123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    1636  1637  1638 [1639]  1640  1641    > >>

Iso 13485 Documentation Enhances Medical Device Quality Management    By: Sarah
A quality management system for a medical device company is defined and governed by written guidelines, regulations, and records known as ISO 13485 Documents. It acts as a guide and manual to guarantee quality at every stage in the lifecycle of a medical device, from the initial process to market monitoring.(read entire article)(posted on: 2024-08-12)
View : 180 Times

Night Club Pro In Perg, Austria: A Vibrant Hub Of Nightlife And Entertainment    By: Razvan
Nestled in the picturesque town of Perg, Austria, Night Club Pro stands as a beacon of vibrant nightlife and dynamic entertainment.(read entire article)(posted on: 2024-08-12)
View : 295 Times

୧୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା    By: Argus News
ଆସନ୍ତାକାଲିଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ।(read entire article)(posted on: 2024-08-12)
View : 210 Times

India Hydrocolloids : Natural Additives Playing Key Roles In Various Industries    By: colin
Hydrocolloids are polysaccharides, proteins, or synthetic polymers that are used in food as thickening and gelling agents(read entire article)(posted on: 2024-08-12)
View : 204 Times

ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ    By: Argus News
ଆଳୁ ମହାନାଟକ ଶେଷ କେବେ। ରାଜ୍ୟରେ ନାହିଁ ଶୀତଳ ଭଣ୍ଡାର,୨୪ ବର୍ଷର ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା। ମାତ୍ର ସରୁନି ଆଳୁ ପାଇଁ ମହାନାଟକ। କିନ୍ତୁ ଏହାରି ଭିତରେ ଆଳୁ ସଙ୍କଟ ଦୂର ପାଇଁ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଂକଟ । ସମସ୍ୟାର ସମାଧାନ ପାଇଁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କରିଛନ୍ତି ଅନୁରୋଧ । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମମତା ବାନାର୍ଜୀ । ଏପଟେ ଆଳୁ ସଙ୍କଟ ଦୂର କରିବାକୁ ନିଜ ସ୍ତରରେ ଉଦ୍ୟମ ବି ଜାରି ରଖିଛନ୍ତି ରାଜ୍ୟ ସରକାର । ନାଫେଡ୍ ମାଧ୍ୟମରେ ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ଧିରେ ଧିରେ ଦର ଖସୁଛି। ପୁଣି ୟୁପିରୁ ରେଳ ଯୋଗେ ଆଳୁ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି,ଚିନ୍ତା ନ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।(read entire article)(posted on: 2024-08-12)
View : 129 Times

ମହୁର ଶୁଦ୍ଧତା ଯାଞ୍ଚ କରିବାର ଉପାୟ    By: Argus News
ପ୍ରତ୍ୟେକ ଘରେ ମହୁ ବ୍ୟବହାର କରାଯାଏ । ପୂଜା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପର୍ଯ୍ୟନ୍ତ ମହୁ ବ୍ୟବହାର କରାଯାଏ । ଚିନି ପାଇଁ ଏକ ସୁସ୍ଥ ବିକଳ୍ପ ଭାବରେ ମହୁ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ ଚିନି ବଦଳରେ ଆପଣ ବ୍ୟବହାର କରୁଥିବା ମହୁ ଚିନି ଅପେକ୍ଷା ଆପଣଙ୍କ ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯଦି ମହୁ ବାସ୍ତବ ତେବେ ଏହା ଆପଣଙ୍କୁ ଅନେକ ଲାଭ ଦେବ । ତେଣୁ ଆଜି ଆମେ ଆପଣଙ୍କୁ ବ୍ୟବହାର କରିବା ପୂର୍ବରୁ ନକଲି ମହୁ ଚିହ୍ନଟ କରିବା ପାଇଁ କିଛି ପଦକ୍ଷେପ କହିବୁ ।(read entire article)(posted on: 2024-08-12)
View : 148 Times

Strategic Ways To Fill The Skills Gap In The Construction Industry    By: john levis
In this blog, we will try to find out effective methods and strategies that construction companies can implement to address this complex issue and ensure their continued success.(read entire article)(posted on: 2024-08-12)
View : 170 Times

ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା    By: Argus News
ହେଲମେଟ ପିନ୍ଧି ଅନ୍ୟ ଜଣେ ବାନ୍ଧବି ସହ ଆସି ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା। ଘଟଣା କଣ ବୁଝିବା ପୂର୍ବରୁ ପ୍ରେମିକର ଘରେ ନିଆଁ ଲଗାଇଦେଇଥିଲା ପ୍ରେମିକା। ସ୍ଥାନୀୟ ଲୋକେ ଏବଂ ପ୍ରେମିକର ପରିବାର ଲୋକେ ଜମା ହୋଇ ନିଆଁ ଲିଭାଇବା ସହ ପ୍ରେମିକା ଏକ ତାଙ୍କ ବାନ୍ଧବୀଙ୍କୁ କାବୁ କରିଥିଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତ ରୁକୁଣା ଦେଇପୁର ଗ୍ରାମରେ। ଉଭୟଙ୍କର 4ବର୍ଷର ପ୍ରେମ.. ଏବେ ସେହି ପ୍ରେମକୁ ପ୍ରତାରଣା ଭାବି ସହି ନପାରି ପ୍ରତିଶୋଧ ପାରାୟଣ ହୋଇ ନିଜର ସାଙ୍ଗ ସହିତ ମିଶି ପ୍ରେମିକର ଘରକୁ ନିଆଁ ଲଗାଇ ଦେଇଛି ପ୍ରେମିକା। ଏନେଇ ପ୍ରେମିକର ପରିବାର ପକ୍ଷରୁ ଅଭଯୋଗ ହୋଇଛି ବାସୁଦେବପୁର ଥାନାରେ।(read entire article)(posted on: 2024-08-12)
View : 134 Times

How To Boost Your Brand In London With Effective Social Media Marketing    By: Alchemist Studios
Making the most of social media's expanding presence can help your brand stand out in London's fast-paced, fiercely competitive market. Businesses looking to have a profitable online presence are forced to engage in social media marketing or risk being left behind by their competitors.(read entire article)(posted on: 2024-08-12)
View : 212 Times

କ୍ରୋଧ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ    By: Argus News
କୁହାଯାଏ ଚିନ୍ତା ଏକ ବହୁତ ବଡ ବିପଦ ହୋଇଥାଏ । ସେହିଭଳି ମଣିଷ ନିଜେ କ୍ରୋଧର ନିଆଁରେ ଜଳିଯାଏ । କ୍ରୋଧ ବଢିବା ହେତୁ ଶରୀରର ଅନେକ ଅଙ୍ଗ ଖରାପ ପ୍ରଭାବ ହୁଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ତୁମର କ୍ରୋଧକୁ କିପରି ନିୟନ୍ତ୍ରଣ କରିବେ ।(read entire article)(posted on: 2024-08-12)
View : 132 Times


Page: << <    1636  1637  1638 [1639]  1640  1641    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: