From Ai To Ar: Exploring The Future Of Ecommerce Technology By: Netscribes Inc
In the dynamic landscape of digital commerce, technology continues to reshape the way businesses operate and consumers shop.(read entire article)(posted on: 2024-06-19)
View : 230 Times
ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗର ଶିକାର ହେଲେ ଗାୟିକା ଅଲକା ୟାଗ୍ନିକ By: Argus News
ଶୁଣି ପାରୁନାହାନ୍ତି ଗାୟିକା ଅଲକା ୟାଗ୍ନିକ...ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗରେ ହୋଇଛନ୍ତି ଶିକାର.. ଇନଷ୍ଟାଗ୍ରାମରେ ପୋଷ୍ଟ ସେଆର କରି ଦେଲେ ସୂଚନା(read entire article)(posted on: 2024-06-19)
View : 197 Times
Common Mistakes To Avoid When Using Stainless Steel Fasteners By: caliber enterprises
When it comes to ensuring the integrity and longevity of your construction projects, choosing the right company like Caliber Enterprises is crucial.(read entire article)(posted on: 2024-06-19)
View : 284 Times
Exploring The Prestigious First Moscow State Medical University: Your Gateway To Study Mbbs Abroad By: Study mbbs abroad
The First Moscow State Medical University, commonly known as Sechenov University, stands as a beacon of excellence in medical education, offering a rich blend of tradition, innovation(read entire article)(posted on: 2024-06-19)
View : 446 Times
Premier Best Event Venues - Where Love Stories Begin By: greatEvent
Simplify your event planning with greatEvent.com. Discover and book the ideal venue for birthdays, weddings, anniversaries, accommodations, and conventions.(read entire article)(posted on: 2024-06-19)
View : 237 Times
ଶପଥ ଗ୍ରହଣ ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କଲେ ମନ୍ତ୍ରୀ ସଂପଦ ସ୍ୱାଇଁ By: Argus News
ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ପରେ ଶିଳ୍ପ ବିଭାଗର ନେତୃତ୍ୱ ନେଇଛନ୍ତି ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ । ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶିଳ୍ପ ବିଭାଗକୁ ଯାଇ ସମୀକ୍ଷା କରିଛନ୍ତି, ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ । ଆଜି ଭୁବନେଶ୍ୱର ସ୍ଥିତ ଖାରବେଳ ଭବନରେ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇ ଯାଇଛି। ସେଠାରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମାଙ୍କ ସହ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ନୂତନ ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ମହୋଦୟଙ୍କୁ ବିଭାଗର ଅଧିକାରୀ ମାନେ ସ୍ୱାଗତ କରିବା ସହ, ବିଭାଗର ଆଭିମୁଖ୍ୟକୁ ଉପସ୍ଥାପନ କରିଥିଲେ ।(read entire article)(posted on: 2024-06-19)
View : 194 Times
A Temple Built For Mother's Sacrifice: An Extraordinary Devotion By: arabutamil
n a heartwarming gesture of gratitude, three devoted sons from a small village in Sivagangai district, Tamil Nadu, have gone above and beyond to honor their mother's incredible sacrifices. Meanwhile, in the United Arab Emirates, the latest Dubai tamil news revolves around the country's efforts to enhance its healthcare infrastructure.(read entire article)(posted on: 2024-06-19)
View : 319 Times
ରଥଯାତ୍ରା ପରଦିନ ଖୋଲିବ ରତ୍ନଭଣ୍ଡାର , ସୂଚନା ଦେଲେ Asi ସୁପରିଟେଣ୍ଡେଣ୍ଟ By: Argus News
ଆସନ୍ତା ଜୁଲାଇ ୮ ତାରିଖରେ ଖୋଲାଯିବ ରତ୍ନଭଣ୍ଡାର । ସୂଚନା ଦେଲେ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡନାୟକ । 2018 ରିପୋର୍ଟ ଓ ଲେଜର ସ୍କାନିଂ ରିପୋର୍ଟ ଆଧାରରେ ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ନିଆଯାଇଛି ଏପରି ନିଷ୍ପତ୍ତି । ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଅନୁଧ୍ୟାନ ପରେ କରାଯିବ ମରାମତି । ରତ୍ନଭଣ୍ଡାର ଖୋଲିବାକୁ ସ୍ବତନ୍ତ୍ର SOP ପାଳନ କରାଯିବ । ASI ବୈଷୟିକ ଟିମ ଓ ରତ୍ନଭଣ୍ଡାର କମିଟି ଉପସ୍ଥିତ ରହିବେ ।(read entire article)(posted on: 2024-06-19)
View : 180 Times
ସ୍ଥିତି ସମୀକ୍ଷା କଲେ, 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ By: Argus News
ଭୁବନେଶ୍ଵରରେ ମୁକୁଳା ଡ୍ରେନ୍ରେ ପଡ଼ି ନାବାଳକର ମୃତ୍ୟୁ ଘଟଣା । ଘଟଣାସ୍ଥଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମନ୍ତ୍ରୀ । କାହିଁକି ସ୍ଲାବ୍ ପଡ଼ିନଥିଲା, ବ୍ୟାରିକେଡିଂ ହୋଇନଥିଲା ବିଏମ୍ସି କମିଶନରଙ୍କଠାରୁ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।(read entire article)(posted on: 2024-06-19)
View : 227 Times
Expose The Advantages Of Insurance—your Step-by- Step Guide To A Safe Tomorrow With Aapkapolicywala By: Aapkapolicywala
Insurance mitigates risks from unforeseen events. With various policies like health, life, and vehicle insurance, AapkaPolicyWala.com helps you secure your future affordably. Compare and choose the best plans for comprehensive coverage at competitive rates. Visit AapkaPolicyWala.com today!(read entire article)(posted on: 2024-06-19)
View : 126 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service