123ArticleOnline Logo
Welcome to 123ArticleOnline.com!
ALL >> Fitness >> View Article

ଏହି ୪ଟି ଖାଦ୍ୟରୁ ଦୂରେଇ ରୁହନ୍ତୁ, ବଢିବନି ସୁଗାର !

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ନୂଆଦିଲ୍ଲୀ: ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଡାଇବେଟିସ୍‌ ଏକ ସାଧାରଣ ରୋଗ ହୋଇଯାଇଛି। କାରଣ ପ୍ରାୟତଃ ସମସ୍ତଙ୍କୁ ମଧୂମେୟ ରୋଗ। ଏହା ଖୁବ ତୀବ୍ର ଭାବେ ବଢୁଥିବା ସାଇଲେଣ୍ଟ କିଲର ଯାହା ଶରୀରକୁ ଭିତରୁ ଶେଷ କରିଦେଇଥାଏ। ଏହା କବଳରେ ଯିଏ ଥରେ ଆସିଛି ସେ ଜୀବନ ସାରା ଏହି ରୋଗ ସହ ସଙ୍ଘର୍ଶ କରିଚାଲିଥିବ । ତେବେ ଏହାର ମାନେ ନୁହେଁ ଯେ ଡାଇବେଟିସ୍‌ ର ସବୁ ରୋଗୀ ବାର୍ଦ୍ଧକ୍ୟ ଛୁଉଁଛନ୍ତି କି ସୁଗାର ନେଇ ଚିନ୍ତା ଏବଂ ଦୁଃଖି ରହୁଛନ୍ତି । ତେଣୁ ଏହି ରୋଗ ପାଇଁ ଔଷଧ ଅପେକ୍ଷା ଡାଏଟର ଆବଶ୍ୟକତା। ସେଥିପାଇଁ ଆମେ ଆପଣଙ୍କୁ ...
... କିଛି ଏପରି ପଦାର୍ଥ ବିଷୟରେ କହିବୁ ଯାହା ବହୁତ ଲାଭଦାୟକ ହେବ।
ମିଠା ଜାତୀୟ ପଦାର୍ଥ ଠାରୁ ଦୁରେଇ ରୁହନ୍ତୁ

ଡାଇବେଟିସ୍‌ରେ ଚିନି ବିପଦଜନକ। ଯଦି ଆପଣ ଡାଇବେଟିସ୍‌ ରୋଗୀ ତେବେ ଆପଣଙ୍କୁ ଚିନି ଏବଂ ଚିନିରୁ ପ୍ରସ୍ତୁତ ହୋଇଥିବା ମିଠା ଜାତୀୟ ଖାଦ୍ୟ ଓ ପାନୀୟର ସେବନ ବିଲକୁଲ ମଧ୍ୟ କରନ୍ତୁ ନାହିଁ। ମିଠା, କେକ୍‌, ପେଷ୍ଟ୍ରୀ, ମିଠା ଡ୍ରିଙ୍କ ଏବଂ ଅନ୍ୟ ମିଠା ପଦାର୍ଥ ପ୍ରଖର ଭାବେ ବ୍ଲଡ ସୁଗାର ବଢାଇବାରେ କାର୍ଯ୍ୟ କରିଥାଏ।

ମଇଦାରୁ ତିଆରି ହୋଇଥିବା ଖାଦ୍ୟ ବିପଦଜନକ

ଡାଇବେଟିସ୍‌ରେ ମଇଦା ଏବଂ ରିଫାଇଣ୍ଡ ଅଟା ସେବନରୁ ଦୂରେଇ ରୁହନ୍ତୁ। କାରଣ ଏହାର ବ୍ୟବହାର ଦ୍ୱାରା ବ୍ଲଡ ସୁଗାର ସ୍ତର ଦ୍ରୁତ ଗତିରେ ବଢିଯାଇପାରେ। ସିଙ୍ଗଡା, ଭାତ, ବ୍ରେଡ ପାସ୍ତା, ପିଜା ଇତ୍ୟାଦି ମଇଦାରୁ ତିଆରି ହୋଇଥିବା ଖାଦ୍ୟରୁ ବହୁ ଦୂରରେ ରୁହନ୍ତୁ।

ସଫ୍ଟ ଡ୍ରିଙ୍କର କରନ୍ତୁ ସିମିତ ବ୍ୟବହାର

ସଫ୍ଟ ଡ୍ରିଙ୍କ ଏବଂ ଫ୍ରୁଟ ଜୁସ୍‌ ରେ ଅଧିକ ମାତ୍ରାରେ ସୁଗାର କାର୍ବୋହାଇଡ୍ରେଟ ରହିଥାଏ। ଯାହା ବ୍ଲଡ ସୁଗାର ଲେବଲକୁ ବଢାଇଦେଇଥାଏ। ଅଙ୍ଗୁର, ସନ୍ତରା ଏବଂ ଆମ୍ବ ପରି ଫଳର ରସରେ ପ୍ରଚୁର ମାତ୍ରାରେ ସୁଗାର ମିଳିଥାଏ।

ତେଲରେ ହୋଇଥିବା ଖାଦ୍ୟକୁ କରନ୍ତୁ କମ ବ୍ୟବହାର

ତେଲରେ ଛଣା ହୋଇଥିବା ଖାଦ୍ୟ ପଦାର୍ଥରୁ ଦୁରେଇ ରୁହନ୍ତୁ । ବରା, ଆଳୁଚପ, ପକୁଡି ଇତ୍ୟାଦି।
ଏହା ବ୍ୟତିତ ଆଳୁ , ମଇଦା ଏବଂ ଚିନିରୁ ତିଆରି ହୋଇଥିବା ବ୍ରେଡରେ ସୁଗାର ଏବଂ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ଥାଏ।

ଅଧିକ ପଢନ୍ତୁ ଭାରତ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 395Word Count: 271See All articles From Author

Add Comment

Fitness Articles

1. Pcos Weight Loss Diet In Wadala For Better Hormonal Balance
Author: Neev Nutrition

2. Is Type 2 Diabetes Genetic? Understanding Your Family Risk
Author: FFD

3. Emotionally Unavailable Partner: What It Actually Means, Why It Happens, And What Can Change
Author: Shyamolie Desai

4. Personal Yoga Trainer At Home Gurgaon Back Pain Relief
Author: H2 Yoga Wellness

5. Cosmetic Surgery Options In Chicago And Oak Brook
Author: Ciplasticsurgery

6. Athletic Performance Training: The Smarter Way To Build Strength, Speed & Power
Author: GG Perform

7. How To Build A Healthier Lifestyle With Simple Fitness Habits
Author: Naresh

8. What Are The Benefits Of Weight Loss Treatment In Wadala?
Author: Neev Nutrition

9. Top 5 High-protein Vegetables To Add To Your Plate
Author: FFD

10. Introversion Vs Social Anxiety: Why Getting This Wrong Costs You Years
Author: Shyamolie Desai

11. Best Dry Fruits For Diabetics: Smart Choices For Better Blood Sugar Control
Author: FFD

12. How To Hire Expert Python Developer?
Author: brainbell10

13. How To Keep Your Bones Strong
Author: FFD

14. Online Therapy For South Asians In The Usa: Why Your Therapist's Cultural Background Actually Matters
Author: Shyamolie Desai

15. Best Indian Foods For Metabolic Health
Author: FFD

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: