ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଚମ୍ପକ ଦ୍ୱାଦଶୀ By: Argus News
ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି। ଗତକାଲି ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ମହାପ୍ରଭୁଙ୍କର ଗୁଆଲି ଯାତ୍ରା । ମଧ୍ଯାନ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ ।(read entire article)(posted on: 2024-06-19)
View : 190 Times
ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା By: Argus News
ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା। ବର୍ଷ ବର୍ଷ ଧରି ସରୁନି ପାନୀୟଜଳ ପ୍ରକଳ୍ପ । ପାଣି ପାଇଁ ହଇରାଣ ହେଉଛନ୍ତି ଦୁର୍ଗମବାସୀ। ଏ ହେଉଛି କୋରାପୁଟ ମୁରାନ ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ । କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ଦେଢ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଜଳ ସଙ୍କଟ ଦୁରକରିବା ପାଇଁ ୨୦୧୮ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଥି ପାଇଁ ମୁମ୍ବାଇର ଜେଏମସି ପ୍ରଜେକ୍ଟ ଇଣ୍ଡିଆ ଏବଂ କିଡି କମ୍ପାନୀକୁ ନିର୍ମାଣ ଦାଇତ୍ତ୍ବ ମିଳିଥିଲା। ୩୧୬କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା କାମ ୨୦୨୦ ଅଗଷ୍ଟ ରେ ସରିବା କଥା ମାତ୍ର ଆଜି ଯାଏଁ ସରିନି ନିର୍ମାଣ କାମ।(read entire article)(posted on: 2024-06-19)
View : 260 Times
କାହା ଅପାରଗତାରୁ 9 ବର୍ଷରେ 6ରୁ ଅଧିକ ମୃତ୍ୟୁ ? By: Argus News
2019ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି । ନବୀନ ସରକାରର ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବର୍ଷାଦିନ ପୂର୍ବରୁ ଡ୍ରେନ କାମ ସରିବା ସହ ୱାଟରଲଗିଂ ଯେପରି ହେବନି ସେନେଇ ପଦକ୍ଷେପ ନେଆଯିବ କହି ୨୦୧୯ରେ ମାରିଥିଲେ ବାହାସ୍ଫୋଟ । ୨୦୨୧ରେ ନଗର ଉନ୍ନୟନ ସମ୍ପର୍କିତ ବିଧାନସଭା ଷ୍ଟାଣ୍ଡିଂ କମିଟି ଟ୍ବିନ୍ ସିଟିରେ ୱାଟରଲଗିଂ ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ଥିତି ସୁଧୁରିବ କଣ ଏହା ମଧ୍ୟରେ ଆହୁରି ସାଂଘାତିକ ହୋଇଛି।(read entire article)(posted on: 2024-06-19)
View : 193 Times
ସାର୍ବଜନୀନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ By: Argus News
ରତ୍ନଭଣ୍ଡାର ଚାବି ହଜିବା ମାମଲା ଉପରୁ ହଟିବ ପରଦା । ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ବିଜେପି ସରକାର। ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । କହିଛନ୍ତି ଆଗାମୀ ରାଜ୍ୟ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପନ ହେବ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ।(read entire article)(posted on: 2024-06-19)
View : 203 Times
ଏହି ବୟସରେ ଏପରି ଷ୍ଟଣ୍ଟ୍ By: Argus News
ସୋସିଆଲ ମିଡିଆ ଯୁଗରେ କେବେ ଏବଂ କ'ଣ ଭାଇରାଲ ହେବ ତାହା । ପୂର୍ବାନୁମାନ କରାଯାଇପାରିବ ନାହିଁ ବିଶେଷକରି ଯଦି ଏହା କିଛି ଅଲଗା ଲୋକମାନେ ଏହାକୁ ଦେଖିବାକୁ ପସନ୍ଦ କରନ୍ତି । ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଲୋକମାନେ ଏହା ଦେଖିବା ପରେ ଅନେକ ପ୍ରସଶାଂ କରିଛନ୍ତି । ସାଧାରଣତଃ ଏହିପରି ଦୃଶ୍ୟ କ୍ୱଚିତ୍ ଦେଖାଯାଏ କିନ୍ତୁ ଯେତେବେଳେ ଦେଖାଯାଏ ଏହା ଭାଇରାଲ୍ ହେବାକୁ ଅଧିକ ସମୟ ଲାଗେ ନାହିଁ ।(read entire article)(posted on: 2024-06-19)
View : 190 Times
ବିନା କାରଣରେ କିନ୍ନର କାହାକୁ ଅବିଶାପ ଦିଅନ୍ତି ନାହିଁ By: Argus News
ସମସ୍ତ ଆଧୁନିକତା ସତ୍ତ୍ଵେ ବି କିନ୍ନର ସମାଜ ଭିତରେ ଅନେକ ରହସ୍ୟ ରହିଛି । କିନ୍ନର କମାନଙ୍କର ଶାରୀରିକ ଗଠନ ସେମାନଙ୍କର ଜୀବନଶୌଳୀ ଏବଂ ରୀତିନୀତି ବିଷୟରେ ଅଧିକାଂଶ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। କିନ୍ନରମାନେ ସାଧାରଣ ପୁରୁଷ ଏବଂ ମହିଳାଙ୍କଠାରୁ ଭିନ୍ନ ଥାନ୍ତି । କୁହାଯାଏକି ଯଦି ସକାଳେ ଜଣେ ନପୁଂସକ ଦେଖନ୍ତି ତେବେ ସେହି ବ୍ୟକ୍ତି ନିଶ୍ଚିତ ଭାବରେ ସେହି ଦିନ କିଛି ସଫଳତା ପାଇବେ । କାହାର ଘରେ ଜଣେ କିନ୍ନରଙ୍କ ଆସିବା ବହୁତ ଭଲ ହୋଇଥାଏ ।(read entire article)(posted on: 2024-06-19)
View : 204 Times
Capturing Moments: Discovering The Best Portrait Photographer In Wellington By: Ruchika Jain
"Capturing Moments: Discovering the Best Portrait Photographer in Wellington" - Your guide to finding the perfect photographer to preserve your cherished memories in New Zealand's capital city.(read entire article)(posted on: 2024-06-19)
View : 266 Times
Free Seo Consultation By: Julian Goldie
Get the best free SEO consultation from expert Julian Goldie at Goldie Agency.(read entire article)(posted on: 2024-06-19)
View : 124 Times
Why Study In New Zealand For Indian Students By: Phani
Want to Study in New Zealand for Indian Students? Meet New Zealand study abroad consultants from VmapU, talk to us and gather details on study programs in New Zealand(read entire article)(posted on: 2024-06-19)
View : 207 Times
Greenz Car Care: Your One-stop Solution For Premium Automotive detailing By: Greenz
Greenz Car Care is your trusted provider of premium automotive detailing products, specializing in ceramic coatings for cars. Their advanced ceramic coatings offer a durable, high-gloss protective layer that shields your vehicle from environmental contaminants and UV rays while enhancing its appearance. With Greenz Car Care's top-quality products, you can maintain your car's pristine condition and enjoy a lasting, showroom-quality shine.(read entire article)(posted on: 2024-06-19)
View : 503 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service