your Diet
Author: meatgenie

6. Hotel Competitive Pricing Analysis Across Major Otas
Author: Travel Scrape

7. How Data Science Courses Help Learners Build A Strong Foundation
Author: Vaishnavi

8. Eco Friendly Ganesha Idols - Ganesh Chaturthi 2026 Collection
Author: Satvik

9. Taobao Brand-store Data Collection For An Eu Client
Author: Actowiz Solution

10. Top Bpo Project Provider In India: Why Businesses Choose Zoetic Bpo Services
Author: kajal

11. 10 Essential Features To Look For In A Work Management App
Author: Rohit Yadav

12. Key Properties Of Monel 400 Flanges You Should Know
Author: Ashish

13. Why Digital Gold Is Changing The Way Indians Own Gold
Author: Gold Bites

14. Gold Sip For Beginners: A Simple Way To Start Saving In Gold
Author: Gold Bites

15. Boost Local Search Visibility Through Professional Locksmith Seo Services And Local Seo For Locksmiths Success
Author: Rebecca Smith

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: