ALL >> General >> View Article
ପିଲାମାନଙ୍କ ପ୍ରତି ପିତାମାତା ମାନେ ଏମିତି ଭୁଲ କରୁଛନ୍ତି କି?
ଅର୍ଗସ ବ୍ୟୁରୋ: ପିଲାମାନଙ୍କର ଦକ୍ଷତା ଏବଂ ଆତ୍ମବିଶ୍ୱାସ ଵଢାଇ ଆଗକୁ ନେଵା ପିତାମାତାଙ୍କ ଦାୟିତ୍ଵ । ତଥାପି ବେଳେବେଳେ ଆମର ଭୁଲ କିମ୍ବା ଆଜାଣତରେ ଆମେ ପିଲାମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦେଇଥାନ୍ତି । ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ କେବେବି ଏପରି କରିବା ଉଚିତ୍ ନୁହେଁ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଜୀବନକୁ ସୁଖ ଶାନ୍ତିରେ ରଖିଵା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ପିତାମାତାମାନେ ଜୀବନର ପ୍ରଥମ ଶିକ୍ଷକ ଅଟନ୍ତି। ପିତାମାତା ମାନେ ଯାହା ପିଲାଦିନରେ ଶିକ୍ଷା ...
... ଦିଆଯାଇଥିବେ ତାହା ଜୀଵନରେ ଆଗକୁ ଵଢିବାକୁ ପ୍ରରଣା ଦେଇଥାଏ ।
ଆଉ ସେହି ସବୁ ଜିନିଷ ଭବିଷ୍ୟତରେ ଆଗକୁ ବଢିବାକୁ ସାହାଯ୍ୟ କରିଥାଏ । ତଥାପି ବେଳେବେଳେ ପିଲାମାନଙ୍କ ପ୍ରତି ପିତାମାତାଙ୍କର କିଛି ଭୁଲ କରିଥାନ୍ତି ଯାହା ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ ହୋଇଥାଏ। ତେଵେ ଆସନ୍ତୁ ଜାଣିଵା ସେହି ଭୁଲ ଗୁଡୁକ କଣ କଣ ।
ସେମାନଙ୍କର ଭାବନାକୁ ଅଣଦେଖା:-
ପିଲାମାନଙ୍କର ଭାବନାକୁ ଅଣଦେଖା କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ । ପିତାମାତାମାନେ ଯତ୍ନବାନ ହେବା ଉଚିତ ଯେ ସେମାନଙ୍କ ପିଲାଙ୍କ ଭାବନାକୁ ବୁଝିଵା ଦରକାର ତାହ ସହ ସମର୍ଥନ କରିଵା ଉଚିତ ।ଏବଂ ସେମାନଙ୍କ ସହ ସମ୍ବେଦନଶୀଳତା ସହିତ ବ୍ୟବହାର କରିଵା ଉଚିତ।
ଚାପ ପକାଇବା:-
ପିତାମାତାମାନେ ପିଲା ମାନଙ୍କ ଉପରେ ଅତ୍ୟଧିକ ଚାପ ପକାଇବା ଉଚିତ ନୁହେଁ । ସେ ପାଠ ପଢା କ୍ଷେତ୍ର ହେଉ କି ବ୍ୟକ୍ତିଗତ କ୍ଷେତ୍ରରେ ହେଉ । ଏପରି ହେଲେ ସେମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିପାରେ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର। ସେନାନଙ୍କ କଥା ଭଲରେ ବୁଝିଵା ଉଚିତ ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଉଦ୍ଦେଶ୍ୟ ପ୍ରତି ଉତ୍ସାହିତ କରିବା ଉଚିତ୍ ।
ସେମାନଙ୍କର ସ୍ୱପ୍ନକୁ ଅଣଦେଖା:-
ପିତାମାତାମାନେ ପିଲାମାନଙ୍କର ସ୍ୱପ୍ନକୁ ଅଣଦେଖା କରିବା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ଦୁର୍ବଳ ହୋଇପାରେ । ସେମାନଙ୍କର ସ୍ୱପ୍ନକୁ ସମର୍ଥନ କରିବା ଉଚିତ ଏବଂ ସେମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରିବା ଉଚିତ୍
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Osed Certification: Your Guide To Offensive Security Exploit Development And Online TrainingAuthor: Passyourcert
2. Watershed Builders
Author: Watershed Builders
3. Best Diwali Gift Hampers To Celebrate The Festival
Author: Sumitsharma
4. Complete Guide To Bsc Courses, Specializations & Career Scope
Author: Vishal Yadav
5. Black Magic Specialist In Kuvempunagar Mysore
Author: Seoprojects295
6. Glass Beads Supplier In India: Types, Applications, Prices And Buying Guide
Author: Nitin Bhandari
7. How To Choose The Right Accountants In Liverpool For Your Small Business
Author: Nick Hughes
8. Web Scraping Starbucks Store Data Usa – 2026: U.s. Coffee Market Intelligence
Author: food data scrape
9. Largest Hotel Chains Revenue Leakage Protection Intelligence
Author: Travel Scrape
10. Negocio Pruvit México: Conoce La Oportunidad De Emprender
Author: michellumb44
11. 2027 Hyundai Tucson: Specs, Hybrid, Towing And Rival Showdown
Author: Panorica
12. The Train That Stopped At No Station – वह ट्रेन जो किसी स्टेशन पर नहीं रुकती थी
Author: Divem Sharma
13. World’s Utmost Biggest Human Rights Violations Being Done By Sahara India
Author: KRISHNA KUMAR CHATURVEDI
14. A Child's Health Begins With Their Mother's: The Importance Of Maternal Health
Author: Sima
15. Coach Number 13 – डिब्बा नंबर 13 का यात्री
Author: Divem Sharma






